Odia News Portal
Yearly Archives

2022

ଭାରତକୁ ମିଳିଲା ଜି-୨୦ ଅଧ୍ୟକ୍ଷତା

ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ବୁଧବାର ଆନୁଷ୍ଠାନିକ ଭାବେ ଜି-୨୦ ଅଧ୍ୟକ୍ଷତା ଭାରତକୁ ହସ୍ତାନ୍ତର କରିଛନ୍ତି। ଆସନ୍ତା ବର୍ଷ ଭାରତରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଜି-୨୦ ଶିଖର ବୈଠକର ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତକୁ

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା କ୍ରିୟାନୁଷ୍ଠାନ କମିଟି

ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା କ୍ରିୟାନୁଷ୍ଠାନ କମିଟି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ପଦ୍ମପୁରକୁ ଜିଲା ଘୋଷଣା କରିବା ପାଇଁ ଦାବି କରିଛନ୍ତି। ପଦ୍ମପୁର ଉପ ଜିଲ୍ଲାପାଳଙ୍କ

ପ୍ରଥମାଷ୍ଟମୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଆଜି ହେଉଛି ପବିତ୍ର ପ୍ରଥମାଷ୍ଟମୀ । ଏହି ଅବସରରେ ପରିବାରର ଜ୍ୟେଷ୍ଠ ସନ୍ତାନମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ପ୍ରତ୍ୟେକଟି ଜୀବନ ସୁଖ ଓ ମଙ୍ଗଳମୟ ହେଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଜାତୀୟ ପ୍ରେସ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଆଜି ଜାତୀୟ ପ୍ରେସ ଦିବସ । ଏହି ଅବସରରେ ସାମ୍ବାଦିକ ଓ ଗଣମାଧ୍ୟମ କର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ସମୃଦ୍ଧ ଗଣତନ୍ତ୍ର ଓ ସମାଜ ପାଇଁ ନିର୍ଭୀକ, ସ୍ୱାଧୀନ ପ୍ରେସ ଦୃଢ଼ ଭିତ୍ତି ସଦୃଶ ହୋଇଥାଏ । ବିନା ପକ୍ଷପାତରେ ସତ୍ୟ ଓ ସୂଚନାର ପ୍ରସାର ପାଇଁ

କ୍ୟାପିଟାଲ ହସ୍ପିଟାଲରେ ୫-ଟି ସଚିବ, ସ୍ବାସ୍ଥ୍ୟ ଭିତ୍ତିଭୂମିର କଲେ ସମୀକ୍ଷା

କ୍ୟାପିଟାଲ ହସ୍ପିଟାଲରେ ୫-ଟି ସଚିବ ଭିକେ ପଣ୍ଡିଆନ୍ । ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶର ସମୀକ୍ଷା କରିଛନ୍ତି ୫-ଟି ସଚିବ । ଟ୍ରମାକେୟାର, ପିଜି ଗ୍ରାଜୁଏଟ୍, ମେଡିକାଲ କଲେଜ, ସର୍ଜରୀ ବ୍ଲକ, ଜୁନିଅର ହଷ୍ଟେଲ ସହ ବରିଷ୍ଠ ଡାକ୍ତରଙ୍କ କ୍ବାର୍ଟର ଭିତ୍ତିଭୂମିର ବିକାଶ କାମ କେତେ ବାଟ

ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ମିଳିଲା ଜାମିନ

ଠକ ସୁକେଶ ଚନ୍ଦ୍ରଶେଖର ସହ ଜଡ଼ିତ ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଦୁଇ ଲକ୍ଷ ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ ମିଳିଛି । ଏହି ୩୮ ବର୍ଷୀୟା ଅଭିନେତ୍ରୀଙ୍କୁ ଜାମିନର

ଆଉ ଦିନଟିଏ ବଢିଲା ବାଲିଯାତ୍ରା

ବଢିଲା ବାଲିଯାତ୍ରା ଅବଧି । ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି । ଆସନ୍ତାକାଲି ଶେଷ ହୋଇଥାନ୍ତା କଟକ ଐତିହାସିକ ବାଲିଯାତ୍ରା । କିନ୍ତୁ ଦର୍ଶକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ବାଲିଯାତ୍ରାକୁ ଆଉ ଗୋଟେ ଦିନ ବୃଦ୍ଧି କରାଯାଇଛି । ଏବେ ୧୭ ତାରିଖରେ ଶେଷ ହେବ ବାଲିଯାତ୍ରା । ଏ ନେଇ

ପଦ୍ମପୁର ପାଇଁ ପ୍ରାର୍ଥୀ ପ୍ରସ୍ତୁତ

ପଦ୍ମପୁର ପାଇଁ ପ୍ରାର୍ଥୀ ପ୍ରସ୍ତୁତ । ପଦ୍ମପୁର ମଇଦାନ ପ୍ରସ୍ତୁତ । ପ୍ରାର୍ଥୀ ବି ତୟାର । ବିଜେଡିର ବର୍ଷା ସିଂ ବରିହା, ବିଜେପିର ପ୍ରଦୀପ ପୁରୋହିତ, କଂଗ୍ରେସର ସତ୍ୟ ଭୂଷଣ ସାହୁ । ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ତଥା ବିଜେଡି

୬ ହେକ୍ଟର ବେଆଇନ୍‌ ଗଞ୍ଜେଇ ଚାଷ ନଷ୍ଟ; ୨ ଅଭିଯୁକ୍ତ ଗିରଫ

ଜଙ୍ଗଲ ଜମିରେ ବେଆଇନ୍‌ ଗଞ୍ଜେଇ ଚାଷ ଅଭିଯୋଗରେ ୨ ଅଭିଯୁକ୍ତ ଗିରଫ। ବାଙ୍କମୁଣ୍ଡି ସଂରକ୍ଷିତ ଜଙ୍ଗଲରେ ୬ ହେକ୍ଟର ଗଞ୍ଜେଇ ଚାଷକୁ ବୌଦ୍ଧ ବନ ବିଭାଗ ନଷ୍ଟ କରିଛି। ଦୁଇ ଅଭିଯୁକ୍ତଙ୍କ ପରିଚୟ ଅଇନ ରଣା, ଓ ଅନ୍ୟଜଣେ ଅରୁଣ ରଣା। ଅଇନ ଖଣ୍ଡବର ଗାଁର ବାସିନ୍ଦା ହୋଇଥବା ବେଳେ ଅରୁଣ ରେଙ୍ଗାଲିର

ଜି-୨୦ ଶିଖର ସମ୍ମିଳନୀରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିଲେ ମୋଦୀ, ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ…

ଇଣ୍ଡୋନେସିଆର ବାଲିରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀରେ ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନର ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଏହା ହେଉଛି ପ୍ରଥମ ସାକ୍ଷାତ। ମୋଦୀ ମଧ୍ୟ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଓ