ଇଡିରେ ହାଜର ହେଲେ ଅକ୍ଷୟ ପରିଜା
ଇଡି ଅଫିସରେ ହାଜର ହେଲେ ପ୍ରଯୋଜକ ଅକ୍ଷୟ ପରିଜା । ବ୍ଲାକମେଲିଂ , ହନିଟ୍ରାପ ଓ ଅର୍ଥ କାରବାର ମାମଲାରେ ହାଜର । ପୂର୍ବରୁ ଥରେ ନୋଟିସ ହୋଇଥିଲା , ଅସୁସ୍ଥତା ଦର୍ଶାଇ ଆସି ନ ଥିଲେ । ବିଭିନ୍ନ ଟଙ୍କା ନେଣଦେଣକୁ ନେଇ ପଚରାଉଚରା କରିବ । ବିଭିନ୍ନ ଦିଗକୁ ନେଇ ପ୍ରଶ୍ନ କରିବ ଇଡି । ଅର୍ଚ୍ଚନା!-->…