କୋରୋନା ନେଇ ଚିନ୍ତିତ ହେବା ଆବଶ୍ୟକ ନାହିଁ: ସ୍ୱାସ୍ଥ୍ୟ ସଚିବ
ରାଜ୍ୟରେ ୯୦ ପ୍ରତିଶତରୁ ଅଧିକ ଲୋକ ଦୁଇଟି ଡୋଜ୍ ଟିକା ନେଇ ସାରିଛନ୍ତି । କୋରୋନା ନେଇ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ। ଆଜି ପ୍ରେସମିଟରେ ସ୍ବାସ୍ଥ୍ୟ ସଚିବକହିଛନ୍ତି ଯେ, ଭାରତରେ ଏବେ ଶହେରୁ ୨ ଶହ ଭିତରେ କୋରୋନା!-->…