Odia News Portal
Yearly Archives

2022

ନବ ନିର୍ବାଚିତ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା

ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ବିକ୍ରମ କେଶରୀ ଆରୁଖ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖଙ୍କୁ

ହରିଣ ମାଂସ ଜବତ,ତିନି ଗିରଫ

ଡାଳିଯୋଡା ବନ ବିଭାଗ ଦ୍ଵାରା ୩ ଜଣ ଶୀକାରୀ କୁ ଗିରଫ କରାଯାଇଛି। ଘଟଣାରୁ ପ୍ରକାଶ ଯେ ଗତ କାଲି ନଳିଦା ପ୍ରଥମିକ ସଂରକ୍ଷିତ ଜଙ୍ଗଲ ଭିତରେ ଶିକାର ହଉଥିବା ଖବର ପାଇ ଡାଳିଯୋଡା ବନାଅଞ୍ଚଳର ଅଧିକାରୀ ଅଭିରାମ ଜେନା କାଯ୍ୟୀନୁଷନ ପାଇଁ ବୈରୀ ବନପାଳ ମାଣିକ ମୁଣ୍ଡା ଓ ଚଣ୍ଡିଖୋଲ ବନପାଳ

୨୦୨୫ ସୁଦ୍ଧା ଶିଶୁ ଶ୍ରମ ମୁକ୍ତ ରାଜ୍ୟ ହେବାକୁ ଯାଉଛି ଓଡ଼ିଶା: ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ

୨୦୨୫ ସୁଦ୍ଧା ଶିଶୁ ଶ୍ରମ ମୁକ୍ତ ରାଜ୍ୟ ହେବାକୁ ଯାଉଛି ଓଡ଼ିଶା । ଏ ନେଇ ସବୁ କ୍ଷେତ୍ରରେ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ କହିଛନ୍ତି। ତେବେ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ଶିଶୁ ଶ୍ରମ ଉଚ୍ଛେଦ

ବାଚସ୍ପତି ନିର୍ବାଚନ: ନିଃଦ୍ଵନ୍ଦରେ ନିର୍ବାଚିତ ହେବେ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

ଆଜି ବାଚସ୍ପତି ନିର୍ବାଚନ । ତେବେ ବାଚସ୍ପତି ନିର୍ବାଚନ ନେଇ ପ୍ରଥୀ ପତ୍ର ଦାଖଲ ଶେଷ ହୋଇଥିବା ବେଳେ, ଆଜି ଅନୁଷ୍ଠିତ ହେବ ନିର୍ବାଚନ । କେବଳ ଶାସକ ଦଳ ପକ୍ଷରୁ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଫଳରେ ସେ ବାଚସ୍ପତି ହେବା ଏକ

ମିସେସ୍ ୟୁନିଭର୍ସ କାନଡା ଟାଇଟେଲ ପାଇଛନ୍ତି ଓଡିଆ ଝିଅ ମିତାଲି

ଜୟପୁର: ମିସେସ୍ ୟୁନିଭର୍ସ କାନାଡା ୨୦୨୧ ଟାଇଟେଲ ପାଇଛନ୍ତି ଓଡିଆ ଝିଅ ମିତାଲି। ନିଜର ସୌନ୍ଦର୍ୟ୍ୟ ପାଇଁ ସେ କାନାଡାରେ ଓଡିଶାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। କୋରାପୁଟ ଜିଲ୍ଲା ଜୟପୁର ସହରର ଝିଅ ମିତାଲି ପଣ୍ଡା ଗୌରବ ଆଣିଥିବା ନେଇ ତାଙ୍କୁ ବହୁ ଅଞ୍ଚଳରୁ ଶୁଭେଚ୍ଛାର

ସୋଆ କୁଳପତି ଅଶୋକ ମହାପାତ୍ରଙ୍କୁ ସି.ଭି.ରମଣ ବିଜ୍ଞାନ ରତ୍ନ ସମ୍ମାନ

ଭୁବନେଶ୍ୱର, ୧୧/୦୬: ବିଜ୍ଞାନ କ୍ଷେତ୍ରରେ ଉକ୍ରର୍ଷତା ନିମନ୍ତେ ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କୁ ସି.ଭି. ରମଣ ବିଜ୍ଞାନ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି ।ସି.ଭି ରମଣ ଆୱାର୍ଡ

ଖରାଛୁଟି ପରେ ନୂଆ ଶିକ୍ଷାବର୍ଷ

ଖରାଛୁଟି ପରେ ନୂଆ ଶିକ୍ଷାବର୍ଷ । ଖରାଛୁଟି ପରେ କିପରି ସ୍କୁଲରେ ପାଠ ପଢ଼ା ହେବ ସେନେଇ ଓସେପା ପକ୍ଷରୁ ଜାରି ହୋଇଛି ନିୟମାବଳୀ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା ଚିଠି ଲେଖିଛନ୍ତି ।

ବଡ଼ ପରଦାରେ ଦେଖିବାକୁ ମିଳିବ କ୍ୟାଟ୍ରିନା କୈଫ୍ ଓ ସଲମାନ ଖାନ୍‌ଙ୍କ ଯୋଡ଼ି

ବଡ଼ ପରଦାରେ ଦେଖିବାକୁ ମିଳିବ କ୍ୟାଟ୍ରିନା କୈଫ୍ ଓ ସଲମାନ ଖାନ୍‌ଙ୍କ ଯୋଡ଼ି। ଏହି ଦୁଇ ସୁପରଷ୍ଟାରଙ୍କ ମୋଷ୍ଟଆୱେଟେଡ୍ ଫିଲ୍ମ ଟାଇଗର୍-୩କୁ ନେଇ ଜୋର୍ ଧରିଛି ଚର୍ଚ୍ଚା। ଫିଲ୍ମରେ କ୍ୟାଟ୍ରିନାଙ୍କ ଆକ୍ସନ୍ ମୁଡ୍ ଦେଖିବାକୁ ମିଳିବ। ୟଶ୍ ରାଜ୍ ଫିଲ୍ମ ଦ୍ଵାରା ସେୟାର ହୋଇଥିବା ଏକ ଛୋଟ

ମଣିଷଙ୍କ ଭଳି ହେବ ରୋବୋଟ ର ଫିଙ୍ଗର

ସାଇନ୍ସର ଦୁନିଆ ଖୁବ୍‌ ଜୋରରେ ପ୍ରଗତି କରୁଛି । ଏହାସହ ହିଁ ରୋବୋଟ୍ସ ସହ ଜଡ଼ିତ ଟେକ୍ନୋଲଜିରେ ମଧ୍ୟ ପ୍ରମୁଖ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଏହି କ୍ରମରେ ଏବେ ବୈଜ୍ଞାନିକମାନେ ଏକ ଏମିତି ରୋବୋଟିକ୍‌ ଫିଙ୍ଗର ତିଆରି କରିଛନ୍ତି ,ଯାହାର ସ୍କିନ୍‌ ମଣିଷ ଭଳି । କେବଳ ଏତିକି ନୁହେଁ ,

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହୋତ୍ସବ

ଆଜି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିବାହ ଉତ୍ସଵ |ଆଜି ମଧ୍ୟ ରୁକ୍ମଣୀ ହରଣ ଏକାଦଶୀ | ସେଥିପାଇଁ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଶେଷ ନୀତି ସଂପାଦନ କରାଯାଇଛି | ସକାଳଧୂପ ପୂଜା ବସିବା ସମୟରେ ଦକ୍ଷିଣୀ ଘରେ ମହାପ୍ରଭୁଙ୍କ ମଦନମୋହନଙ୍କ ବେଶ ହୋଇଥିଲା | ପରେ ମଦନ ମୋହନ ରତ୍ନ ସିଂହାସନକୁ