ବ୍ରହ୍ମପୁର କୋର୍ଟର ଏସଡିଜେଏମଙ୍କୁ ହତ୍ୟା ଉଦ୍ୟମ
ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଅଭାବନୀୟ ଘଟଣା। ଏସଡିଜେଏମ ପ୍ରଜ୍ଞା ପାରମିତା ପ୍ରତିହାରୀଙ୍କୁ ଛୁରୀ ଦେଖାଇ ଡାଏସ ଉପରକୁ ଚଢିଯାଇଥିଲେ ଜଣେ ଯୁବକ। ତାଙ୍କୁ କାବୁ କରିଥିଲେ ଉପସ୍ଥିତ ଓକିଲ ଓ ଲୋକେ । ଶୁଣାଣି ଚାଲିଥିବାବେଳେ ଏଭଳି ଘଟଣା ଘଟିଛି । ସଂପୃକ୍ତ ଯୁବକଙ୍କୁ ବୈଦ୍ୟନାଥପୁର ଥାନାରେ!-->…