Odia News Portal
Yearly Archives

2022

ଶ୍ରୀଜିଉଙ୍କ ଜ୍ୱର ଉପଶମ ପାଇଁ ଲାଗି ହୋଇଥାଏ ଏହି ତେଲ ଆସନ୍ତୁ ଜାଣିବା

ଜ୍ୟେଷ୍ଠ ପୂର୍ଣ୍ଣିମା ବା ସ୍ନାନପୁର୍ଣିମା ତିଥିରେ ଚତୁର୍ଦ୍ଧା ଦାରୁ ବିଗ୍ରହଙ୍କୁ କରାଯାଇଥିଲା ପୂର୍ଣ୍ଣସ୍ନାନ ଅର୍ଥାତ ପ୍ରତ୍ୟକ୍ଷ ସ୍ନାନ। ଅତ୍ୟଧିକ ସ୍ନାନ ଯୋଗୁଁ ଲୌକିକ ମତରେ ଶ୍ରୀଜୀଉ ମାନେ ବର୍ତ୍ତମାନ ଜ୍ବରରେ ପୀଡିତ। ଏହି ଜ୍ୱର ର ଉପଶମ ପାଇଁ ଚାଲିଛି ବିଭିନ୍ନ ପ୍ରକ୍ରିୟା। ଜ୍ୱର

ଶରୀରକୁ ଥକ୍କା ଲାଗିବାର ଏହି ୬ଟି ପ୍ରମୁଖ କାରଣ, ଜାଣନ୍ତୁ କ’ଣ

ଶରୀରକୁ ଥକ୍କା ଲାଗିବାର ଅନେକ କାରଣ ରହିଥାଏ। ଖାସ୍‌କରି ଶରୀରରେ ଆଇରନର ଅଭାବ ହେଲେ ସଠିକ୍‌ ନିଦ ହୁଏନାହିଁ ଏବଂ ଏହି କାରଣରୁ ଆଳସ୍ୟ ଏବଂ ହାଲିଆ ଲାଗିଥାଏ। ଯଦି ଶରୀରରେ ଥକ୍କାପଣ ଦୂରେଇ ରଖିବା ଚାହୁଁଥାନ୍ତି, ତେବେ ଏହାର ବିଭିନ୍ନ ପ୍ରକାର କାରଣ ବିଷୟରେ ଜାଣିବାକୁ ହେବ। ତେବେ କୋବି,

ରାଜଧାନୀରେ କୋଟିଏ ଟଙ୍କାର ବ୍ରାଉନସୁଗାରର ଜବତ

ରାଜଧାନୀରୁ ପୁଣି ଜବତ ହୋଇଛି ବ୍ରାଉନସୁଗାରର । ରାଜଧାନୀ ଉପକଣ୍ଠ ଉତ୍ତରା ଛକରୁ ୯୭୮ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏହି ମାମଲାରେ ଜଣେ ନାବାଳକ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ ବୋଲି କୁହାଯାଉଛି ।

ମୁଖ୍ୟମନ୍ତ୍ରୀ ଙ୍କ ବିଦେଶ ଗସ୍ତ ନେଇ ଆସିଲା ବିସ୍ତୃତ ବିବରଣୀ

ଜୁନ୍ ୨୦ ରେ ଇଟାଲୀ ଗସ୍ତରେ ଯିବେ ମୁଖୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମ୍ ରେ ବ୍ୱାଲଡ ଫୁଡ ପ୍ରୋଗ୍ରାମ ଇଡି ଡେଭିଡ ବେସଲେ ଙ୍କୁ ଭେଟିବେ । ଖାଦ୍ୟ ଅଭାବ ରୁ ବଳକା ଖାଦ୍ୟ ବଳକା ରାଜ୍ୟ ସମ୍ପର୍କରେ କହିବେ ମୁଖ୍ୟମନ୍ତ୍ରୀ । ରୋମରେ ଅବସ୍ଥାନ କାଳରେ ଭାଟିକାନ ଯାଇ ପୋପ୍ ଙ୍କୁ ଭେଟିବେ । ୟୁରୋପ

ଦ୍ୱିତୀୟ ଦିନରେ ପହଞ୍ଚିଲା ତାଲାବନ୍ଦ ଆନ୍ଦୋଳନ

ଧର୍ମଗଡ଼ ବ୍ଲକ୍ ଵେହେରାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଅନୁପାତରେ ଶିକ୍ଷକ ନିଯୁକ୍ତି ନେଇ ଚାଲିଥିବା ତାଲାବନ୍ଦ ଆନ୍ଦୋଳନ ଆଜି ଦିତ୍ଵୀୟ ଦିନରେ ପହଂଚିଛି । ଆନ୍ଦୋଳନ ର ପ୍ରଥମ ଦିନରେ ଧର୍ମଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧାରଣା ସ୍ଥଳ ପହଞ୍ଚି ଗ୍ରାମବାସୀ ଓ

ଥାନାରେ ଏତଲା ଦେଲେ ବିଧାୟକଙ୍କ ପ୍ରେମିକା

ଜଗତସିଂହପୁର ସଦର ଥାନାରେ ବିଧାୟକଙ୍କ ନାଁରେ ଏତଲା ଦିଆଯାଇଛି । ବିଧାୟକଙ୍କ ପ୍ରେମିକା ସୋମାଲିକା ଏତଲା ଦେଇଛନ୍ତି । ଶୁକ୍ରବାର ରେଜିଷ୍ଟ୍ରି କାର୍ଯ୍ୟାଳୟକୁ ବିବାହ କରିବାକୁ କହି ବିଧାୟକ ଆସି ନଥିବା ସୋମାଲିକା ଅଭିଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ, ଗତ ମାସ ୧୭ତାରିଖରେ ବିଜୟ ଶଙ୍କର

ଭିଜିଲାନ୍ସ ଜାଲରେ ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସ

ସରକାରୀ ବାସଭବନ ସମେତ ୫ଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉ । ତେବେ ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବିଡ଼ିଓ ଅଶ୍ୱିନୀ କୁମାର ଦାସଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ କଟକ ଡିଭିଜନର ୫ ଜଣିଆ ଟିମ ଆଜି ଭୋର ସମୟରେ ଜଳେଶ୍ଵର ବିଡ଼ିଓଙ୍କ ସରକାରୀ ବାସଭବନରେ ଚଢ଼ାଉ କରିଛନ୍ତି।

ମାଆଙ୍କ ଶହେତମ ଜନ୍ମଦିନ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେଦ୍ର ମୋଦୀ

ଗୁଜୁରାଟ ଗସ୍ତ କରି ନିଜ ଘରକୁ ଯାଇ ମାଆଙ୍କ ଶହେତମ ଜନ୍ମଦିନ ପାଳନ କରିଛନ୍ତି । ମୋଦୀ ଗାନ୍ଧୀନଗର ପହଁଚି ନିଜ ମାଆଙ୍କ ଆଶୀର୍ବାଦ ନେଇଛନ୍ତି ଓ ତାଙ୍କର ପୂଜା ମଧ୍ୟ କରିଛନ୍ତି । ସେ ହୀରାବେନଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିବା ସହ ଉପହାରରେ ଏକ ଶାଲ୍ ମଧ୍ୟ ପ୍ରଦାନ କରିଛନ୍ତି । ଏହି

ଏମିତି ଏକ ଗାଁ ଯେଉଁଠି ସମସ୍ତଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା

ମହଲ ପରି ଘର, ଘର ଆଗରେ ଦାମୀ କାର, ଫାଇଭଷ୍ଟାର ହୋଟେଲ, ଏବଂ ହେଲିକପ୍ଟରରେ ବୁଲିବା ଏହା କୌଣସି ବଡ ସହରର ଦୃଶ୍ୟ ନୁହେଁ ବରଂ ଏକ ଗାଁର ଦୃଶ୍ୟ । ଏ ଗାଁ ଆମ ଦେଶରେ ନୁହେଁ ବରଂ ପଡୋଶୀ ଦେଶ ଚୀନରେ ।ଏହା ହେଉଛି ଚୀନ୍ ଜିଆଙ୍ଗସୁ ପ୍ରଦେଶର ଉଆଙ୍ଗଜି ଗାଁ । ଏହି ଗାଁ ସବୁବେଳେ ଚର୍ଚ୍ଚାରେ

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଛୁରାମାଡ କଲା ସ୍ୱାମୀ

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଛୁରାମାଡ କଲା ସ୍ୱାମୀ। ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ମହିଳା। ଗତ ୧୩ ତାରିଖ ଦିନ ହେମ ନିଜ ଗାଁ ଜଣେ ପିଲାଙ୍କ ସହିତ ଭିଡିଓ କଲରେ କଥା ହେଉଥିଲେ। ତାହା ଦେଖିବା ପରେ ସେ ପିଲା ସହିତ ହେମଙ୍କର ଅନୈତିକ ସଂପର୍କ ଥିବା ସନ୍ଦେହ କରିଥିଲେ