ଦ୍ୱିତୀୟ ଥର ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା
ଅନୁଷ୍କା ଶର୍ମା ଓ ବିରାଟ କୋହଲି ଦେଶର ଲୋକପ୍ରିୟ ପତିି-ପତ୍ନୀ । ଏହି ଦୁଇଜଣ ସର୍ବଦା ସୋସିଆଲ ମିଡିଆରେ ବ୍ୟସ୍ତ ଥାଆନ୍ତି । ନିକଟରେ ଉଭୟେ ମାଲଡିଭସରେ ଛୁଟି କଟାଇ ଫେରିଛନ୍ତି । ସେଠାରୁ ସେ ସିଧା ମୁମ୍ବାଇର ଏକ ହସପିଟାଲକୁ ଯାଇଥିବା ଦେଖାଯାଇଛନ୍ତି ।
ଯେମିତି ଏହି ଭିଡିଓ ସୋସିଆଲ!-->!-->!-->…
