Odia News Portal
Yearly Archives

2022

ମଙ୍ଗଳବାରଠୁ ଭୁବନେଶ୍ୱର ବାଲିଯାତ୍ରା : ମୁତୟନ ହେବେ ୮ରୁ୧୦ ପ୍ଲାଟୁନ ପୋଲିସ ଫୋର୍ସ

ମଙ୍ଗଳବାର ଠାରୁ ଆରମ୍ଭ ହେବ ଭୁବନେଶ୍ୱର ବାଲିଯାତ୍ରା । ଏଥିପାଇଁ ଚୂଡାନ୍ତ ପର୍ଯ୍ୟାୟରେ ସମସ୍ତ ପ୍ରସ୍ତୁତି ସରିଛି । ପଡିଆକୁ ପ୍ରବେଶ ପାଇଁ ୩ଟି ଗେଟର ବ୍ୟବସ୍ଥା କରାଯଇଛି । ପ୍ରାୟ ୫୦୦ ଷ୍ଟଲ ବାଲିଯାତ୍ରାରେ ପଡିବ । ଏହା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଦୁଇଟି ଷ୍ଟେଜର ମଧ୍ୟ

ମୋର୍ବି ଝୁଲାପୋଲ ଭୁଶୁଡ଼ିବା ମାମଲାରେ ଗୁଜରାଟ ହାଇକୋର୍ଟଙ୍କ ହସ୍ତକ୍ଷେପ

ମୋର୍ବି ଝୁଲାପୋଲ ଭୁଶୁଡ଼ିବା ମାମଲାରେ ହସ୍ତକ୍ଷେପ କରିଛନ୍ତି ଗୁଜୁରାଟ ହାଇକୋର୍ଟ । କୋର୍ଟ ଏହି ମାମଲାରେ ଗୃହ ବିଭାଗ, ନଗର ଉନ୍ନୟନ ବିଭାଗ, ମୋର୍ବି ମ୍ୟୁନିସିପାଲିଟି, ରାଜ୍ୟ ମାନବ ଅଧିକାର ଆୟୋଗଙ୍କ ସମେତ ଗୁଜରାଟ ସରକାରଙ୍କ ଅଧିକାରୀମାନଙ୍କୁ ନୋଟିସ ଜାରି କରିଛନ୍ତି । ଏକ ସପ୍ତାହ

ହବିଶ୍ୟାଳି ଙ୍କୁ ମାଡ ମାରି ମୁଣ୍ଡ ଫଟେଇଲା ପୋଲିସ

ଶ୍ରୀମନ୍ଦିର ମଧ୍ୟରେ ଜଣେ ମହିଳା ଭକ୍ତଙ୍କୁ ପୋଲିସ ମାଡ଼ ହୋଇଥିବା ନେଇ ଖବର ମିଳିଛି | ଶ୍ରୀମନ୍ଦିର ଜଗମୋହନ ନିକଟରେ ମୁତୟନ ଥିବା ସୁରକ୍ଷା କର୍ମୀ ମାଡ଼ରେ ମହିଳା ଭକ୍ତଙ୍କୁ ମାରିଥିବା ନେଇ ମହିଳା ଅଭିଯୋଗ ହୋଇଛି | ସୁରଷାକର୍ମୀ ଙ୍କ ମାଡ଼ରେ ମହିଳା ହବିଷ୍ୟାଲି ଙ୍କ

ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ରେ ଦେଖିବାକୁ ମିଳିଛି ପୁରୀ ପୋଲିସ ର ମାନବିକତା

ଆଜି ପ୍ରାୟ ଅପରାହ୍ନ ୧ ଘଟିକା ସମୟରେ ପୁରୀ ଟ୍ରାଫିକ ଭାରପ୍ରାପ୍ତ ଅଧିକାରୀ ସମରେନ୍ଦ୍ର ପାଇକରାୟ ସଦର ମୁଖ୍ୟ ଚିକିତ୍ସାଳୟରେ ଟ୍ରାଫିକ ର ସ୍ଥିତି ଅନୁଧ୍ୟାନ କରୁଥିବା ସମୟରେ ଦେଖିଲେ ହଟାତ ଏକ ବୟସ୍କ ବ୍ୟକ୍ତି ମେଡିକାଲ ର ମୁଖ୍ୟ ଫାଟକ ସମ୍ମୁଖ ଭାଗ ରେ ଅସୁସ୍ଥତା କାରଣ ରୁ ତଳେ

ବୁର୍ଜ ଖଲିଫା ନିକଟସ୍ଥ ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ

ଦୁବାଇରେ ବୁର୍ଜ ଖଲିଫା ନିକଟରେ ଏକ ବଡ ଅଟ୍ଟାଳିକାରେ ସୋମବାର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନି । ତେବେ ଆଖପାଖରେ ଖୁବ୍ ଶୀଘ୍ର ନିଆଁକୁ ଆୟତ୍ତ କରାଯାଇଥିଲା । ବିଲ୍ଡିଂରେ ନିଆଁ ଲାଗିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ମୁଖ୍ୟମନ୍ତ୍ରୀ ନିଅନ୍ତୁ ଧାମନଗର ଦାୟିତ୍ୱ –ସୂର୍ଯ୍ୟବଂଶୀ

ବିଜୟ ପରେ ଧାମନଗର ନବନିର୍ବାଚିତ ବିଧାୟକ ସୂରଜ ସୂର୍ଯ୍ୟବଂଶୀଙ୍କ ମନ୍ତବ୍ୟ । ପରିପକ୍ୱ ନେତା ଭଳି ଅତ୍ୟନ୍ତ ଭାବଗର୍ଭକ ପ୍ରତିକ୍ରିୟା ଦେଲେ ସୂର୍ଯ୍ୟବଂଶୀ । ଯେଉଁଭଳି ପରିସ୍ଥିତିରେ ମୁଁ ନିର୍ବାଚନକୁ ଓହ୍ଲାଇଥିଲି , ବହୁତ କଠିନ ସମୟ ଥିଲା । ଧାମନଗରବାସୀ ମୋତେ କେବଳ ଶ୍ରଦ୍ଧା ନୁହେଁ , ପୁଅ

ଅନୁପ ସାଏଙ୍କ ଆଜୀବନ କାରାଦଣ୍ଡ ସ୍ଥଗିତ

ବହୁଚର୍ଚ୍ଚିତ ଡବଲ ମର୍ଡର ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ବିଳାସପୁର ହାଇକୋର୍ଟରୁ ଗତ ଗୁରୁବାର ଜାମିନ ମିଳିଥିଲା। ଆଜି କୋର୍ଟ ପକ୍ଷରୁ ନ୍ୟାୟାଦେଶ ପ୍ରକାଶ ପାଇଛି। ମାନ୍ୟବର ହାଇକୋର୍ଟ ଏହି ମାମଲାରେ ଜାମିନ ପ୍ରଦାନ କରିବା ସହିତ ତଳ କୋର୍ଟର ଆଜୀବନ କାରାଦଣ୍ଡାଦେଶକୁ ସ୍ଥଗିତ

ଆସୁଛି ଆଉ ୨ଟି ଲଘୁଚାପ

ପୁଣି ଅଶାନ୍ତ ହେବ ବଙ୍ଗୋପସାଗର । ଆସୁଛି ଆଉ ୨ଟି ଲଘୁଚାପ । ପଛକୁ ପଛ ସୃଷ୍ଟି ହୋଇପାରେ । ଏନେଇ ପୂର୍ବାନୁମାନ କରିଛନ୍ତି ଆମେରିକା ପାଣିପାଗ ସଂସ୍ଥା ଆକ୍ୟୁ େଓ୍ଵଦର ପାଣିପାଗ ବିଜ୍ଞାନୀ ଜାସନ୍‌ ନିକୋଲସ୍‌ ।ଚଳିତ ସପ୍ତାହ ଶେଷ ଆଡକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର

ଶ୍ରୀମନ୍ଦିରରେ ମହିଳାଙ୍କୁ ମାଡ଼, ହାବିଲଦାର ସସପେଣ୍ଡ

ଶ୍ରୀମନ୍ଦିର ପରିସରରେ ଜଣେ ମହିଳାଙ୍କୁ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଛି। ପୋଲିସ ମାଡରେ ମହିଳା ଜଣଙ୍କ ଆହତ ହୋଇଛନ୍ତି । ମହିଳା ଜଣଙ୍କ ହେଲେ ବ୍ରହ୍ମପୁର ଅଞ୍ଚଳର ମାଧୁରୀ ଦାଶ ବୋଲି ଜଣାପଡିଛି। ମାଧୁରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ

ଆରମ୍ଭ ହେଲା ବରଗଡ଼ ଧନୁଯାତ୍ରା କଳାକାର ଚୟନ

ଚଳିତ ବର୍ଷ ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତି ତରଫରୁ ୭୫ତମ ଧନୁଯାତ୍ରାକୁ ଏଥର ପ୍ଳାଟିନମ୍ ଜୁବଲି ଭାବେ ପାଳନ କରlଯାଉଥିବାରୁ କଳାକାର ଚୟନ ଓ ସଂଳାପ ଉପରେ ପ୍ରାଥମିକତା ଦିଆଯାଇଛି l ସେହିକ୍ରମରେ ଆଜିଠାରୁ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି l ପଶ୍ଚିମ ଓଡ଼ିଶା ସମେତ ଓଡ଼ିଶାର