Odia News Portal
Yearly Archives

2022

ବର୍ଷାରେ ବେହାଲ ଉତ୍ତରପ୍ରଦେଶ

ବର୍ଷାରେ ବେହାଲ ଉତ୍ତରପ୍ରଦେଶ । ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ଏବେ ଯାଏ ଗଲାଣି ୯ଜଣଙ୍କ ଜୀବନ । ଗୋରଖପୁରରେ ଡଙ୍ଗା ବୁଡ଼ି ୨ଜଣଙ୍କ ମୃତ୍ୟୁ ହୋଇଛି। ଗାଜିଆବାଦରେ ପ୍ରବଳ ବର୍ଷା କାରଣରୁ କାନ୍ଥ ଭୁଶୁଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ସେହିପରି ହାରଦୋଇରେ ବଜ୍ରାଘାତରେ ୨ଜଣ କୃଷକଙ୍କ

ଶିକ୍ଷକଙ୍କ ମାଡରେ ଛାତ୍ରର ମୃତ୍ୟୁ

ଗ୍ରେଟର ନୋଏଡାର ଏକ ଘରୋଇ ବିଦ୍ୟାଳୟରେ ଜଣେ ଶିକ୍ଷକ ଛାତ୍ରଙ୍କୁ ପିଟିବା ପରେ ଛାତ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଛାତ୍ରଙ୍କ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀ ପଠାଯାଇଥିଲା। ରବିବାର ବିଳମ୍ବିତ ରାତିରେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଗୈାତମ ବୁଦ୍ଧ ନଗର ପୋଲିସ ଏହି

ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା

ଆଜି କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଏନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ ଓଡ଼ିଶାରେ ଲାଗି ରହିଛି ଝିପିଝିପି ବର୍ଷା । ସେହିପରି ଭୁବନେଶ୍ୱର ଓ କଟକ ସହରରେ ବି ବର୍ଷା ଚାଲିଛି । ଆସନ୍ତାକାଲିଠୁ କମିବ

ଫିଟୁଛି ବ୍ଲାକମେଲର କୁଇନର ଗୁମର;ଟଙ୍କା ନଦେଲେ କାଟି ପିସ ପିସ କରିବ ବୋଲି ଦେଉଥିଲା ଧମକ

ଖୋଲୁଛି ଅର୍ଚ୍ଚନାଙ୍କ ଗୁମର । ଟଙ୍କା ପାଇଁ ଜୀବନ ନେବାକୁ ଧମକାଉଥିଲା ଅର୍ଚ୍ଚନା । ୩ କୋଟି ନ ଦେଲେ କାଟି ପିସ ପିସ କରି ଦେବ ବୋଲି କହୁଥିଲା ଅର୍ଚ୍ଚନା ।ତେବେ ଏହା ଭିତରେ ଫିଲ୍ମ ପ୍ରୟୋଜକ ଅକ୍ଷୟ ପରିଜାଙ୍କ ଏଫଆଇଆର କପି ସାମ୍ନାକୁ ଆସିଛି । ନୟାପଲ୍ଲୀ ଥାନାରେ ଏହି ମାମଲା ରୁଜୁ କରିଥିଲେ

ରାସ୍ତାରେ ଅଳିଆ ଫିଙ୍ଗିଲେ ୫ ହଜାର ଜରିମାନା

ୟୁନିଟ୍‌-୧ ହାଟର ସମସ୍ତ ବ୍ୟବସାୟୀଙ୍କୁ ଚେତାବନୀ । ଚେତାବନୀ ଦେବା ସହ ତାଗିଦ କଲେ ବିଏମସି କମିଶନର । ଏଣିକି ପଚା ପରିବା ଓ ବର୍ଜ୍ୟବସ୍ତୁ ରାସ୍ତାକୁ ଫିଙ୍ଗିଲେ ୫ ହଜାର ଜରିମାନା । ଅଳିଆକୁ ଅଲଗା ଅଲଗା ନ ପକାଇଲେ ୫ ଶହ ଟଙ୍କା ଜରିମାନା ହେବ । ରାଜଧାନୀକୁ ପରିଷ୍କାର ରଖିବା ପାଇଁ ସମସ୍ତେ

ପରଲୋକରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ

ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ୮୨ ବର୍ଷରେ ପରଲୋକ ହୋଇଯାଇଛି । ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ସକାଳ ପ୍ରାୟ ୮:୩୦ରେ ମୁଲାୟମଙ୍କ ଦେହାନ୍ତ ହୋଇଥିବା ତାଙ୍କ ପୁଅ ତଥା ସମାଜବାଦୀ

ମୁଲାୟମ ସିଂହ ଯାଦବଙ୍କ ବିୟୋଗରେ ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ଓ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନି‌ଷ୍ପେସିତ ଲୋକଙ୍କ ଉତଥାନ ଦିଗରେ ଅବଦାନ ପାଇଁ ସୋସିଆଲିଷ୍ଟ ନେତା ସର୍ବଦା ମନେ ରହିବେ ବୋଲି ମୁଖ୍ୟମନ୍ତ୍ରୀ ଶୋକ

ଧାମନଗର ଉପନିର୍ବାଚନ : ୨.୩୮ ଲକ୍ଷ ଭୋଟର୍‌ଙ୍କ ପାଇଁ ୨୫୨ ବୁଥ୍‌

ଧାମନଗର ଉପନିର୍ବାଚନରେ ୨,୩୮,୩୬୦ ଭୋଟର୍ ୨୫୨ ବୁଥ୍‌ରେ ସେମାନଙ୍କ ମତଦାନ କରିବେ । ସେଥିପାଇଁ ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟ ଶନିବାର ଠାରୁ ଆରମ୍ଭ ହେବ । ଉପନିର୍ବାଚନ ପାଇଁ ପର୍ଯ୍ୟାପ୍ତ ଇଭିଏମ୍ ଓ ଭିଭିପ୍ୟାଟ୍ ମେସିନ୍ ମହଜୁଦ୍ ରହିଛି । ବର୍ତ୍ତମାନ ସୁଦ୍ଧା ୫୦୪ଟି ବାଲାଟ୍ ୟୁନିଟ୍‌,

ସୂର୍ଯ୍ୟବଂଶୀ ସୂରଜ ହେଲେ ବିଜେପି ପ୍ରାର୍ଥୀ

ଧାମନଗର ଉପନିର୍ବାଚନ ପାଇଁ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଏହା ମଧ୍ୟରେ ବିଜେପି ଧାମନଗର ଉପନିର୍ବାଚନ ପାଇଁ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ବିଜେପି ପକ୍ଷରୁ ପୂର୍ବତନ ବିଧାୟକ ତଥା ବିରୋଧୀ ଦଳ ନେତା

ଦୁନିଆର ସବୁଠାରୁ ଲମ୍ବା ଗଛ , ୨୫ ମହଲା ବିଶିଷ୍ଟ କୋଠା ପରି ଉଚ୍ଚତମ

ପୃଥିବୀର ଫୁସଫୁସ କୁହାଯାଉଥିବା ଆମାଜନର ଘନ ଜଙ୍ଗଲରେ ଥିବା ସବୁଠାରୁ ଉଚ୍ଚ ଗଛ ଯାହା ଚିହ୍ନଟ ହୋଇଛି । ଯଦିଓ ଦୁନିଆର ଏହି ଉଚ୍ଚ ଗଛ ଖୋଜିବା ସହଜ ନଥିଲା । ଏଥିପାଇଁ ତିନି ବର୍ଷର ପ୍ରସ୍ତୁତି ଏବଂ ଅନେକ ଅଭିଯାନ କରାଯାଇଥିଲା । ବୈଜ୍ଞାନିକଙ୍କ ଅନୁସନ୍ଧାନ ସମୟରେ, ଦଳ ଏହି ବିଶାଳ ଏବଂ ବିଶାଳ