ମାନସ ସ୍ଵାଇଁ ହତ୍ୟା ମାମଲା : ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ କାର୍ ଜବତ
ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ଵାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ୱେବ୍ ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ କାର୍ ଭୁବନେଶ୍ଵରରୁ ଜବତ। ଏୟାରଫିଲ୍ଡ ଥାନା ଅଞ୍ଚଳରେ ଥିବା ଶର୍ମିଷ୍ଠାଙ୍କ ଅଫିସ ପାର୍କିଂରୁ ଏହି କାର୍କୁ ଠାବ କରିଛି ପୋଲିସ । ହେଲେ ଏବେବି ଫେରାର୍!-->…
