Odia News Portal
Yearly Archives

2022

ଇମ୍ରାନ ଖାନଙ୍କୁ ଗୁଳିମାଡ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରାଲିରେ ଗୁଳିକାଣ୍ଡ। ପାକିସ୍ତାନ ମିଡ଼ିଆର ରିପୋର୍ଟ ମୁତାବିକ , ଗୁଳିକାଣ୍ଡରେ ଇମ୍ରାନଙ୍କ ସମେତ ଆହୁରି ୪ ଜଣ ଲୋକ ଆହତ ହୋଇଛନ୍ତି । ଡନ୍ ନ୍ୟୁଜ୍ ଟିଭି ଗୁରୁବାର କହିଛି , ଅଜ୍ଞାତ ଆକ୍ରମଣକାରୀ ବଜିରାବାଦରେ ଅଲ୍ଲାହ ହୋ ଚୌକ୍ ପାଖରେ

ମୃତ ପୋଲିଂ ଅଧିକାରୀଙ୍କ ପରିବାରକୁ ମିଳିବ ୧୫ ଲକ୍ଷ ଟଙ୍କା

ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ମତଦାନ ଜାରି ରହିଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀରେ ଅଧିକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୂର୍ବାହ୍ନ ୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ମତଦାନ ହୋଇଛି। ସକାଳ ୯ଟା ସୁଦ୍ଧା ୧୦.୨୫ ପ୍ରତିଶତ ମତଦାନ

ଧାମନଗର ଉପନିର୍ବାଚନ:ପୋଲିଂ ଅଫିସରଙ୍କ ମୃତ୍ୟୁ

ଧାମନଗର ଉପନିର୍ବାଚନରେ ନିୟୋଜିତ ଥିବା ଜଣେ ପୋଲିଂ ଅଫିସରଙ୍କ ମୃତ୍ୟୁ ହୋଇଛି। ଧାମନଗର ବ୍ଲକ ୧୩୯ ନମ୍ବର ବୁଥ୍‌ର ପୋଲିଂ ଅଫିସର ନଟବର ମୁଣ୍ଡାଙ୍କ ମୃତ୍ୟୁ। ଉପନିର୍ବାଚନ ପୂର୍ବରୁ ଗତକାଲି ସେ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଲାଲକିଲା ଆତଙ୍କୀ ଆକ୍ରମଣର ଦୋଷୀ ମହମ୍ମଦ ଆରିଫର ମୃତ୍ୟୁଦଣ୍ଡ କାଏମ ରଖିଲେ ସୁପ୍ରିମକୋର୍ଟ

୨୦୦୦ ମସିହାରେ ଲାଲ୍ କିଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମାମଲାର ଦୋଷୀ ମହମ୍ମଦ ଆଶଫାକ ଆରିଫକୁ କୌଣସି ଆଶ୍ବସ୍ତି ଦେବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଆରିଫର ମୃତ୍ୟୁଦଣ୍ଡ କାଏମ ରଖିଛନ୍ତି । ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କ ନେତୃତ୍ଵାଧୀନ ଏକ ଖଣ୍ଡପୀଠ

ନଭେମ୍ବର ୨୪ରୁ ବିଧାନସଭାର ଶୀତକାଳୀନ ଅଧିବେଶନ

ଚଳିତମାସ ୨୪ ତାରିଖରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଧାନସଭା ଶୀତକାଳୀନ ଅଧିବେଶନ ନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଷୋଡଶ ବିଧାନସଭାର ଏକାଦଶ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟଦିବସ ରହିଥିବା ବେଳେ

ଡିସେମ୍ବର ୧ରୁ ଦୁଇଟି ପର୍ଯ୍ୟାୟରେ ଗୁଜରାଟ ନିର୍ବାଚନ, ୮ରେ ଫଳାଫଳ

ନିର୍ବାଚନ ଆୟୋଗ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ୧୮୨ ସିଟ୍ ବିଶିଷ୍ଟ ବିଧାନସଭା ନିର୍ବାଚନ ଦୁଇଟି ପର୍ୟ୍ୟାୟରେ ଅନୁଷ୍ଠିତ ହେବ। ଡିସେମ୍ବର ୧ ରେ ପ୍ରଥମ ପର୍ଯ୍ୟାୟ ଏବଂ ଡିସେମ୍ବର ୫ ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ କରାଯିବ। ହିମାଚଳ ପ୍ରଦେଶ ବିଧାନସଭା

ଧାମନଗର ଏନଏସିର ୧୦ ନମ୍ବର ଓ୍ବାର୍ଡରେ ଇଭିଏମ୍ ମେସିନ ଅଚଳ, ମତଦାନ ପ୍ରକ୍ରିୟା ବାଧାପ୍ରାପ୍ତ

ଧାମନଗର ଏନଏସିର ୧୦ ନମ୍ବର ଓ୍ବାର୍ଡରେ ଇଭିଏମ୍ ମେସିନ ଅଚଳ ହୋଇଛି। ଆଜି ସକାଳ ପ୍ରାୟ ୯ଟା ୪୫ ମିନିଟ ବେଳୁ ଏଠାରେ ଇଭିଏମ୍ ମେସିନ ଅଚଳ ହୋଇଥିବା କୁହାଯାଉଛି। ଏହି କାରଣରୁ ମତଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ଏଠାକୁ ମେକାନିକ୍ ଆସୁଥିବାର ସୂଚନା ରହିଛି। ନଚେତ୍ ନୂତନ ମେସିନ୍

ଧାମନଗର ଉପନିର୍ବାଚନ ପାଇଁ ମତଦାନ, ୫ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ହେବ ଇଭିଏମରେ ସିଲ୍

ଧାମନଗର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆଜି ମତଦାନ ହେଉଛି । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ଚାଲିଛି । ମତଦାନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଧାମନଗର ନିର୍ବାଚନ ମଣ୍ଡଳୀର ୨ ଲକ୍ଷ ୩୮ହଜାର ୪୧୭ଜଣ ଭୋଟର ସେମାନଙ୍କ ମତାଧିକାର

୬ଟି ରାଜ୍ୟର ୭ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ:୪୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଆଜି ୬ ଟି ରାଜ୍ୟର ୭ଟି ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ଏହି ମତଦାନ ସକାଳ ୭ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ । ଯେଉଁଥିରେ ମୋଟ ୪୭ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ ଲକ୍ଷାଧିକ ଭୋଟର । ତେବେ ମହାରାଷ୍ଟ୍ର ,

ନାଗସାପକୁ କାମୁଡ଼ି ମାରିଲା ବାଳକ

ବାଳକର କାମୁଡ଼ାରେ ନାଗସାପର ମୃତ୍ୟୁ । ଏହା ବିଶ୍ବାସ ହେଉନଥିଲେ ମଧ୍ୟ ଛତିଶଗଡ଼ରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ରାୟପୁର ଠାରୁ ପ୍ରାୟ ୩୫୦ କିଲୋମିଟର ଯଶପୁର ଜିଲ୍ଲାର ସୁଦୂର ପାଣ୍ଡାରପାଦ ଗ୍ରାମରେ ଜଣେ ଆଠ ବର୍ଷର ବାଳକ ଏକ ନାଗସାପକୁ କାମୁଡ଼ି ମାରିଦେଇଛି । ଦୀପକ