ରାଜ୍ୟ ତଥା ଦେଶ ବାହାର ଚିଡ଼ିଆଖାନାରୁ ବହୁ ପଶୁପକ୍ଷୀ ଆସିବେ ନନ୍ଦନକାନନ
ଏବର୍ଷ ଶେଷ ସୁଦ୍ଧା ରାଜ୍ୟ ତଥା ଦେଶ ବାହାର ଚିଡ଼ିଆଖାନାରୁ ବହୁ ପଶୁପକ୍ଷୀ ନନ୍ଦନକାନନ ଆସିବେ । ଏଭଳି ବନ୍ୟଜନ୍ତୁଙ୍କୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ ଉପ ନିର୍ଦ୍ଦେଶକ ସଞ୍ଜୀତ କୁମାର।
ତାଙ୍କ କହିବା ଅନୁଯାୟୀ, ଦୁବାଇରୁ ଭୁବନେଶ୍ବର ଆସିବ ଆଫ୍ରିକାନ ଧଳା!-->!-->!-->…
