ଭାରତରେ ପ୍ରଭାବ ପକାଇବ ନାହିଁ ବିଏଫ୍.୭
ଚୀନରେ ସଂକ୍ରମଣ ବଢାଇଥିବା କରୋନାର ବିଏଫ.୭ ପ୍ରଜାତି ଭୂତାଣୁ ଭାରତରେ ବିଶେଷ ପ୍ରଭାବ ପକାଇପାରିବ ନାହିଁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ହାଇଦରାବାଦସ୍ଥିତ ସିଏସ୍ଆଇଆର ସିସିଏମବି ମୁଖ୍ୟ ବିନୟ ଏନ୍ ନନ୍ଦିକୋରି କହିଛନ୍ତି ଯେ ଭାରତୀୟଙ୍କ ଠାରେ ହର୍ଡ ଇମ୍ୟୁନିଟି (ଗୋଷ୍ଠୀ!-->…