Odia News Portal
Yearly Archives

2022

କାକଟପୁର ମା ମଙ୍ଗଳାଙ୍କ ମନ୍ଦିରରେ ଲାଗିଲା ବଡ ଘଣ୍ଟି।

ଏହି ଘଣ୍ଟି ଟି ଲାଗିବା ପରେ ଏହାକୁ ବଜାଇ ଭକ୍ତ ଓ ଶ୍ରଦ୍ଧାଳୁ ମା ମଙ୍ଗଳାଙ୍କ ଆଶିଷ ନେଉଛନ୍ତି। ଏହି ଘଣ୍ଟିର ଧୋନୀରେ ମନ୍ଦିର ପରିବେଶ ପ୍ରକମ୍ପିତ ହେଉଥିବା ବେଳେ ଏହାର ଶବ୍ଦ ମନ୍ଦିର ଠାରୁ ଅଧକିଲୋମିଟର ପର୍ଯ୍ଯନ୍ତ ଶୁଭାଯାଉଛି । ଏହି ଘଣ୍ଟିଟିର ଓଜନ ଏକ କୁଇଣ୍ଟାଲ କୋଡିଏ କିଲୋ ରହିଥିବା

ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ କୁଲଡିହା ଅଭୟାରଣ୍ୟ

। ପର୍ଯ୍ୟଟନ ଋତୁରେ ଚଳିତ ବର୍ଷ ବେଶ ଗହଳି ଜମିବ । ଗୋହିରାଭୋଳର ନେଚର୍ସ କ୍ୟାମ୍ପ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ । ତତ୍‌ସହିତ ୱାଚ୍‌ ଟାୱାରରେ ବିଭିନ୍ନ ଜୀବଜନ୍ତୁ ଦେଖିବାକୁ ମିଳିବ । ପ୍ରଥମ ଥର ପାଇଁ ପର୍ଯ୍ୟଟକମାନେ ନୀଳଗାଈ, ବଳିଆ କୁକୁର ଦେଖିବାକୁ ପାଇବାର ସମ୍ଭାବନା ରହିବ ।

ଭାଲୁ ଆକ୍ରମଣରେ ଯୁବକ ଗୁରୁତର।

ଭାଲୁ ଆକ୍ରମଣରେ ଯୁବକ ଗୁରୁତର। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡୋଙ୍ଗା ପଞ୍ଚାୟତ ଜଙ୍ଗଲକୁ ଲାଗି ରହିଥିବା ତେନ୍ତୁଳିଆପଡା ଗ୍ରାମର କାମଦେବ ରାଉତ( ୩୩) ନିଜ ଚାଷଜମିକୁ ଭୋର ସମୟରେ ଶୌଚ ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି। ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଛି।

ବଢିଲା ବାତ୍ୟା ଆଶଙ୍କା

। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ହେଲା ଲଘୁଚାପ । ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଛି। ଏହା ୨୨ ତାରିଖ ସୁଦ୍ଧା ଅବପାତରେ ପରିଣତ ହୋଇପାରେ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି । ତେବେ ପରବର୍ତ୍ତୀ ୪୮

ମିଳିତ ଜାତିସଂଘରେ ଭାରତ ପ୍ରସ୍ତାବକୁ ଚୀନର ଅସହମତି

ମିଳିତ ଜାତିସଂଘରେ ପୁଣି ଥରେ ଚୀନ ଆତଙ୍କବାଦୀଙ୍କୁ ସମର୍ଥନ କରିଛି । ପାକିସ୍ଥାନୀ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବା ନେତା ସାହିଦ ମହମ୍ମଦଙ୍କୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଆଖ୍ୟା ଦେବା ପାଇଁ ଭାରତ ପ୍ରସ୍ତାବ ଆଣିଥିଲା । ଯାହାକୁ ଚାଇନା ସମର୍ଥନ କରିନାହିଁ । ଗତ କିଛିମାସ ମଧ୍ୟରେ

କଂଗ୍ରେସର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେଲେ ମଲ୍ଲିକାର୍ଜୁନ ଖଡ଼ଗେ

ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ମଲ୍ଲିକାର୍ଜୁନ ଖଡ଼ଗେ ଥିରୁବନନ୍ତପୁରମରୁ ଲୋକସଭା ସାଂସଦ ଶଶି ଥରୁରଙ୍କଠାରୁ ବିଜୟୀ ହୋଇଛନ୍ତି। କଂଗ୍ରେସ ସଭାପତି ପଦବୀ ପାଇଁ ବାସ୍ତବରେ, କଂଗ୍ରେସ ଦଳର ୧୩୭ ବର୍ଷର

କଳିଙ୍ଗ ବେଙ୍ଗାଲୁରୁ ଫାଉଣ୍ଡେସନ ପକ୍ଷରୁ ବାହାରିନ ଓଡ଼ିଆ ସମାଜ ପ୍ରତିଷ୍ଠାତା ସଭାପତି ଡକ୍ଟର ଅରୁଣ ପ୍ରହରାଜଙ୍କୁ…

ଓଡ଼ିଆ ସମାଜ ପ୍ରତିଷ୍ଠାତା ସଭାପତି ଡକ୍ଟର ଅରୁଣ ପ୍ରହରାଜଙ୍କୁ ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ବେଙ୍ଗାଳୁରୁଠାରେ ସ୍ଥାପିତ କଳିଙ୍ଗ ବେଙ୍ଗାଳୁରୁ ଫାଉଣ୍ଡେସନ ପକ୍ଷରୁ ‘ଶ୍ରମବନ୍ଧୁ ସମ୍ମାନ’ରେ ସମ୍ମାନିତ କରାଯାଇଛି। ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କ ସେବା ନିମନ୍ତେ ଡକ୍ଟର ପ୍ରହରାଜଙ୍କୁ

ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ…

ଇଡକୋ ପରିଚାଳନା ନିର୍ଦ୍ଦେଶକ ତଥା ହକି ବିଶ୍ୱକପ୍ ପାଇଁ ଓଏସଡି ଭାବେ ନିଯୁକ୍ତ ଭୁପିନ୍ଦ୍ର ସିଂ ପୁନିଆ ସୋମବାର ଦିନ ରାଉରକେଲା ଗସ୍ତରେ ଆସିଥିଲେ। ସେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ବୈଠକରେ ଯୋଗଦେଇ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ବିଭିନ୍ନ

ବାଲିଯାତ୍ରା ପାଇଁ ଆଜିଠାରୁ ପ୍ଲଟ୍‌ ନିଲାମ।

କଟକର ଐତିହାସିକ ବାଲିଯାତ୍ରା ପାଇଁ ଆଜିଠାରୁ ପ୍ଲଟ୍‌ ନିଲାମ। ଦିନ ୧୧ଟାରୁ ୫ଟା ପର୍ଯ୍ୟନ୍ତ ପ୍ଲଟ ନିଲାମ କରାଯିବ। ଗତକାଲି ଶେଷ ହୋଇଛି ପ୍ଲଟ ପାଇଁ ପଞ୍ଜିକରଣ। ଜଣେ ବ୍ୟକ୍ତି ସର୍ବାଧିକ ୩ଟି ପ୍ଲଟ ନେଇ ପାରିବେ । ମୋଟ ୧୪ ଶହ ପ୍ଲଟ ଆବଣ୍ଟନ କରାଯିବ। ନଭେମ୍ବର ୮ରୁ ନଭେମ୍ବର ୧୬ ପର୍ଯ୍ୟନ୍ତ

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଆଜି ବନକଲାଗି ନୀତି

। ମହାପ୍ରଭୁଙ୍କ ଶ୍ରୀମୁଖ ସିଙ୍ଗାର କରିବେ ଦତ୍ତମହାପାତ୍ର ସେବକ । ଗୁପ୍ତ ନୀତି ପାଇଁ ୫ଘଣ୍ଟା ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦତ୍ତମହାପାତ୍ର ସେବାୟତ ଗର୍ଭଗୃହକୁ ପ୍ରବେଶ କରି ହିଙ୍ଗୁଳ,ହରିତାଳ, ଶଙ୍ଖ,କେଶର,କର୍ପୁର,କଇଁଥ