ଗୁଜରାଟ ଝୁଲାପୋଲ ଟ୍ରାଜେଡି : 141 ମୃତ
ଗୁଜରାଟ ଝୁଲାପୋଲ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା 141 ଛୁଇଁଲା । ଗୁଜରାଟର ମର୍ବିରେ ଥିବା ଦେଢଶହ ବର୍ଷ ତଳର ବ୍ରିଟିଶ ଅମଳର ଏହି ଝୁଲାପୋଲରେ ଶହ ଶହ ଯାତ୍ରୀ ଛଟ୍ ପୂଜା ପାଇଁ ଯାଉଥିବା ବେଳେ ଗତକାଲି ସଂଧ୍ୟାରେ ପୋଲଟି ଭୁଷୁଡିପଡିଥିଲା । ଫଳରେ ପୋଲ ଉପରେ ଥିବା ଶହ ଶହ ଯାତ୍ରୀ ନଦୀ ଗର୍ଭକୁ!-->…