ଆସନ୍ତା ୩ ଦିନରେ ଓଡ଼ିଶାକୁ ଛୁଇଁବ ମୌସୁମୀ
ଆସନ୍ତା ୩ ଦିନରେ ଓଡ଼ିଶାର ଅଧିକାଂଶ ଅଂଚଳକୁ ଛୁଇଁବ ମୌସୁମୀ । ମୌସୁମୀର ଉତ୍ତର ସୀମା ଏବେ ଓଡ଼ିଶାର ଭବାନୀପାଟଣାକୁ ଛୁଇଁଛି । ଆସନ୍ତା ୩ ଦିନରେ ମୌସୁମୀ ଆହୁରି ଅଗ୍ରଗତି କରି ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ଼ର ଆଉ କିଛି ଅଂଶ, ବିଦର୍ଭ ଓ ଆନ୍ଧ୍ରପ୍ରଦେଶର ଅବଶିଷ୍ଟ ଅଂଶକୁ ଛୁଇଁବାର!-->…
