Odia News Portal
Yearly Archives

2022

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଓ ଡିଜେଲ

କମିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା କାଲି ତୁଳନାରେ ୧୩ ପଇସା କମି ୧୦୩ ଟଙ୍କା ୪୭ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୧୨ ପଇସା କମି ୯୫ ଟଙ୍କା ୦୩ ପଇସା ହୋଇଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ

କୁହୁଡି ପାଇଁ ବିଳମ୍ବ ହେଲା ୪ଟି ବିମାନ ସେବା

ରାଜ୍ୟରେ କିଛିଦିନ ହେବ ଶୀତର ମାତ୍ରା କମ ଥିବା ବେଳେ ଆଜି କଟକ ଏବଂ ଭୁବନେଶ୍ୱର ସହରରେ ଘନ କୁହୁଡି ଦେଖିବାକୁ ମିଳିଛି । ଫଳରେ ୫୦ମିଟର ମଧ୍ୟରେ ଥିବା ଦୂରତା ଦେଖାଯାଉନାହିଁ । ତେବେ ମାତ୍ରାଧିକ କୁହୁଡ଼ି ଯୋଗୁ ରାସ୍ତାରେ ଗାଡିଚଳାଚଳ ଏବଂ ଯାତାୟତ ପ୍ରଭାବିତ ହୋଇଛି । ଏଥିସହିତ ଏହି ଘନ

ଆଜି କୋର୍ଟରେ ହାଜର ହେବେ ଅର୍ଚ୍ଚନା ନାଗ- ଜଗବନ୍ଧୁ

ବ୍ଲାକମେଲ ମାମଲାରେ ଆଜି ଅର୍ଚ୍ଚନା ନାଗଙ୍କୁ କୋର୍ଟରେ ହାଜର କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଅର୍ଚ୍ଚନା ନାଗଙ୍କ ୭ ଦିନିଆ ରିମାଣ୍ଡ ଗତକାଲି ଶେଷ ହୋଇଛି । ରିମାଣ୍ଡ ଅବଧିରେ ଅର୍ଚ୍ଚନା ଇଡିକୁ ସହଯୋଗ କରି ନଥିବା ଅଭିଯୋଗ ହୋଇଛି। ଏଣୁ ଅର୍ଚ୍ଚନାଙ୍କୁ ପୁଣି ରିମାଣ୍ଡରେ ନେବାକୁ ଇଡି

ପୂର୍ବତନ ସାଂସଦ ମୋହନ ଜେନାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱର୍ଗତ ମୋହନ ଜେନା ଜନପ୍ରତିନିଧି ଭାବେ ଲୋକଙ୍କ କଲ୍ୟାଣ ପାଇଁ କରିଯାଇଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏପରି ଦୁଃଖଦ ସମୟରେ ତାଙ୍କ

ନକଲି ମେଡିସିନ ମାମଲା : ରାଜଧାନୀର ବିଭିନ୍ନ ହୋଲସେଲ ଔଷଧ ଦୋକାନରେ ଚଢ଼ାଉ

ନକଲି ମେଡିସିନ ବିକ୍ରି ଅଭିଯୋଗରେ ରାଜଧାନୀର ଅଶୋକ ନଗରରେ ଥିବା ବିଭିନ୍ନ ହୋଲସେଲ ମେଡିସିନ ଦୋକାନରେ ଚଢ଼ାଉ ହୋଇଛି । ଡ୍ରଗ ସ୍କ୍ବାଡର ୫ଜଣିଆ ଟିମ୍ ବିଭିନ୍ନ ହୋଲସେଲ ଦୋକାନରେ ଚଢାଉ କରିଛି । ଓଡିଶାରୁ ଗ୍ଲେନମାର୍କ କମ୍ପାନୀର ଟେଲମା ଏଚ ଓ ଟେଲମା -୪୦ର ନିର୍ଦ୍ଧିଷ୍ଟ ବ୍ୟାଚର ଔଷଧ ନକଲି

ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ

ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ । ଆୟୋଜିତ ବର୍ଣ୍ଣାଢ୍ୟ ଶପଥ ଗ୍ରହଣ ସମାରୋହରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ । ଗୁଜରାଟରେ ବିଜେପି ସରକାର କ୍ଷମତାରେ ରହିବାରେ ରେକର୍ଡ ପ୍ରତିଷ୍ଠା କରିଛି । ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ

ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କ ପରଲୋକ

ପୂର୍ବତନ ସାଂସଦ ମୋହନ ଜେନାଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । କିଡନୀ ଜନିତ ରୋଗରେ ସେ ପୀଡ଼ିତ ଥିଲେ । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଯାଜପୁରରୁ ଦୁଇ ଥର ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୪ ଓ ୨୦୦୯ରେ ସେ

ଇଡିରେ ଚର୍ଚ୍ଚିତ ମିଶ୍ର

ଇଡିରେ ହାଜର ହେଲେ ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର । ପୂର୍ବତନ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ଆରଏମଡବ୍ଲୁ କିଣା ଲିଙ୍କ୍‌ରେ ଚର୍ଚ୍ଚିଙ୍କୁ ଜେରା କରାଯାଇଛି । ଇଡିରେ ନୋଟିସ ଆଧାରରେ ହାଜର ହେଲେ ଚର୍ଚ୍ଚିତ ମିଶ୍ର ।

ରାଜ୍ୟର ସବୁ ଅଞ୍ଚଳକୁ ସୁଲଭ ଓ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ ଆମର ପ୍ରାଥମିକତା : ମୁଖ୍ୟମନ୍ତ୍ରୀ

ଓଡ଼ିଶାର ସବୁ ଅଞ୍ଚଳରେ ସୁଲଭ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ରାଜ୍ୟ ସରକାରଙ୍କ ପ୍ରାଥମିକତା ରହିଆସିଛି। ଆଜି ସାର୍ବଜନୀନ ସ୍ୱାସ୍ଥ୍ୟ କଭରେଜ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଲକ୍ଷ୍ୟ ପୂରଣ ପାଇଁ ରାଜ୍ୟର

ଓକିଲ ଓ ପୋଲିସ ଧସ୍ତାଧସ୍ତି

ପୋଲିସ-ଓକିଲ ମୁହାଁମୁହିଁ । ସମ୍ବଲପୁର କଚେରୀ ଛକରେ ମୁହାଁମୁହିଁ ହୋଇଛନ୍ତି । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ସତ୍ୟାଗ୍ରହ ବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । କୋର୍ଟ ଭିତରେ ଧସେଇ ପସି ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ । କୋର୍ଟ କଚେରୀ ବର୍ଜନ କରି ସତ୍ୟାଗ୍ରହ