Odia News Portal
Yearly Archives

2022

ଲୋକପ୍ରିୟ ରାପର୍ କିର୍ସନିକ୍ ବଲଙ୍କୁ ଗୁଳିକରି ହତ୍ୟା

ଲୋକପ୍ରିୟ ବ୍ୟାଣ୍ଡ ମିଗୋସ୍ ରାପର୍ କିର୍ସନିକ୍ ଖାରୀ ବଲ୍ (ଟେକଅଫ୍ ରାପର୍ ଭାବେ ପରିଚିତ)ଙ୍କ ପରଲୋକ ଘଟିଛି । ଆମେରିକାର ହୋଷ୍ଟନ୍ ସହରରେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ହିଁ ୨୮ ବର୍ଷୀୟ ରାପର୍ ଟେକଅଫଙ୍କ ମୃତ୍ୟୁ ଘଟିଛି । ଏ ନେଇ ସିଟି ପୋଲିସ

ବିଜୁ ଜନତା ଦଳର ‘ଜନସଂପର୍କ ପଦଯାତ୍ରା’ ନଭେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି

ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଏକମାସ ବ୍ୟାପୀ ବିଜେଡି ପକ୍ଷରୁ ‘ଜନସଂପର୍କ ପଦଯାତ୍ରା’ ସାରା ରାଜ୍ୟରେ ଚାଲୁ ରହିଛି । ଏହି ଅବଧି ମଧ୍ୟରେ ରାଜ୍ୟବାସୀ ବିଭିନ୍ନ ପର୍ବପର୍ବାଣୀ ପାଳନରେ ବ୍ୟସ୍ତ ରହିଥିବା ଯୋଗୁଁ ଏହି କାର୍ଯ୍ୟକ୍ରମ ପୂର୍ଣ୍ଣ ପ୍ରାଣରେ ସବୁ ସ୍ଥାନରେ ପାଳନ କରାଯାଇ ପାରିନାହିଁ

ଶାଶୁ ଘର ଚାବି ଫେରାଇଲେ ବର୍ଷା

ଅନୁଭବଙ୍କୁ ତାଙ୍କ ପୈତୃକ ଘର ଚାବି ଫେରାଇଲେ ପତ୍ନୀ ବର୍ଷା ପ୍ରିୟଦର୍ଶୀନି ।ସାଂସଦ ଅନୁଭବ ମହାନ୍ତି ଘର ଚାବି ଫେରାଇବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ବର୍ଷା ଶାଶୁଘର ଛାଡିବା ପରେ ନିଜ ସହ ଘର ଚାବି ନେଇଯାଇଥିଲେ ।ଏହାକୁ ନେଇ କୋର୍ଟରେ ଅଭିଯୋଗ କରିଥିଲେ ଅନୁଭବ । ଶାଶୁଘର

ଧାମନଗର ଉପନିର୍ବାଚନ: ଆସନ୍ତାକାଲି ହେବ ମତଦାନ

ଆସନ୍ତା କାଲି ଧାମନଗର ଉପନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବୁଥରେ ସବୁ ପ୍ରକାର ପୋଲିଂ ପର୍ସନ ନିୟୋଜିତ ହୋଇ ସାରିଛନ୍ତି। ୧୦୦୮ ପୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି । ବର୍ତ୍ତମାନ ସାଇଲେଣ୍ଟ ପିରିୟଡ଼ ଚାଲିଛି । ଏହି ସମୟରେ ଚେକିଂ କଡାକଡି କରାଯାଉଛି। ଆସନ୍ତା କାଲି ସକାଳ ୭

ଜଳସାଥୀମାନଙ୍କ ଯାତାୟତର ସୁବିଧା ପାଇଁ ସେମାନଙ୍କୁ ସାଇକେଲ ପ୍ରଦାନ କରାଯିବ – ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନଭେନ ସେଣ୍ଟରରେ ଜଳସାଥୀ ମାନଙ୍କ ପାଇଁ ଆୟୋଜିତ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କ ଯାତାୟତର ସୁବିଧା ପାଇଁ ସାଇକେଲ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ଜଳସାଥୀ ମାନେ ସରକାରଙ୍କ ଜଳଯୋଗାଣ ବିଭାଗ ଓ

ବେଆଇନ ଖଣି ମାମଲା: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ସମନ

ବେଆଇନ ଖଣି ଖନନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସମନ ଜାରି କରିଛି । ଇଡି ତାଙ୍କୁ ଆସନ୍ତାକାଲି (ନଭେମ୍ବର ୩)ରେ ରାଞ୍ଚି ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କହିଛି । ସୂଚନା ମୁତାବକ, ଇଡି କାର୍ଯ୍ୟାଳୟର ସୁରକ୍ଷା ବଢ଼ାଇବାକୁ

ଧବଳେଶ୍ୱରଙ୍କୁ ଭର୍ଚୁଆଲରେ ଦର୍ଶନ କରିପାରିବେ ଭକ୍ତ

ଧବଳେଶ୍ୱରଙ୍କୁ ଭର୍ଚୁଆଲରେ ଦର୍ଶନ କରିପାରିବେ ଭକ୍ତ । ପଞ୍ଚୁକରେ ଧବଳେଶ୍ୱରଙ୍କୁ ଭର୍ଚୁଆଲରେ ଦର୍ଶନ ନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଗଜ ଭୋଗ ଓ ଅନ୍ୟାନ୍ୟ ଶୁଖିଲା ଭୋଗ ଝୁଲାପୋଲ ନିକଟରେ ମିଳିବ । ଝୁଲାପୋଲ ଦୁର୍ବଳ ଥିବାରୁ ପ୍ରଶାସନ ୧୪୪ ଧାରା ଜାରି କରିବା ସହ ଧବଳେଶ୍ୱର ପୀଠକୁ

ରାଜଧାନୀରେ ଦନ୍ତା ଆତଙ୍କ

ରାଜଧାନୀରେ ଜଙ୍ଗଲୀ ହାତୀ ଆତଙ୍କ । ଏକ ଦନ୍ତା ହାତୀ ସହର ଭିତରକୁ ପଶିଯିବା ବେଳେ ତାକୁ ପାତ୍ରପଡ଼ା ଶନି ମନ୍ଦିର ନିକଟରୁ ଟ୍ରାଙ୍କୁଲାଇଜ୍‌ କରି ବନ ବିଭାଗ କାବୁ କରିଛି । ଏହି ଦନ୍ତା ହାତୀଟି ଧଉଳି‌ରୁ ଗ୍ୟାରେଜ ଛକ ଦେଇ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଯାଇ ସେଠାରୁ ସୁନ୍ଦରପଦା, ପୋଖରୀପୁଟ

ମୋର୍ବି ଝୁଲାପୋଲ ଘଟଣା: ଗୁଜରାଟରେ ଆଜି ଦିନିକିଆ ରାଷ୍ଟ୍ରୀୟ ଶୋକ

ମୋର୍ବି ଝୁଲାପୋଲ ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସମ୍ମାନରେ ଆଜି ଗୁଜରାଟରେ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି । ସମସ୍ତ ସରକାରୀ କୋଠା ଉପରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ । ଏହା ସହ ଆଜି ରାଜ୍ୟରେ କୌଣସି ମନୋରଞ୍ଜନ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ