କଟକଣା ସତ୍ତ୍ୱେ ଦିଲ୍ଲୀରେ ଫୁଟିଲା ବାଣ, ବିଷାକ୍ତ ହେଲା ବାୟୁ
କଟକଣା ସତ୍ତ୍ୱେ ଜାତୀୟ ରାଜଧାନୀର ବହୁ ଅଞ୍ଚଳରେ ଦୀପାବଳି ଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକେ ବାଣ ଫୁଟାଇଥିବା ଜଣାପଡ଼ିଛି । କେବଳ ଏତିକି ନୁହେଁ ଦିଲ୍ଲୀବାସୀ ଉଚ୍ଚ ଶବ୍ଦ ବିଶିଷ୍ଟ ବାଣ ମଧ୍ୟ ଫୁଟାଇଥିଲେ । ଦୀପାବଳିରେ ବାଣ ଫୁଟାଇଲେ ୬ ମାସ ପର୍ଯ୍ୟନ୍ତ ଜେଲ୍ ଏବଂ ୨୦୦ ଟଙ୍କା ଜରିମାନା!-->…