Odia News Portal
Yearly Archives

2022

ହାଇକୋର୍ଟରେ ଜ୍ଞାନବାପୀ ମସ୍‌ଜିଦ ମାମଲା: ସତ୍ୟପାଠ ପାଇଁ ଏଏସ୍‌ଆଇକୁ ୧୦ ଦିନ ମହଲତ

ବାରାଣସୀ: ବାରାଣସୀସ୍ଥିତ ଜ୍ଞାନବାପୀ ମସ୍‌ଜିଦ ମାମଲାରେ ପାଳଟା ସତ୍ୟପାଠ ଦାଖଲ କରିବାକୁ ଆହ୍ଳାବାଦ ହାଇକୋର୍ଟ ମଙ୍ଗଳବାର ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ)କୁ ୧୦ ଦିନ ମହଲତ ଦେଇଛନ୍ତି । ମସ୍‌ଜିଦ ପରିସରରେ ଥିବା ହିନ୍ଦୁ ଦେବାଦେବୀଙ୍କ ବର୍ଷତମାମ ପୂଜାର୍ଚ୍ଚନା ଅନୁମତି ଦାବିକରି

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ: ୬୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଆସନ୍ତା ନଭେମ୍ବର ମାସ ୧୨ ତାରିଖରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାପରେ ଡିସେମ୍ବର ୮ ତାରିଖରେ ଭୋଟ ଗଣନା କରାଯିବ । ତେବେ ଏହା ମଧ୍ୟରେ ରାଜ୍ୟରେ ନିର୍ବାଚନୀ ଉଷ୍ଣତା ଚଳଚଞ୍ଚଳ ହୋଇଉଠିଛି । ବର୍ତ୍ତମାନ ରାଜ୍ୟରେ ବିଜେପି ସରକାର କ୍ଷମତାରେ ରହିଥିବା ବେଳେ

୨୪ ଘଣ୍ଟା ମଧ୍ୟରେ ୭୩ ପଜିଟିଭ୍ ଚିହ୍ନଟ

ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୩ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୨ ବର୍ଷ ବୟସ ମଧ୍ୟରେ ୮ ଜଣ

ଦ କାଶ୍ମୀର ଫାଇଲ୍ସ’ର ଦ୍ୱିତୀୟ ଭାଗ

ଚଳିତ ବର୍ଷ ଆସିଥିବା ‘ଦ କାଶ୍ମୀର ଫାଇଲ୍ସ’ ଅନେକ ଲୋକଙ୍କୁ ସ୍ତବ୍ଧ କରି ଦେଇଥିଲା। କାଶ୍ମୀର ପଣ୍ଡିତମାନଙ୍କ ଯନ୍ତ୍ରଣା ଦେଖି ଲୋକେ ସିନେମା ହଲ୍‌ରେ ହିଁ କାନ୍ଦି ପକାଇଥିଲେ। ଲୋକମାନେ ଏହି ଫିଲ୍ମକୁ ଏତେ ମାତ୍ରାରେ ପସନ୍ଦ କରିଥିଲେ ଯେ ବହୁତ କମ୍‌ ବଜେଟ୍‌ରେ ପ୍ରସ୍ତୁତ ହୋଇଥିବା ଫିଲ୍ମ

ଉତ୍ତରାଖଣ୍ଡର କେଦାରନାଥରେ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା।

ଦୁର୍ଘଟଣାରେ ପାଇଲଟଙ୍କ ସହିତ ମୋଟ ୭ ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି। ଦୁର୍ଘଟଣା କେଦାରନାଥଠାରୁ ୨ କିଲୋମିଟର ଦୂର ଗରୁଡଚଟ୍ଟି ନିକଟରେ ହୋଇଥିଲା। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ସଚିବ ଅଭିନବ କୁମାର ହେଲିକପ୍ଟର ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ହେଲିକପ୍ଟରଟି

ଶ୍ରୀଜିଉଙ୍କ ବନକଲାଗି ନୀତି, ପ୍ରାୟ ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ବୁଧବାର ଦିନ କାର୍ତ୍ତିକ କୃଷ୍ଣ ନବମୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ । ଦତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର କରିବେ । ଏଥି ପାଇଁ ଭକ୍ତଙ୍କ ଦର୍ଶନ ଉପରେ କଟକଣାଲାଗିଛି । ପ୍ରାୟ ୫ଘଣ୍ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସାଧାରଣ ଦର୍ଶନ

ବହୁ ଚର୍ଚ୍ଚିତ ଆଇଆର୍‌ସିଟିସି ଦୁର୍ନୀତି ମାମଲା

ଆଜି ଦିଲ୍ଲୀର ଏକ କୋର୍ଟରେ ହାଜର ହୋଇଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଛି। ସିବିଆଇର ଆବେଦନ ଉପରେ ତେଜସ୍ୱୀ ଯାଦବ ନିଜର ଉତ୍ତର ଦାଖଲ କରିଛନ୍ତି। ତେବେ ତେଜସ୍ୱୀ ଯାଦବଙ୍କ ଉତ୍ତରକୁ ସିବିଆଇ ବିରୋଧ କରିଛି। ସାମ୍ବାଦିକ

ମହଙ୍ଗା ପେଟ୍ରୋଲ ଲିଟର।

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୩ ଟଙ୍କା ୦୪ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୬୮ ପଇସା ହୋଇଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ ପଇସା ଓ

ଆସନ୍ତା ନଭେମ୍ବର ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ।

ଏହା ପୂର୍ବରୁ ପର୍ଯ୍ୟଟକମାନଙ୍କ ସୁବିଧା ନିମନ୍ତେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯିବା ସହ ରାସ୍ତା ମରାମତି କାମ ସମ୍ପୂର୍ଣ୍ଣ କରାଯାଇଛି। ଶିମିଳିପାଳ ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ନିମନ୍ତେ ପ୍ରତି ବର୍ଷ ଦେଶ ବିଦେଶର ପର୍ଯ୍ୟଟକ ଏଠାକୁ ଆକର୍ଷିତ ହୋଇଥାନ୍ତି।

୨୪ ରେ ବାତ୍ୟା।

ଯଦି ସାମାନ୍ୟ ଅନୁକୂଳ ରହେ, ଏହା ଉତ୍ତର ଆନ୍ଧ୍ର ଉପକୂଳରେ ୨୪ରେ ଉପକୂଳ ଛୁଇଁବ । ଯଦି ପାଗ ଅଧିକ ଅନୁକୂଳ ହେବ, ତେବେ ପଶ୍ଚିମବଙ୍ଗ କିମ୍ବା ସାଗରଦୀପକୁ ପ୍ରବେଶ କରିପାରେ ୨୬ ତାରିଖକୁ । ଯଦି ବାତ୍ୟା ନେଇ ପାଗ ମଧ୍ୟମ ଧରଣର ଅନୁକୂଳ ରହିବ, ତାହା ଓଡ଼ିଶା ମୁହାଁ ହୋଇପାରେ । ୨୫ରେ ଓଡ଼ିଶା