Odia News Portal
Yearly Archives

2022

ଭକ୍ତଙ୍କୁ ଦର୍ଶନ ଦେଇ ଶୂନ୍ୟ ହୋଇଯାଏ ଏହି ଶିବ ମନ୍ଦିର

ଶ୍ରାବଣ ମାସରେ ଶିବ ମନ୍ଦିର ଦର୍ଶନ କରିବା ଅତ୍ୟନ୍ତ ଫଳପ୍ରଦ। ତେଣୁ ଏହି ମାସରେ ଦେଶର ମୁଖ୍ୟ ଶିବ ମନ୍ଦିରମାନଙ୍କରେ ଭକ୍ତଙ୍କ ଭିଡ ଜମେ। ଏହି ମନ୍ଦିରଗୁଡ଼ିକ ମଧ୍ୟରୁ ଅନେକ ପ୍ରାଚୀନ ଏବଂ ତାହା ସହ ଜଡିତ ରହସ୍ୟ ହେତୁ ଦୁନିଆର ବିଭିନ୍ନ ସ୍ଥାନରୁ ଲୋକମାନେ ଦର୍ଶନ କରିବାକୁ ଆସନ୍ତି।

ମନ୍ଦିର ନିକଟରେ କାର୍ ବିସ୍ଫୋରଣ ଘଟଣା: ୫ ଗିରଫ

ରବିବାର ତାମିଲନାଡୁର କୋଏମ୍ବାଟୁର ସ୍ଥିତ ଗୋଟିଏ ମନ୍ଦିର ପାଖରେ ହୋଇଥି କାର୍ ବିସ୍ଫୋରଣ ଘଟଣାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ତଦନ୍ତକାରୀ ସଂସ୍ଥା। ଏହି ବିସ୍ଫୋରଣ ଗୋଟିଏ ଗ୍ୟାସ ସିଲିଣ୍ଡର ଯୋଗୁ ହୋଇଥିଲେ ମଧ୍ୟ ଏହା ପଛରେ ସାଂଘାତିକ ଷଡ଼ଯନ୍ତ୍ର ଥିବା ଆଶଙ୍କା ପ୍ରକାଶ ପାଇଛି। ଏଥିପାଇଁ

ଉତ୍କଳ ୟୁନିଭରସିଟିରେ ୨୦୦ କୋଟି ଟଙ୍କାର ଦୁର୍ନୀତି

ଉତ୍କଳ ୟୁନିଭରସିଟି ବିକାଶ ନାମରେ ଶହଶହ କୋଟି ଟଙ୍କା ଦୁର୍ନୀତି ହୋଇଛି ଏପରି ଅଭିଯୋଗ ଆଣିଛନ୍ତି ସୂଚନା ଅଧିକାର କର୍ମୀ ପ୍ରକାଶ ଦାସ। ଶ୍ରୀ ଦାସ କହିଛନ୍ତି; ଉତ୍କଳ ୟୁନିଭରସିଟିରେ ବିଭିନ୍ନ ପ୍ରକଳ୍ପ ପାଇଁ ଶହଶହ କୋଟି ଟଙ୍କା ଅନୁମୋଦନ ହୋଇ ଖର୍ଚ୍ଚ ହୋଇଛି ଏଥିରେ ଅନେକ ଟଙ୍କା ଲୁଟ୍/

କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୨୮ରୁ ପ୍ରୋ ଲିଗ୍ ହକି

ଆସନ୍ତା ୨୮ ତାରିଖରୁ କଳିଙ୍ଗ ହକି ଷ୍ଟାଡିୟମରେ ଆରମ୍ଭ ହେବ ଏଫଆଇଏଚ ହକି ପ୍ରୋ ଲିଗ୍ । ଏଥିରେ ଭାରତ, ସ୍ପେନ ଓ ନ୍ୟୁଜିଲାଣ୍ଡ ଟିମ ଅଂଶଗ୍ରହଣ କରିବେ । ନଭେମ୍ବର ୬ ତାରିଖ ଯାଏଁ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ପ୍ରତ୍ୟେକ ଦଳ ପରସ୍ପର ସହ ଦୁଇଟି ଲେଖାଏଁ ମ୍ୟାଚ ଖେଳିବେ । ଭାରତ ଓ

କମିଲା ପେଟ୍ରୋଲ ଓ ଡିଜେଲ ଦର

କମିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା କାଲି ତୁଳନାରେ ୮ ପଇସା କମି ୧୦୩ ଟଙ୍କା ୧୧ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୮ ପଇସା କମି ୯୪ ଟଙ୍କା ୬୮ ପଇସା ହୋଇଛି।ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା

୨ବର୍ଷ ପରେ ପୁଣି ଦୁଲୁକିବ ବାଲିଯାତ୍ରା ପଡ଼ିଆ, ଚାଲିଛି ଜୋରଦାର ପ୍ରସ୍ତୁତି

କଟକ ଐତିହାସିକ ବାଲିଯାତ୍ରାକୁ ମାତ୍ର ଆଉ ଅଳ୍ପ ଦିନ । ଜୋରଦାର ଚାଲିଛି କାମ । ୨ବର୍ଷର ବ୍ୟବଧାନ ପରେ ପୁଣି ଦୁଲୁକିବ ବାଲିଯାତ୍ରା ଉପର ଓ ତଳ ପଡ଼ିଆ । ଚଳିତ ବର୍ଷ ଅଧିକ ସଂଖ୍ୟକ ପ୍ରବେଶ ଏବଂ ପ୍ରସ୍ଥାନ ପଥର ବ୍ୟବସ୍ଥା ସାଙ୍ଗକୁ ଭିନ୍ନ ଭିନ୍ନ ୪୦ଟି ସ୍ଥାନରେ କରାଯାଇଛି ପାର୍କିଂ ବ୍ୟବସ୍ଥା

ଭୀଷଣ ଅଗ୍ନିକାଣ୍ଡରେ ଜଳିଗଲା ୭୦୦ ଦୋକାନ

ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗର ନିକଟସ୍ଥନାହରଲଗୁନ ଦୈନିକ ବଜାରରେ ମଙ୍ଗଳବାର ଦିନ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା । ଏହି ଦୁର୍ଘଟଣାରେ ୭୦୦ ଦୋକାନ ଜଳି ପୋଡ଼ି ପାଉଁଶ ହୋଇଛି । ପୋଲିସ ଅଧିକାରୀମାନେ କହିଛନ୍ତି ଯେ, ନିଆଁ ଲାଗିବାର ସୂଚନା ପ୍ରାୟ ୪ଟାରେ ମିଳିଥିଲା । ଏହା ରାଜ୍ୟର ସର୍ବ

ରିଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ

ରିଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ, ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ। ଦୀର୍ଘ କିଛି ଦିନ ହେବ ବହୁ ରାଜନୈତିକ ଛକାପଂଝା ପରେ ବ୍ରିଟେନ କ୍ଷମତା କେନ୍ଦ୍ରକୁ ହାତେଇଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ।  ସେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ

ଆଜି ଆଂଶିକ ସୂର୍ଯ୍ୟୋପରାଗ, ସଂଧ୍ୟା 6 ଟା 26ରେ ସର୍ବମୋକ୍ଷ

ଆଜି ଆଂଶିକ ତଥା ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ । ଅପରାହ୍ନ 4ଟା 56 ମିନିଟରେ ପରାଗ ଆରମ୍ଭ ହେବ ଏବଂ ସଂଧ୍ୟା 6ଟା 26 ମିନିଟରେ ସର୍ବମୋକ୍ଷ ହେବ । ଆଂଶିକ ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିରରେ ଭୋର 4 ଟା 56 ମିନିଟରୁ ଦେବନୀତି ଶେଷ କରାଯାଇଛି । ଏଥିସହିତ ପାକ ନିଷେଧ କରାଯାଇଛି । ବିଭିନ୍ନ

ଦୁଇ ଘଣ୍ଟା ପରେ ସ୍ୱାଭାବିକ ହେଲା whatsapp

ପାଖାପାଖି ୨ ଘଣ୍ଟା ପରେ ସ୍ୱାଭାବିକ ହେଲା ହ୍ୱାଟ୍ସଆପ୍ । ୨ ଘଣ୍ଟାରୁ ଉଦ୍ଧ୍ୱର୍ ସମୟ ହେଲା ଡାଉନ୍ ଥିଲା ହ୍ୱାଟ୍ସଆପ୍ ସର୍ଭର lଆଜି ପାଖାପାଖି ଦ୍ୱିପ୍ରହର ୧୨ଟାରୁ ଡ଼ାଉନ ଥିଲା ହ୍ୱାଟସଅପ ସର୍ଭର । ଭାରତ ସମେତ ବିଶ୍ୱର ଅନେକ ଦେଶରେ ସର୍ଭର ଡ଼ାଉନ ଥିବା ସୂଚନା ରହିଥିଲା l ସର୍ଭର ଜାମ ହେତୁ