Odia News Portal
Yearly Archives

2022

ହିଜାବ ମାମଲାରେ ଆଜି ଆସିବ ‘ସୁପ୍ରିମ’ ରାୟ

କର୍ଣ୍ଣାଟକରେ ଶିକ୍ଷାନୁଷ୍ଠାନ ଗୁଡିକରେ ହିଜାବ କଟକଣା ଉପରେ ସୁପ୍ରିମକୋର୍ଟ ଗୁରୁବାର ରାୟ ପ୍ରକାଶ କରିବେ। ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ ସୁଦର୍ଶନ ଧୁଲିଆଙ୍କ ଏକ ଖଣ୍ଡପୀଠ ଏହି ମାମଲାରେ ରାୟ ଶୁଣାଇବେ। କର୍ଣ୍ଣାଟକରେ ହିଜାବ କଟକଣା ଯଥାର୍ଥ କି ନାହିଁ ସେନେଇ ସୁପ୍ରିମକୋର୍ଟଙ୍କ

ଧାମନଗର ଉପନିର୍ବାଚନ : ଅବନ୍ତୀ ଦାସ ବିଜେଡି ପ୍ରାର୍ଥୀ

ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ଅବନ୍ତୀ ଦାସ ହେଲେ ବିଜୁ ଜନତା ଦଳର ପ୍ରାର୍ଥୀ । ପ୍ରାର୍ଥୀ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅବନ୍ତୀ ଦାସ ଏବେ ତିହିଡି ବ୍ଲକ ଅଧ୍ୟକ୍ଷା ଅଛନ୍ତି । ଧାମନଗର ଉପନିର୍ବାଚନ ପାଇଁ ଆସନ୍ତା ୧୪ ତାରିଖ ନାମାଙ୍କନ

ଦିଲ୍ଲୀ ମହିଳା କମିସନ ଅଧ୍ୟକ୍ଷାଙ୍କୁ ମିଳିଲା ଭୟଙ୍କର ଧମକ, ଆରମ୍ଭ ହେଲା ଯାଞ୍ଚ

ଦିଲ୍ଲୀ ମହିଳା କମିସନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲଙ୍କୁ ରେପ୍ ଧମକ ମିଳିଛି । ସ୍ୱାତୀଙ୍କୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଧମକ ଦିଆଯାଇଛି । ଏନେଇ ସେ ଦିଲ୍ଲୀ ପୋଲିସରେ ଅଭିଯୋଗ କରିଛନ୍ତି । ନିକଟରେ ସାଜିଦ ଖାନଙ୍କୁ ବିଗ ବସରୁ ବାହାର କରିବା ପାଇଁ ସ୍ୱାତୀ ସୂଚନା ଓ ପ୍ରସାରଣ

ବିମୁଦ୍ରୀକରଣ ମାମଲାର ସମୀକ୍ଷା କରିବେ ସୁପ୍ରିମ କୋର୍ଟ

୨୦୧୬ରେ ହୋଇଥିବା ବିମୁଦ୍ରୀକରଣକୁ ସାମ୍ବିଧାନିକ ବୈଧତା ଉପରେ ବୁଧବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଏହି ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଠାରୁ ବିସ୍ତୃତ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି। ତେବେ ୯ ନଭେମ୍ବରରେ ଏହି ମାମଲାର ଆଗାମୀ

ବଲିଉଡରେ ଏଣ୍ଟ୍ରି ମାରିବେ କ୍ରିକେଟର ଶିଖର ଧାୱନ

ସିନେ ପରଦାରେ ନଜର ଆସିବେ କ୍ରିକେଟର ଶିଖର ଧାୱନ । ଖେଳ ପଡିଆରେ ବଲକୁ ଦୂର ଆକାଶକୁ ପଠାଉଥିବା ଭାରତୀୟ ଷ୍ଟାର କ୍ରିକେଟର ଶିଖର ଧାୱନ ଏବେ ବଲିଉଡରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି । କ୍ରିକେଟରେ ଦମଦାର ପ୍ରଦର୍ଶନ କରୁଥିବା ଶିଖର ଏବେ ଅଭିନୟରେ ଜଲୱା ଦେଖିବେ । କ୍ରିକେଟ ମୈଦାନରୁ ଫିଲ୍ମ

ପୁଣି ବଢ଼ିଲା ସୁନା-ରୁପା ଦର

ଆପଣ ଯଦି ସୁନା କିଣିବାକୁ ଚାହୁଁଛନ୍ତି, ତେବେ ଆଜି କିଣି ଆଣନ୍ତୁ। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୬,୪୭୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୧,୭୪୦ ଟଙ୍କା ରହିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ

ସୁରକ୍ଷା କର୍ମୀ ଙ୍କ ଗୁଳିରେ ଜଣେ ମହିଳା ମାଓବାଦୀ ମୃତ

କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ବାଲିଗୁଡ଼ା ଥାନା ସୁଡ୍ରା ନିକଟସ୍ଥ କୁନାସଲୁ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏବଂ ସୁରକ୍ଷା କର୍ମୀ ଙ୍କ ଗୁଳିରେ ଜଣେ ମହିଳା କ୍ୟାଡ଼ର ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା

ରେଳ କର୍ମଚାରୀଙ୍କୁ ଦୀପାବଳି ଭେଟି

ଦୀପାବଳି ଅବସରରେ ରେଲୱେ କର୍ମଚାରୀଙ୍କୁ କେନ୍ଦ୍ରସରକାରଙ୍କ ଗିଫ୍ଟ । ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ବୋନସ ଘୋଷଣା । ରେଳ କର୍ମଚାରୀଙ୍କୁ ସର୍ବାଧିକ ୧୭,୯୫୧ ଟଙ୍କା ପର୍ଯ୍ୟନ୍ତ ବୋନସ । ରେଲୱେର ୧୧.୨୭ ଲକ୍ଷ କର୍ମଚାରୀ ପାଇବେ ୧୮୩୨ କୋଟି ଟଙ୍କା । ବୋନସ ନେଇ କେନ୍ଦ୍ର କ୍ୟାବିନେଟରେ

ଜଳେଶ୍ଵରରୁ ପୁଣି ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ

ଜଳେଶ୍ଵରରୁ ପୁଣି ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ହୋଇଛି । ଆଜି ଅବକାରୀ ବିଭାଗ ପ୍ରାୟ ୮୦୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଏହି କାରବାରରେ ସମ୍ପୃକ୍ତ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ। ଜଳେଶ୍ୱରର ୩ଟି ସ୍ଥାନରେ

କଫ ସିରପ୍ ବିବାଦ: ‘ମେଡେନ ଫାର୍ମା’କୁ କାରଣ ଦର୍ଶାଅ ନୋଟିସ୍

ଗାମ୍ବିଆରେ କଫ ସିରପ୍ ପିଇ ୬୬ ପିଲାଙ୍କ ମୃତ୍ୟୁ ମାମଲାରେ ହରିୟାଣା ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାର ମେଡେନ କମ୍ପାନୀକୁ ନୋଟିସ୍ ଜାରି କରି ଏହାର ଲାଇସେନ୍ସ କାହିଁକି ରଦ୍ଦ ନ ହେବ ପଚାରିଛନ୍ତି । ପ୍ରାରମ୍ଭିକ ଯାଞ୍ଚ୍ ବେଳେ କମ୍ପାନୀର ପ୍ଲାଣ୍ଟରେ ଅନିୟମିତତା ଏବଂ