ସମୁଦ୍ର ମଝିରେ ଭାରତୀୟ ନୌସେନା ଜବତ କଲା ପାକିସ୍ତାନୀ ବୋଟ୍
ଶୁକ୍ରବାର ଭାରତୀୟ ନୌସେନା ଓ ଏନସିବି ଟିମ ମିଳିତଭାବେ ପାକିସ୍ତାନର ଏକ ନୌକାକୁ ସମୁଦ୍ର ମଝିରେ ଜବତ କରିଛନ୍ତି । ଏହି ଡଙ୍ଗାରୁ ୨୦୦ କିଲୋଗ୍ରାମ ହେରୋଇନ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦୦୦ କୋଟି ଟଙ୍କା ହେବ ବୋଲି ଜଣାଯାଇଛି । ଏଥିସହିତ ୬ ଜଣ ବିଦେଶୀ ନାଗରିକଙ୍କୁ!-->…