Odia News Portal
Yearly Archives

2022

ପଞ୍ଜାବ ନିର୍ବାଚନ ପାଇଁ ୮୬ ପାର୍ଥୀଙ୍କ ତାଲିକା ଘୋଷଣା କଲା କଂଗ୍ରେସ

ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆଜି କଂଗ୍ରେସ ନିଜର ୮୬ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଚାମକୌର ସାହିବରୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଏବଂ ଅମୃତସର ପୂର୍ବରୁ ନବଜୋତ ସିଂ ସିଦ୍ଧୁ ନିର୍ବାଚନ ଲଢ଼ିବେ। ସୋନୁ ସୁଦଙ୍କ ଭଉଣୀ

ଏମସର ଓପିଡି ବିଭାଗ ବନ୍ଦ

କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଭିନ୍ନ ଓପିଡିକୁ ବନ୍ଦ କରିଛି ଭୁବନେଶ୍ବର ଏମସ । ଆସନ୍ତା ୧୭ ଜାନୁଆରୀରୁ ଏହି ସେବା ବନ୍ଦ ରହିବ । ତେବେ ଅଳ୍ପ କେତେକ ବିଭାଗ ର ସେବା ଜାରି ରହିବ। ଡେ କେୟାର ସର୍ଭିସ, ରେଡିଓ ଥେରାପି, ଡାୟାଲିସିସ, ଟ୍ରମା ଓ ଏମର୍ଜେନସି, ଲାଇଭ-ସେଭିଂ ସର୍ଜରୀ,

ରାଜ୍ୟରୁ ଆଉ ୩୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଓଡିଶାରେ ପୁଣି ବୃଦ୍ଧି ପାଇଲା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଓଡିଶାରୁ ଆଉ ୩୨ ଓମିକ୍ରନ୍ ପଜିଟିଭ୍ ଚିହ୍ନଟ ହେବା ସହ ରାଜ୍ୟରେ ମୋଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୨୦୨କୁ ବୃଦ୍ଧି ପାଇଛି । ଏନେଇ ଆଇଏଲଏସ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି ।

ନେତାଜୀଙ୍କ ଜନ୍ମଦିନରୁ ଆରମ୍ଭ ହେବ ସାଧାରଣତନ୍ତ୍ର ଦିବସ

ଜାନୁଆରୀ ୨୬ ତାରିଖରେ ଦେଶରେ ଗଣତନ୍ତ୍ର ଦିବସ ପାଳନ କରାଯାଇଥାଏ । କିନ୍ତୁ ଏଣିକି ଜାନୁଆରୀ ୨୩ରୁ ଆରମ୍ଭ ହେବ ସାଧାରଣତନ୍ତ୍ର ଦିବସ ସମାରୋହ । ମହାନ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିବସରୁ ଏହି ସମାରୋହ ପର୍ବ ଆରମ୍ଭ ହେବ । ପୂର୍ବରୁ ଏହି ଉତ୍ସବ ଜାନୁଆରୀ ୨୪ ତାରିଖରୁ

୧୦୭ ପୈାରାଧ୍ୟକ୍ଷ ପାଇଁ ସଂରକ୍ଷଣ ତାଲିକା

ପଞ୍ଚାୟତ ପରେ ଏବେ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ୧୦୭ଟି ପୌର ପରିଷଦ ଅଧ୍ୟକ୍ଷ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଚିଠା ସଂରକ୍ଷଣ ତାଲିକା ପ୍ରକାଶ କରିଛି ନଗର ଉନ୍ନୟନ ବିଭାଗ । ଏହାକୁ ନେଇ ଯଦି କୌଣସି ଆପତ୍ତି ଅଭିଯୋଗ ଥିବ ତେବେ ଜଣାଇବା ପାଇଁ କୁହାଯାଇଛି

ଦେଶରେ ୨୪ ଘଣ୍ଟାରେ ୨ ଲକ୍ଷ ୬୮ ହଜାର କରୋନା ଆକ୍ରାନ୍ତ ଚିହ୍ନଟ

ସାରା ଦେଶରେ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି କୋଭିଡ ସଂକ୍ରମଣ । ପ୍ରତିଦିନ କରୋନା କେସ୍ ବୃଦ୍ଧି ପାଉଛି । ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୬୮ ହଜାର ୮୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶରେ ୪୦୨ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲିଠାରୁ ଆଜି ୪

ଦିଲ୍ଲୀରେ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ

ଦିଲ୍ଲୀରେ ଓମିକ୍ରନର ଆରମ୍ଭ ହୋଇଯାଇଛି ବୋଲି ସୂଚନା ମିଳିଛି । ଗୋଷ୍ଠୀ ସଙ୍କ୍ରମଣକୁ ନେଇ ମିଳିଲା କ୍ଲିନିକାଲ ପ୍ରମାଣ । ଦିଲ୍ଲୀ ଆଇଏଲବିଏସ କ୍ଲିନିକାଲ ଭାଇରୋଲୋଜି ବିଭାଗର ସୂଚନା ।

ଉତ୍ତରପ୍ରଦେଶ ପାଇଁ ପାର୍ଥୀ ଘୋଷଣା

ୟୁପି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଗୋରଖପୁରରୁ ପ୍ରାର୍ଥୀ ହୋଇ ଲଢିବେ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଥମ ପର୍ୟ୍ୟାୟରେ ୧୦୭ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ଦ୍ୱିତୀୟ ପର୍ୟ୍ୟାୟରେ ୩୮ ଜଣଙ୍କର ନାଁ ପ୍ରକାଶ କରାଯାଇଛି । ସିରାଥୁରୁ ଲଢିବେ ଉପମୁଖ୍ୟମନ୍ତ୍ରୀ କେଶବ

ସେନା ଦିବସରେ ସହିଦ ହେଲେ ଓଡିଆ ଯବାନ

ଗଜପତି: ଜାମ୍ମୁ-କାଶ୍ମୀରରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ସଶସ୍ତ୍ର ସୀମା ବଳ ବୀରପୁର ତାଲିମ କେନ୍ଦ୍ରରେ ଟ୍ରେନିଂ ବେଳେ ବିଦ୍ୟୁତ୍ ସଂଯୋଗରେ ଆସି ୩ ଯବାନ ସହିଦ ହୋଇଛନ୍ତି । ମୃତ ଯବାନଙ୍କ ମଧ୍ୟରେ ଗଜପତି ଜିଲ୍ଲା ରାୟଗଡ ବ୍ଲକର କୁରୁଗୁବା ଗାଁର ପର୍ଶୁରାମ ଶବରଙ୍କ ମୃତ୍ୟୁ ହୋଇଛି

ଲକ୍ଷଣ ନଥିଲେ କରନ୍ତୁ ନାହିଁ କୋଭିଡ ଟେଷ୍ଟ

ଲକ୍ଷଣ ନଥିଲେ କରୋନା ଟେଷ୍ଟିଂ କରନ୍ତୁ ନାହିଁ । ପଜିଟିଭ୍ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଯଦି ଆପଣଙ୍କ ପାଖରେ ଲକ୍ଷଣ ନାହିଁ ତେବେ ଟେଷ୍ଟିଂ କରିବା ଆବଶ୍ୟକ ନାହିଁ । କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍ ଅନୁସାରେ ବୃଦ୍ଧ ବ୍ୟକ୍ତିଙ୍କ ମଧ୍ୟରେ ଲକ୍ଷଣ କମ୍ ଥିଲେ ଆଇସୋଲେସନରେ