କଙ୍କଡ଼ା ଠାରୁ ପ୍ରତିଶୋଧ ନେଇଛନ୍ତି ଜଣେ ବ୍ୟକ୍ତି।
ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ଜଣେ ବ୍ୟକ୍ତିଙ୍କ ଝିଅକୁ ଗୋଟିଏ କଙ୍କଡ଼ା କାମୁଡ଼ି ଦେଇଥିଲା। ଏଥିପାଇଁ ରାଗରେ ବ୍ୟକ୍ତି ଜଣଙ୍କ ଉକ୍ତ କକଙ୍କାକୁ ଧରି ଜୀଅନ୍ତା ଖାଇଦେଇଛନ୍ତି।
ଚାଇନାର ଝେଜିଆଙ୍ଗ ଅଞ୍ଚଳରେ ଏପରି ଘଟଣା ଘଟିଛି। ଜୀଅନ୍ତା କଙ୍କଡ଼ା ଖାଇଥିବା ବ୍ୟକ୍ତି!-->!-->!-->…