ଆନ୍ତର୍ଜାତିକ ଅଲିମ୍ପିକ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
ଆଜି ହେଉଛି ଆନ୍ତର୍ଜାତିକ ଅଲିମ୍ପିକ ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଲିମ୍ପିକ୍ସରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଦେଶ ପାଇଁ ସଫଳତା ଆଣିଥିବା କ୍ରୀଡାବିତଙ୍କୁ ସ୍ମରଣ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କ୍ରୀଡାବିତଙ୍କ ପାଇଁ!-->…
