Odia News Portal
Yearly Archives

2022

ଇଣ୍ଡୋନେସିଆରେ‌ ଭୟାବହ ଭୂକମ୍ପ, ୪୪ ମୃତ, ୩୦୦ ଆହତ

ଇଣ୍ଡୋନେସିଆରେ‌ ପୁଣି ଭୟାବହ ଭୂକମ୍ପ । ଭୂକମ୍ପ ଯୋଗୁଁ ସୋମବାର ଇଣ୍ଡୋନେସିଆରେ ଅତି କମରେ ୪୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୬ ଆକଳନ କରାଯାଇଛି । ଭୂକମ୍ପ ଯୋଗୁଁ ପଶ୍ଚିମ ଜାଭା ପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି

ଉତ୍ତର ପ୍ରଦେଶରେ ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ମାମଲା, ପ୍ରେମିକାକୁ ହତ୍ୟା କରିବା ପରେ ୬ ଖଣ୍ଡ କଲା ଯୁବକ

ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ଉତ୍ତର ପ୍ରଦେଶର ଆଜମଗଡରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଜଣେ ଯୁବକ ତାର ପ୍ରେମିକାଙ୍କୁ ହତ୍ୟା କରି ମୃତଦେହକୁ ଛଅ ଖଣ୍ଡ କରି କାଟି କୂଅରେ ଫିଙ୍ଗି ଦେଇଛି | ପ୍ରେମିକା ଅନ୍ୟତ୍ର ବିବାହ କରିବାରୁ ଯୁବକ ଜଣକ ଏଭଳି

୮ ଟ୍ରେନ୍ ବାତିଲ

ହାୱଡା- ଭୁବନେଶ୍ୱର ଜନ ଶତାଦ୍ଦୀ ଏକ୍ସପ୍ରେସ ବାତିଲ ।ହାୱଡା-ପୁରୀ ଶତାଦ୍ଦୀ ଏକ୍ସପ୍ରେସ ବାତିଲ ।ସାଲିମାର-ପୁରୀ ଓ ପୁରୀ-ସାଲିମାର ଏକ୍ସପ୍ରେସ ବାତିଲସାଲିମାର-ହାଇଦ୍ରାବାଦ ଏକ୍ସପ୍ରେସ ବାତିଲକଟକ-ଭଦ୍ରକ-କଟକ ପାସେଞ୍ଜର ସ୍ପେଶାଲ ବାତିଲଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର

ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା

ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା । ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ଶୀତ । ଆଭ୍ୟନ୍ତରୀଣ ଓଡ଼ିଶାରେ ଶୁଷ୍କ ଥଣ୍ଡା ବାୟୁ ପ୍ରଭାବରେ ତଳ ମୁହାଁ ପାରଦ । ୧୩ ଡିଗ୍ରୀ ତଳେ ୧୨ ସହରର ତାପମାତ୍ରା । ଗତ ୨୪ ଘଣ୍ଟାରେ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଓ କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ସବୁଠାରୁ କମ୍

ଟ୍ରେନ୍ ଦୁର୍ଘଟଣା:ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ଜାରି କଲା ରେଳବାଇ

ଯାଜପୁର ଜିଲ୍ଲା କୋରାଇ ରେଳ ଷ୍ଟେସନରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବା ପରେ ପ୍ଲାଟଫର୍ମ ଟିକେଟ୍‌ କାଉଣ୍ଟର ଉପରକୁ ମାଡ଼ିଯାଇଛି । ପ୍ଲାଟଫର୍ମରେ ଟ୍ରେନକୁ ଅପେକ୍ଷା କରିଥିବା କିଛି ଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା ଟ୍ରେନ୍ । ଫଳରେ ୩ ଜଣଙ୍କର ମୃତ୍ୟୁ

ମାଲବାହୀ ଟ୍ରେନ୍‌ ଦୁର୍ଘଟଣା:ରେଳବାଇ ପକ୍ଷରୁ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

ମାଲବାହୀ ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି। ସମସ୍ତ ୩ ଜଣ ମୃତକ ମହିଳା। ମୃତକଙ୍କ ପରିବାରକୁ ରେଳବାଇ ପକ୍ଷରୁ ମିଳିବ ୫ ଲକ୍ଷ ଟଙ୍କା। ରେଲେଓ୍ଵ ପକ୍ଷରୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା ହୋଇଛି। ଗୁରୁତର ଆହତଙ୍କୁ ମିଳିବ ଏକ ଲକ୍ଷ ଟଙ୍କାର ସହାୟତା। ସାମାନ୍ୟ

କୋରେଇ ଟ୍ରେନ ଦୁର୍ଘଟଣା :ବାତିଲ ହେଲା ୮ଟ୍ରେନ,୫ଟି ଟ୍ରେନକୁ ଆଂଶିକ ବାତିଲ

କୋରେଇ ଟ୍ରେନ ଦୁର୍ଘଟଣା ପରେ ବାତିଲ ହେଲା୮ ଟ୍ରେନ । ସୂଚନାମୁତାବକ ବର୍ତ୍ତମାନ ୮ ଟି ଟେନକୁ ବାତିଲ କରାଯାଇଛି । ଏହା ସହିତ ୫ଟି ଟ୍ରେନକୁ ଆଂଶିକ ଭାବେ ବାତିଲ କରାଯାଇଛି । ଏକ୍ସପ୍ରେସ ସହ ପ୍ୟାସେଞ୍ଜର ଟ୍ରେନ ମଧ୍ୟ ବାତିଲ କରାଯାଇଛି । ଏହା ସହିତ ୧୨ଟି ଟ୍ରେନର ମାର୍ଗ ପରିବର୍ତ୍ତନ

ଟ୍ରେନ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଯାଜପୁର କୋରାଇ ରେଳ ଷ୍ଟେସନରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା । ପ୍ଲାଟଫର୍ମ ଉପରକୁ ମାଡ଼ି ଗଲା ୮ରୁ ଅଧିକ ବଗି। ଏହି ଭୟଙ୍କର ଦୁର୍ଘଟଣାରେ ୩ ଜଣ ପ୍ରାଣହରାଇଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଏହି ଘଟଣାରେ ଦୁଃଖ ପ୍ରକାଶ କରଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାଣ

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତୀଙ୍କ ଚିଠି

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତୀଙ୍କ ଚିଠି । ଓଡ଼ିଶାର ସବୁ ରେଳ ଷ୍ଟେସନକୁ ଗୋଟିଏ ଜୋନ୍ ଅଧୀନରେ ରଖିବାକୁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଖବର ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ପତ୍ର ଲେଖି ରାଉରକେଲା ରେ ନୂତନ ରେଳ

ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ , ସିଂହଦ୍ଵାର ଥାନାରେ ଏତଲା

ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନରେ ବିଜେ ଶ୍ରୀଜଗନ୍ନାଥଙ୍କ ଫଟୋ ଭାଇରାଲ୍ ଘଟଣା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏ ନେଇ ଥାନାରେ ଏତଲା ଦିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନ ସିଂହଦ୍ୱାର ଥାନାରେ ଏତଲା ଦେଇଛି । ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭି.ଏସ.ଚନ୍ଦ୍ର ଶେଖର ରାଓ ଏହି ଏତଲା