Odia News Portal
Yearly Archives

2022

କୋର୍ଟ ପରିସରରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ବ୍ରହ୍ମପୁର କୋର୍ଟ ପରିସରରେ ଏକ ଅଘଟଣକୁ ଏଡ଼ାଇ ଦେଇଛି ପୁଲିସ। ଜଣେ ମହିଳା ଶୁକ୍ରବାର ପୂର୍ବାହ୍ନରେ ଏସଡିଜେଏମ୍ କୋର୍ଟ ପରିସରରେ ନିଜ ଦେହରେ କିରାସିନି ପକାଇ ଆତ୍ମାହୁତି ଉଦ୍ୟମ କରିଥିଲେ। ରେଗିଡ଼ି ଅଞ୍ଚଳର ମହିଳା ଜଣକ କେଉଁ କାରଣରୁ ଏସଡିଜେଏମ୍ କୋର୍ଟକୁ ଆସିଥିଲେ ଓ କାହିଁକି ଏଭଳି

ମୁଁ କଥା ନୁହେଁ, କାମରେ ବିଶ୍ୱାସ କରେ: ନବୀନ

ପ୍ରଚାର ବେଳେ ମୁଁ କଥା ନୁହେଁ କାମରେ ବିଶ୍ୱାସ କରେ ବୋଲି କହିଲେ ନବୀନ । ଗରିବ ଲୋକଙ୍କ ହକ୍ ପାଇଁ ମୁଁ ଲଢୁଛି କହିଲେ ମୁଖ୍ୟମନ୍ତ୍ରୀ । କେନ୍ଦୁପତ୍ର ତୋଳାଳିଙ୍କ ହକ୍ ପାଇଁ, ଚାଷୀଙ୍କ ଉନ୍ନତି ପାଇଁ କାମ କରୁଛୁ । ମା ମାନଙ୍କ ଉନ୍ନତି ପାଇଁ ଓଡ଼ିଶା ସବୁଠାରୁ ଭଲ କାମ କରୁଛି । ମା’

ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ ଆତଙ୍କବାଦୀ ହରପ୍ରୀତ ସିଂ ଗିରଫ

ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲାର ଯାଞ୍ଚ କରୁଥିବା ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ)କୁ ମିଳିଛି ବଡ଼ ସଫଳତା । ଏହି ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ହରପ୍ରୀତ ସିଂ ଓରଫ୍ ହାପି ମାଲେସିଆକୁ ଏନଆଇଏ ଗିରଫ କରିଛି। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ

ଚାଷୀ ପ୍ରସଙ୍ଗକୁ ନେଇ ଗୃହରେ ହୋହାଲ୍ଲା : ୧୧:୩୦ ଯାଏଁ ଗୃହ ମୁଲତବୀ

ବିଧାନସଭା ଅଧିବେଶନ ଆରମ୍ଭରୁ ଗୃହରେ ହୋହଲ୍ଲା ଓ ହଙ୍ଗାମା । ପ୍ରଶ୍ନକାଳ ଚାଲିଥିବା ସମୟରେ ଚାଷୀ ପ୍ରସଙ୍ଗ ଘେରିଥିଲେ ବିରୋଧୀ । ଗୃହରେ ହଟ୍ଟଗୋଳ କରିଥିଲେ ବିରୋଧୀ । ଗୃହର ମଧ୍ୟଭାଗରେ ଆସି ନାରାବାଜି କରିଥିଲେ ବିଜେପି ସଦସ୍ୟ । ଏପରିକି ବାଚସ୍ପତିଙ୍କ ପୋଡିୟମ ଆଗରେ ଆସି ବିରୋଧ

ଆଜି ପଦମପୁର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଆଜି ପଦମପୁର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପଦମପୁର ଯାଇ ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିବେ ନବୀନ । ୩ଟି ସ୍ଥାନରେ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ଏଥିପାଇଁ ସକାଳ ୧୦ଟାରୁ ନବୀନ ନିବାସରୁ ବାହାରିବେ ମୁଖ୍ୟମନ୍ତ୍ରୀ ।

ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ଝରଣା ଦାସଙ୍କ ଶେଷକୃତ୍ୟ, ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ଚଳଚ୍ଚିତ୍ର ଜଗତର ସ୍ୱନାମଧନ୍ୟ ଅଭିନେତ୍ରୀ ଝରଣା ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ଝରଣା ଦାସଙ୍କୁ ଜଣେ ଯଶସ୍ବୀ କଳାକାର ଭାବରେ ବର୍ଣ୍ଣନା କରିଛନ୍ତି ।ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ

ଆରପାରିରେ ବିଶିଷ୍ଟ ଅଭିନେତ୍ରୀ ଝରଣା ଦାସ

ବିଶିଷ୍ଟ ଅଭିନେତ୍ରୀ ଝରଣା ଦାସଙ୍କ ଦେହାନ୍ତ । ୮୨ ବର୍ଷ ବୟସରେ କଟକ ସ୍ଥିତ ବାସଭବନରେ ଦେହତ୍ୟାଗ କରିଥିବା ସୂଚନା ମିଳିଛି । ସେ ହେଉଛନ୍ତି ଓଲିଉଡ଼ ଜଗତର ଜଣେ ଜଣାଶୁଣା ଚେହେରା । ତାଙ୍କ ମୃତ୍ୟୁରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । କଟକର ଚାନ୍ଦିନି ଚୌକର ଏକ

୨’ଡିସେମ୍ଵରରେ ବିବାହର ଘୋଷଣା କରିବେ କିଆରା

ବଲିଉଡର ଚୁଲବୁଲି ଅଭିନେତ୍ରୀ କିଆରା ଆଡଭାନୀ। ସେ ସବୁବେଳେ ତାଙ୍କ ଚଳଚ୍ଚିତ୍ର ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ଲାଇମ୍ ଲାଇଟ୍ରେ ରହିଥାନ୍ତି। କିଆରାଙ୍କ ନାମ ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଜଡିତ। ଉଭୟ ଶୀଘ୍ର ବିବାହ କରିବେ ବୋଲି ଦାବି କରାଯାଇଛି। କିନ୍ତୁ ଏହି ସମୟରେ

ଖୁବ ଶୀଘ୍ର ଓଡିଶା ହେବ ଟ୍ରିଲିୟନ ଡଲାର ଅର୍ଥନୀତି : ମୁଖ୍ୟମନ୍ତ୍ରୀ

ବିକାଶ ଆମର ଲକ୍ଷ୍ୟ । ଶିଳ୍ପାୟନକୁ ଆମର ସର୍ବାଧିକ ଫୋକସ । ଖୁବଶୀଘ୍ର ଓଡ଼ିଶା ଟ୍ରିଲିୟନ ଡଲାର ଅର୍ଥନୀତି ହେବ । ଓଡ଼ିଶା ହିଁ ହେବ ଦକ୍ଷିଣ ପୂର୍ବ ଏସିଆ ଓ ପୂର୍ବ ଭାରତ ବିକାଶର ମୁଖଶାଳା । ଏପରି କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଓଡ଼ିଶା ଗଢିବାକୁ ରାଜ୍ୟରେ ଅଧିକରୁ ଅଧିକ ପୁଞ୍ଜି

କଟକରେ କମୁଛି ଏଡସ ରୋଗୀଙ୍କ ସଂଖ୍ୟା

କଟକରେ କମୁଛି ଏଡ଼ସ ରୋଗୀଙ୍କ ସଂଖ୍ୟା। ଜିଲାରେ ପାଖାପାଖି ଶହେ ଜଣ ରୋଗୀ ଏବେ ଚିକିତ୍ସାଧୀନ ରହିଛନ୍ତି, ଯାହା ବେଶ ସନ୍ତୋଷଜନକ। କାରଣ ଜିଲାରେ ସଚେତନତା ଦିଗକୁ ବେଶ ମଜଭୁତ କରାଯାଇଛି। ଜିଲ୍ଲା ଓ ସହରରେ ଏଚଆଇଭି ସମ୍ବନ୍ଧୀୟ ସଚେତନତା ଯୋଗୁ ବର୍ତ୍ତମାନ କଟକ ଅନ୍ୟ ଜିଲା ମାନଙ୍କ ପଛରେ