କର୍ଲାପଡାରେ ଓଲଟିଲା ଗ୍ୟାସ ଟ୍ୟାଙ୍କର, ଯାତାୟତ ପ୍ରଭାବିତ
କଳାହାଣ୍ଡି ଜିଲ୍ଲା କର୍ଲାପଡାରେ ଏକ ଗ୍ୟାସ ଟ୍ୟାଙ୍କର ଓଲଟି ପଡିଛି । ଜାତୀୟ ରାଜପଥ ୧୬ରେ ଗ୍ୟାସ ଟ୍ୟାଙ୍କରଟି ଓଲଟି ପଡିଛି । ଏଥିରେ ପ୍ରବଳ ଗ୍ୟାସ ନିର୍ଗତ ହେଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଛି । ଭବାନୀପାଟଣାରୁ ରାୟପୁର ଯାଉଥିଲା ବେଳେ ଟ୍ୟାଙ୍କରଟି ଓଲଟି ପଡିଥିଲା ।!-->…