ଆଜି ପୁଣି ଇଡିରେ ହାଜର ହୋଇଛନ୍ତି ରାହୁଲ ଗାନ୍ଧୀ
ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲରେ ଛନ୍ଦି ହୋଇଥିବା ରାହୁଲ ଗାନ୍ଧୀ ଆଜି ପୁଣି ଇଡିରେ ହାଜର ହୋଇଛନ୍ତି । ଚତୁର୍ଥ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ପହଂଚି ଛନ୍ତି । ଆଜି ତାଙ୍କୁ ପଚରାଉଚରା କରାଯିବ । ଏଥିପାଇଁ ସେ ଦିଲ୍ଲୀ ସ୍ଥିତ ଇଡି ଅଫିସରେ ପହଞ୍ଚି!-->…
