ସ୍ପାଇସଜେଟ୍ ଏୟାରଲାଇନ୍ ଉପରୁ ହଟିଲା କଟକଣା
ବିମାନ ଚଳାଚଳ କମ୍ପାନୀ ସ୍ପାଇସ୍ଜେଟ୍ ଉପରୁ ପ୍ରତିବନ୍ଧକ ହଟାଇଛନ୍ତି କେନ୍ଦ୍ର ସରକାର । ତ୍ରୁଟିପୂର୍ଣ୍ଣ ପରିଚାଳନା ତଥା ବାରମ୍ବାର ବିମାନରେ ସମସ୍ୟା ଦେଖାଦେବା କାରଣରୁ କମ୍ପାନୀ ଉପରେ ବିଭିନ୍ନ କଟକଣା ଲଗାଯାଇଥିଲା । ଏପରିକି ଗାଇଡଲାଇନ୍ ପାଳନ କରୁନଥିବାରୁ ୫୦ପ୍ରତିଶତ ଯାତ୍ରୀଙ୍କୁ ନେଇ!-->…