ଲିଟିବାହାଲ ଗାଁରେ ବାଘ ଆତଙ୍କ।
ନୂଆପଡ଼ା ଜିଲ୍ଲା କୋମନା ବ୍ଳକ ଲିଟିବାହାଲ ଗାଁ ର ଶ୍ୟାମ ମାଝୀଙ୍କ ବଳଦକୁ ଗୁହାଳରୁ ଟାଣି ନେଇ ମାରି ଖାଇଲା ବାଘ ।
ସୂଚନାନୁଯାୟୀ, ଗତକାଲି ସନ୍ଧ୍ୟାରେ ଶ୍ୟାମ ନିଜ ବଳଦକୁ ଗୁହାଳରେ ବାନ୍ଧି ଶୋଇଥିଲେ। ଆଜି ସକାଳୁ ଉଠି ଦେଖିବା ବେଳେ ଗୁହାଳରେ ବଳଦ ନଥିଲା। ତାକୁ ଖୋଜାଖୋଜି କରିବାରୁ ଘର!-->!-->!-->…