Odia News Portal
Yearly Archives

2022

ସଡ଼କ ଦୁର୍ଘଟଣା: ମୃତ୍ୟୁହାର ୪.୦୧%କୁ ହ୍ରାସ

ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସପାଇଛି । ଗତବର୍ଷ ଜୁଲାଇ ମାସ ତୁଳନାରେ ଚଳିତ ବର୍ଷ ଜୁଲାଇରେ ରାଜ୍ୟର ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁହାର କମିଛି । ମୃତ୍ୟୁହାର ୪.୦୧% ହ୍ରାସପାଇଥିବା ରାଜ୍ୟ ପରିବହନ ବିଭାଗ ଅତିରିକ୍ତ କମିଶନର ଲାଲମୋହନ ସେଠୀ ସୂଚନା ଦେଇଛନ୍ତି । ଶ୍ରୀ ସେଠୀ

କୁମାର ପୂର୍ଣ୍ଣିମାରେ ବି ବର୍ଷିବ, ୫ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ

ଲଗାଣ ବର୍ଷା ଯୋଗୁ ଦଶହରା ଫିକା ପଡ଼ିଥିଲା । ନବମୀ ଓ ଦଶମୀ ଦୁଇ ଦିନ ପ୍ରବଳ ବର୍ଷିଥିଲା । ଏବେ କୁମାର ପୂର୍ଣ୍ଣିମାରେ ବି ବର୍ଷାରୁ ତ୍ରାହି ମିଳିବନି । ୯ରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ । ୧୦ରେ ବି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷିବ । ପାଣିପାଗ ବିଶେଷଜ୍ଞ

ବାୟୁସେନା ଦିବସରେ ବାୟୁବୀରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସାଲ୍ୟୁଟ

ଆଜି ହେଉଛି ଭାରତୀୟ ବାୟୁସେନା ଦିବସ । ଏହି ଅବସରରେ ବାୟୁସେନାର ସମସ୍ତ ସହିଦ ,ଯୁଦ୍ଧ ଭେଟେରାନ ଓ ବାୟୁବୀରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତୀୟ ଆକାଶର ପ୍ରହରୀଙ୍କୁ ଅଦମ୍ୟ ସାହସ ଓ ନିଃସ୍ୱାର୍ଥପର ବଳିଦାନକୁ ସଲାମ କରିଛନ୍ତି ମୁଖ୍ୟମନ୍ତ୍ରୀ। ଜାତୀୟ

ଜମି ବଦଳରେ ଚାକିରି ମାମଲା: ଲାଲୁଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍

ଜମି ବଦଳରେ ରେଳବାଇରେ ନିଯୁକ୍ତି ମାମଲାର ତଦନ୍ତ କରୁଥିବା ସିବିଆଇ ପୂର୍ବତନ ରେଳମନ୍ତ୍ରୀ ଲାଲୁ ଯାଦବ, ପତ୍ନୀ ରାବଡି ଦେବୀ ଏବଂ ଅନ୍ୟ ୧୪ ଜଣଙ୍କ ନାମରେ ଚାର୍ଜସିଟ୍ ଦାଖଲ କରିଛି। ସ୍ବତନ୍ତ୍ର ସିବିଆଇ କୋର୍ଟରେ ଦାଖଲ ହୋଇଥିବା ଅଭିଯୋଗ ଫର୍ଦ୍ଦରେ ଲାଲୁଙ୍କ ଝିଅ ମିସା ଭାରତୀ, କେନ୍ଦ୍ରୀୟ

ଗ୍ୟାସ୍ ସିଲିଣ୍ଡରକୁ ନେଇ ଆସିଲା ନୂଆ ନିୟମ

ସାଧାରଣ ଲୋକଙ୍କ ପାଇଁ ଆସିଛି ବଡ଼ ଖବର । ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ବର୍ଷକରେ କେତୋଟି ସିଲିଣ୍ଡର ନେଇପାରିବେ ଜାଣିଛନ୍ତି କି ? ଏହାକୁ ନେଇ ନିୟମ ଜାରି ହୋଇଛି । ତେବେ ଆସନ୍ତୁ ଜାଣିବା ଏହାର ଉତ୍ତର… ତେବେ ବର୍ତ୍ତମାନଠାରୁ ଗ୍ରାହକଙ୍କ ପାଇଁ ରୋଷେଇ ଗ୍ୟାସ

ଭିଟାମିନ୍ ବି୬ ଅଭାବରୁ ହୋଇପାରେ କ୍ୟାନ୍ସର ଭଳି ରୋଗ

ଭିଟାମିନ୍ ବି୬ ପାଇରିଡୋକ୍ସିନ୍ ରୂପେ ଜଣାଯାଇଥାଏ। ଏହା ଏକ ଓ୍ଵାଟର ସଲ୍ୟୁଏବଲ୍ ଭିଟାମିନ୍, ଯାହା ପ୍ରାକୃତିକ ରୂପେ ଅନେକ ଖାଦ୍ୟ ପଦାର୍ଥରେ ମିଳିଥାଏ। ଏଥି ସହିତ ଏହାକୁ ଫୁଡ୍ ସପ୍ଲିମେଣ୍ଟରେ ମଧ୍ୟ ଯୋଡ଼ା ଯାଇପାରିବ। ଏହି ଭିଟାମିନ୍ ସାହାଯ୍ୟରେ ଅନେକ ରୋଗକୁ ଦୂର କରାଯାଇ ପାରିବ। ଏଥିରୁ

ମଣିଷ ନୁହେଁ ରୋବଟ୍ ବିତରଣ କରୁଛି ପିଜା

ଆଜି ଟେକ୍ନୋଲୋଜି ଲୋକଙ୍କ ଜୀବନରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଛି । ନୂତନ ଟେକ୍ନୋଲୋଜି ଯୋଗୁଁ ଆଜିକାଲି ଅନେକ ଗୁରୁତ୍ୱପୂର୍ଣ୍ଣ କାର‌୍ୟ୍ୟ ସମ୍ଭବ । ଏଥି ମଧ୍ୟରୁ ଗୋଟିଏ ହେଉଛି ଅନଲାଇନ୍ ଖାଦ୍ୟ । ଆଜିକାଲି ଅନେକ ଲୋକ ଅନଲାଇନରେ ଖାଦ୍ୟ ଅର୍ଡର କରନ୍ତି । ଅନଲାଇନ୍ ଆପ୍ ସାହାଯ୍ୟରେ, ତୁମର

ଦୀପାବଳି ପୂର୍ବରୁ ଚାଷୀଙ୍କ ଆକାଉଣ୍ଟକୁ ଆସିବ କିସାନ ଟଙ୍କା

ଦ୍ୱାଦଶ କିସ୍ତି ଟଙ୍କା ଦୀପାବଳି ପୂର୍ବରୁ କୋଟି କୋଟି ଚାଷୀଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସରକାରୀ ସୂଚନା ପ୍ରଦାନ କରି ଏହି ବିଷୟରେ ସୂଚନା ଦିଆଯାଇଛି।କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ

ଶ୍ରୀମନ୍ଦିରରେ ନାବାଳକଙ୍କୁ ଯୌନ ନିର୍ଯାତନା

ଶ୍ରୀମନ୍ଦିର ଭିତରେ ନାବାଳକଙ୍କୁ ଯୌନ ନିର୍ଯାତନା ଅଭିଯୋଗ । ସଂସ୍କୃତ ଟ୍ରୋଲରେ ପଢ଼ୁଥିବା ନାବାଳକଙ୍କୁ ଯୌନ ନିର୍ଯାତନା । ଅଭିଯୋଗ ହେବା ପରେ ଯାତ୍ରୀ ଗୁମାସ୍ତା ଗିରଫ । ଯାତ୍ରୀ ଗୁମାସ୍ତା ସୁଦର୍ଶନ ମିଶ୍ରଙ୍କୁ ଗିରଫ କଲା ପୋଲିସ ।

ଥାଇଲାଣ୍ଡରେ ଚାଇଲ୍ଡ କେୟାର ସେଣ୍ଟରରେ ଗୁଳିକାଣ୍ଡ ଘଟଣା: ମୃତ୍ୟୁସଂଖ୍ୟା ୩୭କୁ ବୃଦ୍ଧି

ଥାଇଲାଣ୍ଡରେ ମୃତ୍ୟୁସଂଖ୍ୟା ୩୭କୁ ବୃଦ୍ଧି । ଥାଇଲାଣ୍ଡରେ ଏକ ଚାଇଲ୍ଡ କେୟାର ସେଣ୍ଟରରେ ଗୁଳିକାଣ୍ଡ ଘଟଣା । ଗୁଳିକାଣ୍ଡରେ ମୃତ୍ୟୁସଂଖ୍ୟା ୩୭କୁ ବୃଦ୍ଧି। ମୃତକଙ୍କ ମଧ୍ୟରେ ୨୨ ଜଣ ଶିଶୁ ଥିବା ସୂଚନା । ମୃତକଙ୍କ ମଧ୍ୟରେ ବୃଦ୍ଧ ଓ ମହିଳା ମଧ୍ୟ ଅଛନ୍ତି । ଥାଇଲାଣ୍ଡର ଉତ୍ତରପୂର୍ବାଞ୍ଚଳ