ଅଭିନେତ୍ରୀ ବର୍ଷାଙ୍କ ବିରୋଧରେ ପିଟିସନ
ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପରିବାର ବିବାଦ ମାମଲାରେ କଟକ ପରିବାର ଅଦାଲତ ସୋମବାରଠାରୁ ବର୍ଷାଙ୍କ ଜେରା ଆରମ୍ଭ କରିଥିବାବେଳେ ମଙ୍ଗଳବାର କିନ୍ତୁ ସାକ୍ଷ୍ୟ ଗ୍ରହଣ ହୋଇ ପାରିନାହିଁ। ବର୍ଷା ପ୍ରିୟଦର୍ଶିନୀ ମଙ୍ଗଳବାର କୋର୍ଟରେ ଉପସ୍ଥିତ ନ ରହି ଜେରା ପାଇଁ ଆଉ ଗୋଟିଏ ଦିନ!-->…