ମଣିଷ ପାଇଁ ଆସିବ ୬ଷ୍ଠ ପ୍ରଳୟ, ବଢ଼ିବ ଉତ୍ତାପ, କମିବ ଅକ୍ସିଜେନ
କୁହାଯାଉଛି ଯେ ଶେଷ ବିପର୍ଯ୍ୟୟ ପ୍ରାୟ ୬୫ ନିୟୁତ ବର୍ଷ ପୂର୍ବେ ଆସିଥିଲା, ଯେତେବେଳେ ଡାଇନୋସରମାନେ ପୃଥିବୀରୁ ବିନାଶ ହୋଇଯାଇଥିଲେ। ଏହାକୁ ୫ମ ସାମୁହିକ ବିନାଶ କୁହାଯାଏ । ତେବେ ପୁଣି ୬ଷ୍ଠ ପ୍ରଳୟ ଆସିବ ବୋଲି ବୈଜ୍ଞାନିକମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଏହାଦ୍ୱାରା ମଣିଷ ସମେତ ଅନେକ!-->…