Odia News Portal
Yearly Archives

2022

ଖୁସି ଖବର ଦେବେ ବରୁଣ

ପୁଣି ଆଉ ଜଣେ ବଲିଉଡ ସେଲିବ୍ରିଟି ଖୁସି ଖବର ଦେବାକୁ ଯାଉଛନ୍ତି। ରଣବୀର-ଆଲିଆ, ବିପାଶ-କରନ, ସୋନମ-ଆନନ୍ଦଙ୍କ ପରେ ବରୁଣ-ନତାଶା ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି। ଆଉ ଏକଥା ବଲିଉଡର ଦବଙ୍ଗ ଖାନ ସଲମାନ ବିଗ୍‌ବସ୍‌ ୧୬ ସେଟରେ କହିଛନ୍ତି। ବିଗବସ୍‌-୧୬କୁ ବରୁଣ ଏବଂ କ୍ରିତି ଅପକମିଂ

ଓଜନ କମାଇବା ପାଇଁ ପିଅନ୍ତୁ ମୁଗ ଡାଲି ପାଣି

ମୁଗ ଡାଲି ପ୍ରତ୍ୟେକ ଘରେ ତିଆରି ହୋଇଥାଏ । ମୁଗ ଡାଲି ସ୍ୱାସ୍ଥ୍ୟ ପାଇଁ ଏକ ଉତ୍ତମ ଖାଦ୍ୟ, ଯାହା କେବଳ ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରେ ନାହିଁ, ବରଂ ପୁଷ୍ଟିକର ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ଲାଭ ମଧ୍ୟ ଦେଇଥାଏ । ପ୍ରୋଟିନ୍, ମାଙ୍ଗାନିଜ୍, ପୋଟାସିୟମ୍,

ଗଣଶିକ୍ଷା ବିଭାଗ ପକ୍ଷରୁ ଡିଜିଟାଲ ବ୍ୟବସ୍ଥାକୁ ଗୁରୁତ୍ୱ

ରାଜ୍ୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସିବିଏସ୍‌ଇ ଢାଞ୍ଚାକୁ ଅନୁକରଣ କରିଥିବା ବେଳେ ଡିଜିଟାଲ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇଛି । ପରୀକ୍ଷା ପରିଚାଳନା ଏବଂ ଫଳ ପ୍ରକାଶରେ ଡିଜିଟାଇଲେଜେସନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ସିବିଏସ୍‌ଇ ଯେପରି ପେପରଲେସ୍

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ନିଜ ମନ୍ତ୍ରୀ ଅଶାଳୀନ ଟିପ୍ପଣୀ ଦେବା ନେଇ କ୍ଷମା ମାଗିଛନ୍ତି ମମତା…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ନିଜ ମନ୍ତ୍ରୀ ଅଶାଳୀନ ଟିପ୍ପଣୀ ଦେବା ନେଇ କ୍ଷମା ମାଗିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଷ୍ଟ୍ରପତିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ତ୍ରୁଣମୂଳ କଂଗ୍ରେସ ନେତା ଅଖିଲ ଗିରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜୋର

ପ୍ରେମିକାକୁ ହତ୍ୟା କରି ୩୫ ଖଣ୍ଡ କଲା ପ୍ରେମିକ, ୧୮ ଦିନ ଧରି ବିଭିନ୍ନ ସ୍ଥାନରେ ଫିଙ୍ଗିଲା

ପ୍ରଥମେ ପ୍ରେମ, ପରେ ଲିଭ୍ ଇନ୍ ସମ୍ପର୍କ ଓ ଏହା ପରେ ବୀଭତ୍ସ ହତ୍ୟା । ଜଣେ ଯୁବକ ନିଜ ପ୍ରେମିକାକୁ ହତ୍ୟା କରି ମୃତଦେହକୁ ୩୫ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗିବା ଭଳି ଏକ ଲୋମ ଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ନିଜ ୨୬ ବର୍ଷୀୟା ଲିଭ-ଇନ୍ ପାର୍ଟନର ଶ୍ରଦ୍ଧା ୱାକରଙ୍କୁ ହତ୍ୟା କରି

ଆସନ୍ତୁ ଜାଣିବା ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ସହର

ଦୁନିଆରେ ଭରି ରହିଛି ଅନେକ ରହସ୍ୟ। ଯାହାକୁ ଜାଣିନାହାନ୍ତି କିଛି ଲୋକ। ତେବେ ଏମିତି କିଛି ସହର ମଧ୍ୟ ରହିଛି ଯେଉଁଠି ଆପଣ ଗଲେ ଆପଣଙ୍କ ମୃତ୍ତ୍ୟୁ ସୁନିଶ୍ଚିତ। ସେଥିପାଇଁ ଏହାକୁ ଭୟଂକର ସହର ବୋଲି କୁହାଯାଇଥାଏ। ଏହି ସହରଗୁଡିକର ଲୋକମାନେ ଯେକୌଣସି ସମୟରେ ମୃତ୍ୟୁର ସମ୍ମୁଖୀନ ହୋଇପାରନ୍ତି।

ଜି-୨୦ ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାଲି ଗସ୍ତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ତମ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଇଣ୍ଡୋନେସିଆର ବାଲି ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତିନି ଦିନିଆ ବାଲି ଗସ୍ତରେ ରହିବେ। ଏହି ସମ୍ମିଳନୀରେ ବିଶ୍ୱର ବଡ଼ ନେତାମାନେ ଅଂଶଗ୍ରହଣ କରୁଛନ୍ତି | ଏଥିରେ ଭାଗ ନେବାକୁ ଆମେରିକାର

ପଦ୍ମପୁର ଉପନିର୍ବାଚନ : ବର୍ଷା ବରିହା ବିଜେଡି ପ୍ରାର୍ଥୀ

ବର୍ଷାରାଣୀ ବରିହା ହେଲେ ପଦ୍ମପୁର ବିଜେଡି ପ୍ରାର୍ଥୀ । ବର୍ଷାଙ୍କ ନାଁ ଘୋଷଣା କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଦିବଙ୍ଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ଝିଅ ବର୍ଷା ।ଉପନିର୍ବାଚନରେ ବିଜୟ ବରିହାଙ୍କ ପରିବାର ସଦସ୍ୟଙ୍କୁ ଟିକେଟ ଦେବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଜୟ

ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କଲେ ୫ଟି ସଚିବ , ବିକାଶ କାର୍ଯ୍ୟର କଲେ ସମୀକ୍ଷା

ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ୍ । ଆଜି ଭୋର ସାଢେ ୫ଟାରେ ମନ୍ଦିର ପରିଦର୍ଶନ କରି ବିକାଶ ସ୍ଥିତି ସମୀକ୍ଷା କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ୍। ମାଆଙ୍କୁ ଦର୍ଶନ କରିବା ସହ ମନ୍ଦିରର ବିକାଶ ନେଇ ଆଲୋଚନା କରିଛନ୍ତି। ଏହାପରେ ହିଲଟପରେ ଥିବା

ଶିଶୁ ଦିବସ: ପଣ୍ଡିତ ଜବାହାର ଲାଲ୍‌ ନେହେରୁଙ୍କ ଜନ୍ମତିଥୀ

ଆଜିର ଶିଶୁ ହେଉଛନ୍ତି ଆସନ୍ତା କାଲିର ନାଗରିକ। ଦେଶର ଭବିଷତ ହେଉଛନ୍ତି ଆଜିର ଛୋଟ ଶିଶୁ। ଆମ ଦେଶରେ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ଭାବରେ ପାଳନ କରାଯାଏ। କାରଣ ଶିଶୁମାନଙ୍କୁ ଭଲ ପାଉଥିବା ଚାଚା ନେହେରୁଙ୍କ ଏହା ହେଉଛି ଜନ୍ମଦିନ । ସୂଚନା ଥାଉକି, ଆମ ଦେଶର ପ୍ରଥମ