ସ୍ତ୍ରୀ’ର ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୋଗରେ ସ୍ୱାମୀ ଗିରଫ
ରାଜଧାନୀରେ ପତ୍ନୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ କରି ସ୍ୱାମୀ ଗିରଫ । ସୋସିଆଲ ମିଡିଆରେ ପତ୍ନୀଙ୍କ ଅଶ୍ଳୀଳ ଫଟୋ ପୋଷ୍ଟ କରି ଭାଇରାଲ୍ କରିବା ଅଭିଯୋଗରେ ଗତକାଲି ଭୁବନେଶ୍ଵର ସାଇବର ଥାନା ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି । ପୋଲିସ ସୂଚନା ଅନୁସାରେ, ସରୋଜଙ୍କ ସ୍ତ୍ରୀ ମଞ୍ଚେଶ୍ଵର!-->…
