ଜୁଲାଇ ୨ରୁ ବିଧାନସଭାର ମୌସୁମୀ ଅଧିବେଶନ
ଜୁଲାଇ ୨ରୁ ବିଧାନସଭାର ମୌସୁମୀ ଅଧିବେଶନ । ଏହା ଅଗଷ୍ଟ ୪ ତାରିଖ ଯାଏ ଚାଲିବ। ମୌସୁମୀ ଅଧିବେଶନରେ ମୋଟ ୨୪ କାର୍ୟ୍ୟଦିବସ ରହିଛି । ଅଧିବେଶନର ଆରମ୍ଭ ଅର୍ଥାତ ପ୍ରଥମ ଦିନ ଜୁଲାଇ ୨ରେ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ। ମୌସୁମୀ ଅଧିବେଶନ ପାଇଁ କଡ଼ା!-->…
