ଯଶଓ୍ବନ୍ତ ସିହ୍ନା ହୋଇପାରନ୍ତି ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ
ଦେଶର ନୂଆ ରାଷ୍ଟ୍ରପତି ପାଇଁ ନିର୍ବାଚନ ଜୁଲାଇ ୧୮ ରେ ଅନୁଷ୍ଠିତ ହେବ । ତେବେ ସମସ୍ତଙ୍କ ନଜର ଏବେ ଶାସକ ଏନଡିଏ ଓ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଉପରେ ରହିଛି। ସୂଚନା ଅନୁଯାୟୀ ଯଶଓ୍ବନ୍ତ ସିହ୍ନା ବିରୋଧୀ ଦଳରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି । ରାଷ୍ଟ୍ରପତି ପ୍ରାର୍ଥୀ!-->…
