Odia News Portal
Yearly Archives

2022

ପ୍ରତ୍ୟେକ ଦିନ ଖାଆନ୍ତୁ ଏହି ଖାଦ୍ୟ, ଓଜନ ହ୍ରାସ କରିବା ସହିତ ସ୍ୱାସ୍ଥ୍ୟ ରଖିବ ଠିକ୍

ମଣିଷ ନିଜ ଦୈନନ୍ଦିନ ଜୀବନରେ ଅନେକ ପ୍ରକାର ଖାଦ୍ୟ ଖାଉଛି। କିନ୍ତୁ ଖାଦ୍ୟ ଖାଇବା ସମୟରେ ଧ୍ୟାନ ଦେବାକୁ ପଡ଼ିବ ଯେ ଆପଣ କେଉଁପରି ଖାଦ୍ୟ ଖାଉଛନ୍ତି। ଯାହା ଆପଣଙ୍କ ଶରୀର ପାଇଁ ଠିକ୍ ସେହି ଖାଦ୍ୟ ଖାଇବା ଉଚିତ୍। ନଚେତ୍ ଆପଣ ଅସୁବିଧାର ସାମ୍ନା କରି ପାରନ୍ତି। ତେବେ ଶରୀରକୁ ଅନେକ ପ୍ରକାର

ମାଲାପୁରମଠାରେ ସ୍ଥଳଭାଗ ଅତିକ୍ରମ କରିବ ‘ମେଣ୍ଡୋସ୍’

ଭାରତୀୟ ପାଣିପାଗ ବିଭାଗ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ମେଣ୍ଡୋସ୍ ଘୂର୍ଣ୍ଣିଝଡ଼ ପାଇଁ ଆଜିଠାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ବାତ୍ୟା ସତର୍କତା ଜାରି କରିଛି । ଏହି ଘୂର୍ଣ୍ଣିଝଡ଼ ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର

ରାଜଧାନୀରେ ମଶା କରୁଛନ୍ତି ଉତ୍ପାତ

ରାଜଧାନୀରେ ବିଭିନ୍ନ ସ୍ଥାନରେ ବଢି ଚାଲିଛି ଏହି ମଶା ମାନଙ୍କର ପ୍ରାର୍ଦୁଭାବ । ଏହି ଲିଷ୍ଟରେ ସବୁଠୁ ଆଗରେ ରାଜଧାନୀର ବଡ଼ଗଡ଼ ଅଞ୍ଚଳ। ଏହି ଅଞ୍ଚଳ ବାସୀଙ୍କୁ ଏମିତି କଲବଲ କରୁଛନ୍ତି ମଶା, ନା ଟିକେ ଶାନ୍ତିରେ ଲୋକେ ଶୋଇ ପାରୁଛନ୍ତି ନା ଉଠି ବସି ପାରୁଛନ୍ତି। ସଂଧ୍ୟା ହେଉ ହେଉ ଏଠାକାର

ନିଲମ୍ବିତ ହେଲେ ସିନ୍ଧେକେଲା ଆଇଆଇସି

ସିନ୍ଧେକେଲା ଥାନା ଅଧିକାରୀଙ୍କୁ ନିଲମ୍ବନ କଲେ ପୋଲିସ ମହାନିର୍ଦ୍ଦେଶକ । ଗତ ୪ ତାରିଖରେ ୨୫ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଥିଲେ ସିନ୍ଧେକେଲା ଥାନା ଅଧିକାରୀ ଆଲୋକ ବେହେରା । ଆଜି ତାଙ୍କୁ ଡିଜିପି ନିଲମ୍ବନ କରିଥିବା ନେଇ ପୁଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି

ବିଜୟ ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ ଭେଟ ହେବେ ବର୍ଷା

ପଦ୍ମପୁର ଉପନିର୍ବାଚନରେ ବିଜେଡିର ରେକର୍ଡ ବିଜୟ । ୪୨ ହଜାର ୬୭୯ ଭୋଟ୍‌ ମାର୍ଜିନରେ ଜିତିଛନ୍ତି ବର୍ଷା ସିଂ ବରିହା । ପଦ୍ମପୁରବାସୀ ବାପାଙ୍କଠାରୁ ତାଙ୍କୁ ଅଧିକ ଆଶୀର୍ବାଦ କରିଛନ୍ତି । ବିଜୟ ପରେ ଆଜି ଭୁବନେଶ୍ୱର ଆସୁଛନ୍ତି ବର୍ଷା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ।

କିଏ ହେବ ହିମାଚଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପରେ ରାଜ୍ୟରେ କଂଗ୍ରେସ ସରକାର ଗଢ଼ିବା ସ୍ପଷ୍ଟ ହୋଇଛି । କଂଗ୍ରେସ ୬୮ ରୁ ୪୦ଟି ଆସନ ଜିତି ବହୁମତ ହାସଲ କରିଥିବା ବେଳେ ବିଜେପି ୨୫ ଟି ଆସନରେ ସୀମିତ ରହିଛି । ସ୍ୱାଧୀନ ପ୍ରାର୍ଥୀଙ୍କୁ ଆଉ ୩ଟି ଆସନ ଯାଇଛି ।

ବିବାହ ଉତ୍ସବରେ ସିଲିଣ୍ଡର ବିସ୍ଫୋରଣ, ୪ ଜୀବନ୍ତ ଦଗ୍ଧ

ରାଜସ୍ଥାନର ଯୋଧପୁରର ବିବାହ ଉତ୍ସବରେ ସିଲିଣ୍ଡର ଫାଟି ୪ ଜଣଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣାରେ ୫୫ ଜଣ ଆହତ ହୋଇଛନ୍ତି । ଗୋଟିଏ କି ଦୁଇଟି ନୁହେଁ ବରଂ ଚାରିଟି ସିଲିଣ୍ଡର ବିସ୍ଫୋରଣ ହୋଇଥିବା କୁହାଯାଇଛି । ଗୁରୁବାର ସନ୍ଧ୍ୟାରେ ଯୋଧପୁରର ଶେରଗଡ ଅଞ୍ଚଳରେ

ପଦ୍ମପୁର ଉପନିର୍ଵାଚନ: ବିଜେଡିର ବିଜୟ

ପଦ୍ମପୁରରେ ବିଜେଡିର ବୃହତ ବିଜୟ। ପଦ୍ମପୁର ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ ବର୍ଷା ସିଂହ ବରିହା ପ୍ରାୟ ୪୨ ହଜାରରୁ ଉର୍ଦ୍ଧ୍ବ ଭୋଟ୍‌ରେ ବିଜୟ ହାସଲ କରିଛନ୍ତି। ଗତ ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ନେଇ ମତଦାନ ହୋଇଥିବା ବେଳେ ଆଜି ଭୋଟ ଗଣତି କରାଯାଉଥିଲା। ପ୍ରଥମେ ପୋଷ୍ଟାଲ ବାଲାଟରୁ

ହିମାଚଳରେ ​​ପରାଜୟ ସ୍ବୀକାର କଲା ବିଜେପି

ହିମାଚଳ ପ୍ରଦେଶରେ ​​ପରାଜୟ ସ୍ବୀକାର କରିଛି ବିଜେପି । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଜନାଦେଶକୁ ଗ୍ରହଣ କରିବା ସହ ବିଜୟ ପାଇଁ କଂଗ୍ରେସକୁ ଅଭିନନ୍ଦନ ଜଣାଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ଦେବାକୁ ଯାଇଛନ୍ତି ବୋଲି କହିଛନ୍ତି ଜୟରାମ ଠାକୁର । ସେ କହିଛନ୍ତି ଯେ ମୁଁ

ଗୁଜୁରାଟ: ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ ଭୁପେନ୍ଦ୍ର ପଟେଲ, ଡିସେମ୍ବର ୧୨ରେ ଶପଥ

ଗୁଜୁରାଟ ବିଧାନସଭା ନିର୍ବାଚନ ଫଳାଫଳ ପ୍ରାୟତଃ ସ୍ପଷ୍ଟ ହୋଇସାରିଛି ।‌ ରେକର୍ଡ ୧୫୦ରୁ ଊର୍ଦ୍ଧ୍ବ ଆସନ ସହ ବିଜେପି ସପ୍ତମ ଥର ରାଜ୍ୟରେ ସରକାର ଗଢ଼ିବ । ଡିସେମ୍ବର ୧୨ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଭୁପେନ୍ଦ୍ରଭାଇ ପଟେଲ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ ବୋଲି ବିଜେପି ରାଜ୍ୟ