Odia News Portal
Yearly Archives

2022

ରଜରେ ଓଡିଶା ଛୁଇଁବ ମୌସୁମୀ

ରଜରେ ଓଡିଶା ଛୁଇଁବ ମୌସୁମୀ । ୪ରୁ ୫ ଦିନ ଭିତରେ ଓଡିଶା ଛୁଇଁବ ମୌସୁମୀ ବାୟୁ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁବା ନେଇ ପାଗ ଅନୁକୂଳ ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ପୂର୍ବରୁ ଆକଳନ କରାଯାଇଥିଲା କି ୧୦ରୁ ୧୨ ତାରିଖ ଭିତରେ

ନ୍ୟାସନାଲ ହେରାଲ୍ଡ ମାମଲାରେ ପୁଣିଥରେ ସୋନିଆ ଗାନ୍ଧୀଙ୍କୁ ସମନ ଜାରି କଲା ଇଡି

ନ୍ୟାସନାଲ ହେରାଲ୍ଡ ମାମଲାରେ ପୁଣିଥରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଇଡି ସମନ ଜାରି କରିଛି । ଅଧିକାରୀମାନେ କହିଛନ୍ତି ଯେ ନୂଆ ସମନରେ ନିର୍ଦ୍ଦେଶାଳୟ ତାଙ୍କୁ ଜୁନ୍ ୨୩ରେ ହାଜର ହେବାକୁ କହିଛନ୍ତି । ସେପଟେ ପୂର୍ବରୁ ୭୫ ବର୍ଷିୟ ସୋନିଆ ଗାନ୍ଧୀଙ୍କୁ ଜୁନ୍ ୮ ରେ ହାଜର ହେବାକୁ

ହାଓଡ଼ା ହିଂସାକାଣ୍ଡକୁ ନେଇ ବିଜେପିକୁ ତୀବ୍ର ସମାଲୋଚନା କଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ହାଓଡ଼ାରେ ହିଂସାକାଣ୍ଡ ଘଟଣାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଜେପିକୁ ତୀବ୍ର ସମାଲୋଚନା କରିବା ସହ ପଚାରିଛନ୍ତି, ‘ବିଜେପିର ପାପ’ ପାଇଁ ଲୋକେ କାହିଁକି ଭୋଗିବେ। ଉଲ୍ଲେଖଯୋଗ୍ୟ, ପ୍ରଫେଟ୍‌ ମହମ୍ମଦ୍‌ଙ୍କ ଉପରେ ନିଲମ୍ବିତା

ବାରବାଟୀ ଫାଇଟ: ଷ୍ଟାଡିୟମକୁ ପାଣି ବୋତଲ ଓ ବାହାର ଖାଦ୍ୟ ନେବା ମନା

ଜମିନ ବାରବାଟୀ ଷ୍ଟାଡିୟମ୍ । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଖେଳାହେବ ଟି-୨୦ ମ୍ୟାଚ । ଏହାକୁ ନେଇ ଓଡ଼ିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ତେବେ ଷ୍ଟାଡିୟମକୁ ପାଣି ବୋତଲ ଓ ବାହାର ଖାଦ୍ୟକୁ ମନା କରାଯାଇଛି। କେବଳ ସେତିକି ନୁହେଁ ମ୍ୟାଚ୍‌

ବାରବାଟୀ ଟି-୨୦ ଫାଇଟ: ମ୍ୟାଚ୍‌କୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆସନ୍ତାକାଲି କଟକ ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ୍‌ । ଏନେଇ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଁଚିଛି । ଉଭୟ ଦଳର ଖେଳାଳି ମାନେ ଭୁବନେଶ୍ଵରରେ ପହଂଚି ସାରିଛନ୍ତି । ତେବେ ଏହି ମ୍ୟାଚ୍ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ମୁଖ୍ୟମନ୍ତ୍ରୀ ଘଣ୍ଟି ବଜାଇ ମ୍ୟାଚ

କର୍ଣ୍ଣାଟକରେ ଲାଗୁ ହେଲା କୋଭିଡ୍ କଟକଣା

ଦେଶରେ ଏବେ ବଢୁଛି କରୋନାର ଦୈନିକ ସଂକ୍ରମିତଙ୍କ ସଂଖ୍ୟା | ସଂକ୍ରମଣ ହାର ଏବେ ଉପରମୁହାଁ ରହିଛି | ବଢୁଥିବା ସଂକ୍ରମଣକୁ ଦେଖି ଦୃଷ୍ଟିରେ ରଖି ରାଜ୍ୟରେ ପୁଣିଥରେ ଲାଗୁ ହେଲା କୋଭିଡ କଟକଣା | କର୍ଣ୍ଣାଟକ ସରକାର ଶୁକ୍ରବାର ରାଜ୍ୟରେ କୋଭିଡ୍ କଟକଣା ଲାଗୁ କରିଛନ୍ତି। ଫଳରେ

ଘରୋଇ ବସରେ ଲାଗିଗଲା ନିଆଁ

ଏକ ଘରୋଇ ବସରେ ଲାଗିଗଲା ନିଆଁ | କାଞ୍ଜିପାଣି ଥାନା ଅନ୍ତର୍ଗତ ଘାଟିରେ ଏହି ଅଘଟଣ ଘଟିଛି । ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିବା ବେଳେ, ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ଯାଇଛି ବସ । ତେବେ ଭାଗ୍ୟବଶତଃ ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।

ନୟାଗଡ଼ରେ ବ୍ରିଜ୍ ତଳକୁ ଖସି ଜଳିଗଲା ପେଟ୍ରୋଲ୍ ଟ୍ୟାଙ୍କର: ଚାଲିଗଲା ୩ ଜଣଙ୍କ ଜୀବନ

ନୟାଗଡ଼ ଇଟାମାଟି ଥାନା ସାନପଣ୍ଡୁସର ନିକଟରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା | ବ୍ରିଜ୍ ତଳକୁ ଖସି ଜଳି ଯାଇଛି ଏକ ପେଟ୍ରୋଲ୍ ଟ୍ୟାଙ୍କର । ଫଳରେ ଏହି ଭୟଙ୍କର ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗାଡି ଭିତରେ ଫସି ରହିଥିବା ଅନୁମାନ କରାଯାଉଛି । ସମସ୍ତ ମୃତାହାତ

ବାରବାଟୀ ଫାଇଟ: ଦର୍ଶକଙ୍କ ଯିବା ଆସିବା ପାଇଁ ଗଡିବ ସ୍ୱତନ୍ତ୍ର ମୋ ବସ୍

ବାରବାଟୀ ଟି-୨୦ ମ୍ୟାଚକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଦୁଇ ଦଳର ସମସ୍ତ ଖେଳାଳି ଭୁବନେଶ୍ବରରେ ଅହଞ୍ଚିଯାଇଥିବ ବେଳେ ଯାହାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ଆଉ ୪୮ ଘଣ୍ଟା ପରେ ଦର୍ଶକଙ୍କ କୋଳାହୋଳରେ କମ୍ଫିବ ବାରବାଟୀ ଷ୍ଟାଡିୟମ ।

ଚାକିରିରୁ ବହିଷ୍କୃତ ହେଲେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା

ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ମାନସୀ ଜେନାଙ୍କୁ ବହିଷ୍କାର କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଲାଞ୍ଚ ନେବା ମାମଲାରେ ଗିରଫ ହୋଇ ମାନସୀ ଜେନା ଏବେ ଜେଲରେ ଅଛନ୍ତି । ସେ ଗତ ମାସ ୧୨ ତାରିଖରେ ଜଣେ ସହଯୋଗୀଙ୍କ ଜରିଆରେ ୧୦ ଲକ୍ଷ ଟଙ୍କା