ଜାଗମରାର ଫିଟନେସ୍ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ
ରାଜଧାନୀରେ ଅଗ୍ନିକାଣ୍ଡ । ଜାଗମରା ସ୍ଥିତ ଏକ ଫିଟନେସ ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଜିମର ତଳ ମହଲା ପ୍ରବେଶ ପଥ ସିଡି ପାଖରେ ନିଆଁ ଲାଗିବାରୁ ୪ ମହଲା ବିଶିଷ୍ଟ ବିଲ୍ଡିଂକୁ ଧୂଆଁ ବ୍ୟାପୀ ଯାଇଥିଲା । ଆଉ ଜିମରେ ନିଆଁ ଲାଗିଯିବା ବେଳେ କିଛି!-->…