Odia News Portal
Yearly Archives

2022

ଚର୍ବିକୁ ତରଳାଏ କୋଳଥ ଡାଲି

ଆପଣ ବିଭିନ୍ନ ପ୍ରକାର ଡାଲି ଖାଇଥିବେ। ହରଡ, ମୁଗ, ମସୁର, ବୁଟ ଇତ୍ୟାଦି ଡାଲି ନିଶ୍ଚିତ ଖାଇଥିବେ। ଏହିସବୁ ଡାଲି ଛଡା କୋଳଥ ଡାଲି ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ଏହି ଡାଲିର ଫାଇଦା ଆପଣଙ୍କୁ ଫିଟ୍ ରହିବା ସହିତ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ଦେଇଥାଏ। ଶରୀରର ଅନେକ

ଧାମନଗର ଉପନିର୍ବାଚନ ପାଇଁ ବ୍ୟାପକ ବନ୍ଦୋବସ୍ତ

ଧାମନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣର ଦିନ ପାଖେଇ ଆସୁଥିବା ବେଳେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ଜୋରଦାର ହୋଇଛି ପ୍ରଚାର । ଏହାକୁ ନେଇ ରାଜନୈତିକ ବାତାବରଣ ସରଗରମ ରହିଥିବା ବେଳେ ବିଭିନ୍ନ ଦଳ ପକ୍ଷରୁ ଆରୋପ ପ୍ରତ୍ୟାରୋପ କରାଯାଉଛି। ଏଣେ ନିର୍ବାଚନ ପ୍ରସ୍ତୁତି ନେଇ

ହତାଶ କରୁଛି ହାଇ ସିକ୍ୟୁରିଟ ନମ୍ବର ପ୍ଲେଟ: ଡିସେମ୍ବର ପର୍ଯ୍ୟନ୍ତ ସ୍ଲଟ ନଥିବାରୁ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ

ହାଇକୋର୍ଟରେ ହାଇ ସିକ୍ୟୁରିଟ ନମ୍ବର ପ୍ଲେଟ ମାମଲା। ଡିସେମ୍ବର ପର୍ଯ୍ୟନ୍ତ ସ୍ଲଟ ନଥିବା ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ। ରାଜ୍ୟକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଧିଷ୍ଟ ଭାବେ କୌଣସି ଟାଇମଲାଇନ ଦିଆ ଯାଇ ନଥିବା କୋର୍ଟଙ୍କୁ ଅବଗତ କରାଯାଇଛି। ଉଭୟ ପ୍ରସଙ୍ଗରେ ପରିଵହନ କମିଶନରଙ୍କ

କଂଗ୍ରେସରେ ‘ଖଡଗେ’ ଯୁଗ ଆରମ୍ଭ, ସଭାପତି ଭାବେ ଦାୟିତ୍ଵ ନେଲେ ମଲ୍ଲିକାର୍ଜୁନ ଖଡଗେ

କଂଗ୍ରେସରେ ଆଜିଠାରୁ ମଲ୍ଲିକାର୍ଜୁନ ଖଡଗେ ଯୁଗ ଆରମ୍ଭ ହୋଇଛି। ବୁଧବାର ରାଜଧାନୀର କଂଗ୍ରେସ ମୁଖ୍ୟାଳୟରେ ନୂଆ ସଭାପତି ଖଡଗେଙ୍କୁ ନିର୍ବାଚନ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ଏଥିସହ ଖଡଗେ କଂଗ୍ରେସ ଦଳର ଜାତୀୟ ସଭାପତି ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । ପୂର୍ବତନ ସଭାପତି ସୋନିଆ

ଏଥର ଅନଲାଇନରେ ଉପଲବ୍ଧ ହେବ +୨ ଉତ୍ତରଖାତା

ଶିକ୍ଷା କ୍ଷେତ୍ରରେ ଅଧିକ ସ୍ଵଚ୍ଛତା ଆଣିବା ପାଇଁ ଗଣ ଶିକ୍ଷା ମାଧ୍ୟମର ଆଉ ଏକ ଭିନ୍ନ ପ୍ରୟାଶ। ଏଣିକି ଅନ୍‌ଲାଇନରେ ଉପଲବ୍ଧ ହେବ +୨ ପରୀକ୍ଷାର୍ଥୀଙ୍କ ଉତ୍ତରଖାତା। ତେବେ ଏହି ବ୍ୟବସ୍ଥା ପୂର୍ବରୁ ଲାଗୁ କରିବାକୁ ଯୋଜନା ହୋଇଥିଲେ ହେଁ କରୋନା ଲାଗି ଗତ ୨ବର୍ଷ ହେବ ଲାଗୁ ହୋଇପାରି ନଥିଲା।

କୋର୍ଟରେ ପହଁଚିଲେ ଅର୍ଚ୍ଚନା

ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ପହଁଚିଲେ ଅର୍ଚ୍ଚନା ନାଗ । ଅକ୍ଷୟ ପରିଜାଙ୍କୁ ୩ କୋଟି ବ୍ଲାକମେଲିଂ ମାମଲାରେ ହାଜର । ଅର୍ଚ୍ଚନାଙ୍କୁ ଜେଲରୁ ସିଧା ଏସଡିଜେଏମ କୋର୍ଟ କୁ ନିଆଯାଇଛି । ଝାରପଡା ଜେଲରୁ କଡା ସୁରକ୍ଷାରେ ଆସି କୋର୍ଟରେ ହାଜର । ସୁରକ୍ଷା ଦୃଷ୍ଟିରୁ ବାହାରେ ପୁଲିସ ଛାଉଣୀ ।

ନକଲି ଔଷଧ : ଆଉ ଦୁଇ ଗିରଫ

କଟକରେ ନକଲି ଔଷଧ କାରବାର ମାମଲା । ଆଉ ୨ ଜଣ ଔଷଧ ବିକ୍ରେତାଙ୍କୁ ଗିରଫ କଲା ପୋଲିସ । କଟକରେ ନକଲି ଔଷଧ କାରବାର ଘଟଣାରେ ପୋଲିସକୁ ସଫଳତା । ଘଟଣାରେ ଦୁଇ ଜଣଙ୍କୁ ଗିରଫ କଲା ପୁରୀ ଘାଟ ଥାନା ପୋଲିସ । ନୟା ସଡକର ଦୁଇ ଏଜେନ୍ସିର ମାଲିକଙ୍କୁ ଗିରଫ କରିଛି ପୋଲିସ । ପୂର୍ବରୁ ଗିରଫ

ଗୁଗଲ୍ ଉପରେ ୯୩୬.୪୪ କୋଟି ଟଙ୍କାର ଜୋରିମାନା

ଗୁଗଲ୍ ଉପରେ ୯୩୬.୪୪ କୋଟି ଟଙ୍କାର ଜୋରିମାନା ଲାଗୁ କରିଛି ଭାରତୀୟ ପ୍ରତିଦ୍ବନ୍ଦ୍ବିତା ଆୟୋଗ (ସିସିଆଇ)। ପ୍ଲେ ଷ୍ଟୋର ନୀତିକୁ ନେଇ ନିଜର ଆଧିପତ୍ୟକୁ ଦୂରୁପଯୋଗ କରିବା ଅଭିଯୋଗରେ ଗୁଗଲ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜୋରିମାନା ଲାଗୁ କରିବା ସହିତ ସିସିଆଇ ଏକ

ରାଜ୍ୟରେ ଅନୁଭୂତ ହେଲାଣି ପହିଲି ଶୀତ

ବଦଳିଲା ପାଗର ମିଜାଜ୍‌ । ରାଜ୍ୟରେ ଅନୁଭୂତ ହେଲାଣି ପହିଲି ଶୀତ । କିଛି ଦିନରେ ଜାଡରେ ଥରିବ ସାରା ଓଡ଼ିଶା। ବିଶେଷକରି ପହିଲି ଶୀତରେ ଥରୁଛି କନ୍ଧମାଳ। କନ୍ଧମାଳ ସମେତ ସମସ୍ତ ଆଭ୍ୟନ୍ତରୀଣ ଅଞ୍ଚଳରେ ପାରଦ ଖସିବାରେ ଲାଗିଛି। ଓଡ଼ିଶାର ଭୁସ୍ୱର୍ଗ ଦାରିଙ୍ଗବାଡିରେ ପହିଲି ଶୀତ ସହ ଘନ

ଓଡ଼ିଆ ଖେଳାଳିଙ୍କ ସମେତ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୨୮ରୁ ଆରମ୍ଭ ହେବାକୁ ଥିବା ପ୍ରୋ ଲିଗ୍ ହକି ପାଇଁ ଭାରତୀୟ ଦଳରେ ଅମିତ ରୋହିଦାସ ଓ ନିଲମ ସଞ୍ଜୀବ ସେସ୍ ସ୍ଥାନ ପାଇଛନ୍ତି। ଏହି ଦୁଇ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ପ୍ରୋ ଲିଗ୍ ହକି ଟୁର୍ଣ୍ଣାମେଣ୍ଟ ପାଇଁ