Odia News Portal
Yearly Archives

2022

୩ ଦିନ ଛଟପଟ କରିବ ଗୁଳୁଗୁଳି

୩ ଦିନ ଛଟପଟ କରିବ ଗୁଳୁଗୁଳି । ବଢିବ ଦିନ ତାପମାତ୍ରା । ୩ଦିନରେ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ଦିନ ତାପମାତ୍ରା । ରାଜ୍ୟରେ ଅନେକ ସ୍ଥାନରେ ୨ରୁ ୩ ଡିଗ୍ରୀ ଯାଏ ତାତି ବଢିବା ସମ୍ଭାବନା ଅଛି । ବିଶେଷକରି ଉପକୂଳ ଓଡିଶାରେ କିଛି ଅଞ୍ଚଳରେ ଗୁଳୁଗୁଳି ସମ୍ଭାବନା ରହିଥିବା ସୂଚନା ଦେଇଛି…

ଦୀର୍ଘ ୪ ବର୍ଷ ଧରି ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିବା କମିଶନରେଟ ପୁଲିସର ଜଣେ କନଷ୍ଟେବଲ ଗିରଫ

ରକ୍ଷକ ସାଜିଲା ଭକ୍ଷକ। ସୁରକ୍ଷା ଯୋଗାଉଥିବା ରକ୍ଷକ ଭକ୍ଷକ ସାଜିଲା | ଦୀର୍ଘ ୪ ବର୍ଷ ଧରି ଜଣେ ନାବାଳିକାଙ୍କୁ କ୍ରମାଗତ ଭାବେ ଯୌନ ନିର୍ଯାତନା ଦେଉଥିଲା | କମିଶନରେଟ ପୁଲିସର ଜଣେ କନଷ୍ଟେବଲ | ତେବେ ଶେଷରେ ଗିରଫ ହୋଇଛି କନ୍ଷ୍ଟେବଳ । ମହିଳା ଥାନାରେ ଏନେଇ ମାମଲା ରୁଜୁ ହୋଇଥିଲା। ମହିଳା…

ଆରପାରିରେ ଓଡ଼ିଆ ଇଣ୍ଡଷ୍ଟ୍ରୀର ଆଉ ଜଣେ ଜଣାଶୁଣା ଅଭିନେତା

ଆରପାରିରେ ଓଡ଼ିଆ ଇଣ୍ଡଷ୍ଟ୍ରୀର ଆଉ ଜଣେ ଜଣାଶୁଣା ଅଭିନେତା | ନିଜର ବଳିଷ୍ଠ ଅଭିନୟ ଓ ଗମ୍ଭୀର ସ୍ୱରରେ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଥିବା ବିରାଜ ଦାସଙ୍କ ପରଲୋକ | ୬୩ ବର୍ଷ ବୟସରେ ଆଖି ବୁଜିଛନ୍ତି ବିରାଜ ଦାସ । ଦୀର୍ଘଦିନ ହେବ କର୍କଟ ରୋଗ ସହ ସଂଘର୍ଷ କରି ଶେଷରେ ସେ…

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ଜୁନ୍‌ ୨ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ରାଜ୍ୟସଭାରୁ ସୁବାସ ସିଂଙ୍କ ଇସ୍ତଫା ପରେ ଏହି ଆସନରେ ଉପନିର୍ବାଚନ ହେଉଛି । ଆଜିଠାରୁ ଜୁନ୍‌ ୨ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହୋଇପାରିବ । ଆବଶ୍ୟକ ପଡ଼ିଲେ ୧୩ ଜୁନ୍‌ରେ ଭୋଟ । ୩ ଜୁନ୍‌ରେ ନାମାଙ୍କନପତ୍ର ଯାଞ୍ଚ ଓ ୬ ଜୁନ୍‌…

ଭୁଲରେ ବି ପର୍ସରେ ରଖନ୍ତୁ ନାହିଁ ଏହି ଜିନିଷ

ବାସ୍ତୁ ଶାସ୍ତ୍ରରେ ବହୁତ ଗୁଡ଼ିଏ ଜିନିଷକୁ ବ୍ୟବହାର ବେଳେ ବାରଣ କରାଯାଇଛି । ଯାହାକି ଆମ ଦୈନନ୍ଦିନ ଜୀବନରେ ଖରାପ ପ୍ରଭାବ ପକାଇଥାଏ । ଏହା ଆମର ଆର୍ଥିକ ଦିଗ ପ୍ରତି ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ଅଧିକାଂଶ ସମୟରେ ଦେଖାଯାଇଛି ଯେ ଲୋକେ ପର୍ସରେ ଟଙ୍କା ବ୍ୟତୀତ ଅନେକ କିଛି ରଖିଥାନ୍ତି ।…

ଆଗକୁ ଆକ୍ସନ ଫିଲ୍ମର ନିର୍ଦ୍ଦେଶନା ଦେବେ କରଣ ଜୋହର, ଜନ୍ମଦିନରେ କଲେ ଖୁଲାସା

ବଲିଉଡ ଇଣ୍ଡଷ୍ଟ୍ରିର ଜଣାଶୁଣା ଫିଲ୍ମମେକର, ଡ଼ାଇରେକ୍ଟର,ଆକ୍ଟର ତଥା ଲେଖକ କରଣ ଜୋହର ନିଜ ୫୦ତମ ଜନ୍ମ ଦିନ ଆଜି ଅର୍ଥାତ ମେ ୨୫ ତାରିଖରେ ପାଳନ କରିଛନ୍ତି । ଆଉ ଆଜିର ଦିନରେ କରଣ ଜୋହର ଏକ ବିଶେଷ ପାର୍ଟିର ମଧ୍ୟ ଆୟୋଜନ କରିଛନ୍ତି । ଯେଉଁଥିରେ ଇଣ୍ଡଷ୍ଟ୍ରିର ଜଣାଶୁଣା ସେଲିବ୍ରିଟି ମାନେ…

ରାଜଧାନୀରେ ପୁଣି ବୁଲିଲା ଖଣ୍ଡା,ବଡ଼ ଭାଇକୁ ଗୋଡେଇ ଗୋଡେଇ ହାଣିଲା ସାନ ଭାଇ

ଓଲ୍ଡଟାଉନ ଅଞ୍ଚଳ ପୁଣି ବୁଲିଲା ଖଣ୍ଡା। ଦିନ ଦ୍ୱିପହରରେ ଭାଇକୁ ଭାଇର ଆକ୍ରମଣ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ପୋଲିସ ଉପସ୍ଥିତିରେ ବଡ଼ ଭାଇକୁ ଗୋଡେଇ ଗୋଡେଇ ହାଣିଲା ସାନ ଭାଇ। ଏନେଇ ଥାନାରେ ଏତଲା ହୋଇଛି । ଘଟଣାରେ ପୋଲିସ ମାଡ଼ ଖାଇ…

ଏଚଏଫଏମଡି ରୋଗ ନେଇ ସ୍ୱାସ୍ଥ୍ୟ ବିଭାଗ ସତର୍କ

ରାଜ୍ୟରେ ୨୬ ଜଣ ହ୍ୟାଣ୍ଡ, ଫୁଟ୍, ମାଉଥ୍ ବା ଏଚଏଫଏମଡି ରୋଗୀ ଚିହ୍ନଟ ହେବା ପରେ ସତର୍କ ହୋଇଛି ସ୍ୱାସ୍ଥ୍ୟ ବିଭାଗ । କଟକ, ଖୋର୍ଦ୍ଧା, ପୁରୀ ଓ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ଆରଏମ୍ଆରସିକୁ ସଂଦିଗ୍ଧଙ୍କ ନମୁନାର ଫଳାଫଳ ଓ…

ସ୍କୁଲରେ ଗୁଳିକାଣ୍ଡ,୧୯ ଛାତ୍ର ମୃତ

ଆମେରିକା ଟେକ୍ସାସରେ ଏକ ପ୍ରାଇମେରୀ ସ୍କୁଲରେ ଗୁଳିକାଣ୍ଡ । ଜଣେ ୧୮ ବର୍ଷର ଯୁବକ ହଠାତ ସ୍କୁଲ ଭିତରକୁ ବନ୍ଧୁକ ଧରି ପ୍ରବେଶ କରି ଗୁଳି ଚଳାଇଥିଲା । ଏଥିରେ ୧୯ ଜଣଙ୍କ ଛାତ୍ରଙ୍କ ସହ ୨୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ଦୁଇ ଜଣ ସ୍କୁଲ ଶିକ୍ଷକ ଅଛନ୍ତି । ଆମେରିକା ଟେକ୍ସାସର ଗଭର୍ଣ୍ଣର…

ବିକାଶ ନାମରେ ତପସ୍ଥଳୀକୁ ଭୋଗସ୍ଥଳୀ କରିବା ଉଚିତ ନୁହେଁ: ଜଗତଗୁର ଶଙ୍କରାଚାର୍ଯ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସାରା ରାଜ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଗତକାଲି ସବୁ ବର୍ଗର ଲୋକଙ୍କ ସହ ଆଲୋଚନା ପରେ ଆଜି ନିଜର ସ୍ପଷ୍ଟ ମତ ରଖିଛନ୍ତି ଜଗତଗୁରୁ ଶଙ୍କରାଚାର‌୍ୟ୍ୟ। ସେ କହିଛନ୍ତି ଯେ ‘ପୁରୀରେ ବିକାଶ…