Odia News Portal
Yearly Archives

2022

ଏକ ଏମିତି ରୋଗ ଯେଉଁଥିରେ ଆଙ୍ଗୁଳିରେ ନଥାଏ ନଖ

ସୋସିଆଲ ମିଡିଆରେ ଏବେ ହାତର ଏକ ଫଟୋ ଫାଇରାଲ ହେଉଛି, ଯାହାକୁ ରେଡିଟ୍‌ ନାମକ ଜଣେ ୟୁଜର ସେୟାର କରିଛନ୍ତି। ଯାହାକୁ ଦେଖି କୁହାଯାଉଛି ଯେ କିଛି ଲୋକ ଏମିତି ଦୁର୍ଲଭ ସ୍ଥିତିରେ ଜନ୍ମ ନେଉଛନ୍ତି, ଯେଉଁମାନଙ୍କ ଆଙ୍ଗୁଳିରେ ନ ନଥାଏ। ୟୁଜର ଦ୍ୱାରା ପୋଷ୍ଟ କରାଯାଇଥିବା ଏହି ଫଟୋକୁ ଦେଖି

ପୋଲିସ ଡିଜିଙ୍କ ଉପରେ ବର୍ଷିଲେ ନରସିଂହ ମିଶ୍ର

ଅର୍ଚ୍ଚନା ନାଗ ଘଟଣାରେ ପୋଲିସ ଡିଜିଙ୍କ ଉପରେ ବର୍ଷିଲେ ନରସିଂହ ମିଶ୍ର । ଏମିତି ପୋଲିସ ଡିଜି କେବେ ଦେଖି ନ ଥିଲି କହିଛନ୍ତି ବିଧାୟକ ନରସିଂହ ମିଶ୍ର । ୱାନ ଅଫ୍ ଦ ମୋଷ୍ଟ ଡରମାଣ୍ଟ ଡିଜି ବୋଲି କହିଲେ ନରସିଂହ ମିଶ୍ର । ବର୍ତ୍ତମାନର ଡିଜି ବିଧାୟକମାନଙ୍କ ଫୋନ୍ ରିସିଭ୍ କରନ୍ତି ନାହିଁ ।

ସୀମା ବିବାଦ ପ୍ରସଙ୍ଗରେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

*ସୀମା ବିବାଦର ସମାଧାନ ପାଇଁ ଗଠିତ ଆନ୍ତଃରାଜ୍ୟ କମିଟିର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ* • କୋରାପୁଟର କୋଟିଆ ଓ ଗଜପତିର ମାଣିକପାଟଣାରେ ସୀମା ବିବାଦର ସମାଧାନ ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଲେ•

ଏମ୍‌ସରୁ ୧୨ ଦଲାଲ ଗିରଫ

ଏମସରୁ ୧୨ ଦଲାଲଙ୍କୁ ଗିରଫ କଲା ଖଣ୍ଡଗିରି ପୋଲିସ । ହସ୍ପିଟାଲକୁ ଦଲାଲ ମୁକ୍ତ କରିବାକୁ ଚାଲିଥିବା ସ୍ପେଶାଲ ଡ୍ରାଇଭରେ ଗିରଫ । ରୋଗୀଙ୍କୁ ସହାୟତା ଆଳରେ ଲୁଟ କରି ଗିରଫ ହେଲେ । ଦୀର୍ଘଦିନ ହେବ ଏମ୍ସ ହସ୍ପିଟାଲରେ ଡାକ୍ତରଙ୍କ ପରାମର୍ଶ ପାଇଁ ଟିକେଟ କାଟି ବ୍ଲାକରେ ବିକ୍ରି କରୁଥିଲେ ଏହି

ଗୁଜରାଟ ନିର୍ବାଚନ: ଇସୁଦାନ ଗଡଭୀ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି । ଆପର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇସୁଦାନ ଗଡଭୀଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମନୋନୀତ କରିଛନ୍ତି। ଅହମ୍ମଦାବାଦରେ ଏକ ସାମ୍ବାଦିକ

ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କିମ୍ବା ସାମୁଦ୍ରିକ ଝଡ଼

ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ସାମୁଦ୍ରିକ ଝଡ଼ । ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ନେଇ ଓ୍ଵିଣ୍ଡି ପୂର୍ବାନୁମାନ କରିଛି । ଓ୍ଵିଣ୍ଡିର ଆମେରିକାନ୍‌ GFS ମଡେଲ୍‌ ସମ୍ଭାବ୍ୟ ବାତ୍ୟା ଆକଳନ କରିଛି ।ସେପଟେ ଆମେରିକା ପାଣିପାଗ ବିଜ୍ଞାନୀ ଜାସନ୍‌ ନିକୋଲସ୍‌ ଆକଳନ କରିଛନ୍ତି,

ଧାମନଗର ଉପନିର୍ବାଚନରେ ୬୬ ପ୍ରତିଶତରୁ ଅଧିକ ମତଦାନ, ନଭେମ୍ବର ୬ରେ ଗଣତି

ଧାମନଗର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ମତଦାନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ରହିଛି । ମତଦାନ ହାର ୬୬ ଦଶମିକ ୩୩ ପ୍ରତିଶତ ରହିଛି । ମୋଟ ୨୫୨ଟି ବୁଥରେ ଭୋଟ ଗ୍ରହଣ ହୋଇଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ୧ ହଜାରରୁ ଅଧିକ ପୋଲିସ କର୍ମଚାରୀ

କୋହଲିଙ୍କ ବିରୋଧରେ ‘ଫେକ୍ ଫିଲ୍ଡିଂ’ ଅଭିଯୋଗ ଆଣିଲେ ବାଂଲାଦେଶ ଖେଳାଳି ନୁରୁଲ ହସନ୍

ବାଂଲାଦେଶର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ନୁରୁଲ ହସନ୍ ଭାରତର ଚାମ୍ପିୟନ୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ବିରୋଧରେ ‘ଫେକ୍ ଫିଲ୍ଡିଂ’ ଅଭିଯୋଗ ଆଣିଛନ୍ତି । କୋହଲିଙ୍କ ଏହି ଫେକ୍ ଫିଲ୍ଡିଂକୁ ଅମ୍ପାୟାରମାନେ ଦେଖିପାରି ନଥିଲେ । ଯାହା ଦ୍ଵାରା ତାଙ୍କ ଦଳ ଟି-୨୦ ବିଶ୍ୱକପର

ମରାଠୀ ଫିଲ୍ମରେ ଡେବ୍ୟୁ କରିବେ ଅକ୍ଷୟ କୁମାର

ବଲିଉଡର ଖିଲାଡି କୁମାର ଭାବେ ପରିଚିତ ଅକ୍ଷୟ କୁମାର ମରାଠୀ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅକ୍ଷୟ କୁମାର ନିର୍ଦ୍ଦେଶକ ମହେଶ ମଞ୍ଜେରକରଙ୍କ ‘ବେଡାତ ମରାଠେ ବୀର ଦୌଡଲେ ସାତ’ ମରାଠୀ ଫିଲ୍ମରେ ଡେବ୍ୟୁ କରିବାକୁ ପ୍ରସ୍ତୁତ ରହିଛନ୍ତି। ବର୍ତ୍ତମାନ ଅକ୍ଷୟ କୁମାର ଫିଲ୍ମ ‘ରାମସେତୁ’କୁ

ଏମିତି ଏକ ସ୍ଥାନ ଯେଉଁଠି ଗାଈ ପାଇଁ ରହିଛି ଆଇସିୟୁ

ଗମ୍ଭୀର ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଇଥାଏ। କିନ୍ତୁ ଯଦି ଏହି ବ୍ୟବସ୍ଥା ପଶୁଙ୍କ ପାଇଁ ତିଆରି ହୋଇଥିବ, ତା’ ହେଲେ ଆପଣ କ’ଣ ଭାବିବେ। ଏହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ। ଏବେ ମଧ୍ୟ ପ୍ରଦେଶର ହରଦାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।