ଓକିଲ ଆନ୍ଦୋଳନକୁ ନେଇ ଡିଜିପିଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା:ନେଲେ ବଡ ନିଷ୍ପତ୍ତି
ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଜୋର ଧରିଛି ଓକିଲ ସଂଗଠନର ପ୍ରତିବାଦ ଏବଂ ଧାରଣା । ଯାହାକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ପୋଲିସ ଡିଜି ଏବଂ ଆଇଜିଙ୍କ ଉପରେ କୋର୍ଟ ଅସନ୍ତୋଷ ଏବଂ କ୍ଷୁବ୍ଧ ପ୍ରକାଶ କରିଛନ୍ତି । ଏହି ଆନ୍ଦୋଳନକୁ ପ୍ରତିହତ କରିବାରେ!-->…