Odia News Portal
Yearly Archives

2022

କେନ୍ଦ୍ର କର୍ମଚାରୀଙ୍କ ମହାଙ୍ଗା ଭତ୍ତା ବୃଦ୍ଧି

କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି । କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କର ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କଲେ କେନ୍ଦ୍ର ସରକାର । ମହାଙ୍ଗା ଭତ୍ତା ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଗତ ଜୁଲାଇ ପହିଲାରୁ ପିଛିଲା ଭାବରେ ଲାଗୁ ହେବ । ୪୭

ପରିବହନ ବିଭାଗ ଠାରୁ ଜବାବ ମାଗିଲେ ହାଇକୋର୍ଟ

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ମାମଲା । ପରିବହନ ବିଭାଗ ଠାରୁ ଜବାବ ମାଗିଲେ ହାଇକୋର୍ଟ । ସମୟସୀମା ବୃଦ୍ଧି କରିହେବ କି ନାହିଁ ଜଣାଇବାକୁ ନିର୍ଦ୍ଦେଶ । ଭିତ୍ତିଭୂମି ନଥାଇ ଡେଡଲାଇନ୍ କିଭଳି ବୋଲି ପଚାରିଲେ ହାଇକୋର୍ଟ । ନମ୍ବର ପ୍ଲେଟ ମାମଲା ନେଇ ହାଇକୋର୍ଟ ଯାଇଥିଲେ ୨ ବସ୍ ମାଲିକ

କଟକ ଜଗତପୁରରେ ମାତିଲେ ହାତୀପଲ, ଆକ୍ରମଣରେ ଦୁଇ ମୃତ

କଟକ ଜଗତପୁର ଅଞ୍ଚଳରେ ହାତୀ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଥିବା ବେଳେ ଆଜି ସକାଳ ସୁଦ୍ଧା କିଛି ହାତୀ ଜନବସତି ଅଞ୍ଚଳରେ ରହି ଯାଇଥିବା ଜଣାପଡ଼ିଛି। ଆଠଗଡ଼ ବନଖଣ୍ଡରୁ ହାତୀପଲ ଆସି ଗତରାତିରୁ ଜଗତପୁରରେ ଉପଦ୍ରବ କରିଥିବା

୨୦୨୪ ନିର୍ବାଚନ ପାଇଁ ବାଜିବ ବିଗୁଲ

୨୦୨୪ ନିର୍ବାଚନ ପାଇଁ ବାଜିବ ବିଗୁଲ । ଆସନ୍ତାକାଲି ଦମ୍‌ ଦେଖାଇବେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ଏଥି ପାଇଁ ରାଜଧାନୀ ସାରା ଛାଇ ଯାଇଛି ବିଜେପିର ବ୍ୟାନର ଓ ପୋଷ୍ଟର । ପ୍ରମୁଖ ନେତାଙ୍କ ହୋଡିଂ ବି ଲାଗିଛି । ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ

ଆଜି ବେଙ୍ଗାଲୁରୁରେ ମେଗା ଇନଭେଷ୍ଟର୍ସ ମିଟ୍ , ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଶିଳ୍ପପତିଙ୍କୁ ଆମନ୍ତ୍ରଣ କରିବେ…

ଆଜି ବେଙ୍ଗାଲୁରୁରେ ହେବ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ । ଏଥିପାଇଁ ବେଙ୍ଗାଲୁରୁରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ସେ ଅଜିମ ପ୍ରେମଜୀଙ୍କ ସମେତ ଆଉ କିଛି ଶିଳ୍ପପତିଙ୍କ ସ଼ହ ବୈଠକ କରିଥିଲେ । ଆଜିର ଓଡିଶା ଇନ୍ଭେଷ୍ଟର୍ସ ମିଟରେ ବିଭିନ୍ନ ସେକ୍ଟରରୁ ପ୍ରାୟ ୫୦୦ରୁ ଅଧିକ

କଟକର ବିଭିନ୍ନ ଅଞ୍ଚଳକୁ ସମ୍ପ୍ରସାରିତ ହେବ ମୋ ବସ୍‌ ସେବା

ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି କଟକର ବିଭିନ୍ନ ଅଞ୍ଚଳକୁ ସମ୍ପ୍ରସାରିତ ହେବ ମୋ ବସ୍‌ ସେବା । ଏହି ସେବାକୁ କଟକର ମଙ୍ଗରାଜପୁର, ଆଗ୍ରାହାଟ, ଗୁରୁଡ଼ିଝାଟିଆ, ଗୋବରା, ଘଣ୍ଟିଖାଲ, ମଞ୍ଚେଶ୍ୱର ଆଦି ଅଞ୍ଚଳରୁ ସମ୍ପ୍ରସାରଣ କରାଯିବ। ଏଥିପାଇଁ ଗତକାଲି ଲୋକସେବା ଭବନରେ କୃଷି ଓ

ଏହି ୫ ଟି ଖାଦ୍ୟ କେବେ ଏକାଠି କରି ମିଶାଇ ଖାଆନ୍ତୁ ନାହିଁ

ଜୀବନର ପ୍ରତ୍ୟେକ ଦିନ ଖାଦ୍ୟ ପେୟ ସହିତ ଜଡିତ। ତେବେ ଖାଦ୍ୟ ପେୟରେ ମଧ୍ୟ ଅନେକ ଜିନିଷ ଉପରେ ଧ୍ୟାନ ଦେବାକୁ ପଡେ। ଅନେକ ସମୟରେ କିଛି ଲୋକ ଅନେକ ଖାଦ୍ୟ ମିଶା ଇ ଖାଇ ଥାଆନ୍ତି, ଯାହାକି ଭୁଲ୍। ଏହା ଖାଇବା ଦ୍ବାରା ହଜମ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ। କଦଳୀ ଓ କ୍ଷୀର: ଏହି ଦୁଇଟି

ଉଦ୍ଧବ ଠାକରେଙ୍କୁ ସୁପ୍ରିମ ଧକ୍କା

ଉଦ୍ଧବ ଦଳ କୁ ଝଟକା। ସୁପ୍ରିମକୋର୍ଟଙ୍କ ଉଦ୍ଧବ ଙ୍କ ଦଳ ବିପକ୍ଷ ରେ ଏକ ପ୍ରତିକାର ଦେଇଛନ୍ତି। ଯାହା ଏକନାଥ ସିନ୍ଦେ ଦଳ ପାଇଁ ଏକ ଆରାମ ଭଳି ସୂଚନା ମିଳୁଛି । ନିର୍ବାଚନ ଆୟୋଗଙ୍କ କାର‌୍ୟ୍ୟକୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ପ୍ରକୃତ ଶିବସେନା ଉଦ୍ଧବ ଦଳ କିମ୍ବା

କର୍ତ୍ତବ୍ୟ ପକ୍ଷରୁ ଛଞ୍ଚାଣ ବାହଳୀ ଠାରେ ପୋଷଣ ମାସ ପାଳିତ

ଧର୍ମଗଡ଼ ବ୍ଲକ୍ ଛଞ୍ଚାଣ ବାହାଳି ହୋମିୟୋପ୍ୟାଥୀ ଡାକ୍ତରଖାନା ପରିସରରେ ମଙ୍ଗଳବାର ବ୍ଲକ୍ ସ୍ଥରିୟ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ କୁପୋଷଣ ଦୂର କରି ସୁସ୍ଥ ଭାରତ ଗଠନ କରିବା ତେଣୁ ଗର୍ଭବତୀ,ପ୍ରସୂତି,କିଶୋରୀ ବାଳିକା ଙ୍କୁ ପୋଷଣ ଯୁକ୍ତ

ନାବାଳିକା ଛାତ୍ରୀ ଗର୍ଭବତୀ ଘଟଣା କୁ ଦୃଢ଼ ନିନ୍ଦା, ଜିଲ୍ଲାପାଳ ଙ୍କୁ ଭେଟି କାର୍ଯାନୁଷ୍ଠାନ ଦାବିକଲା ଏବିଭିପି

ନାବାଳିକା ଗର୍ଭବତୀ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ(ଏବିଭିପି)। କନ୍ଧମାଳ ଜିଲ୍ଲା ବେଳଘର ଥାନା ଅନ୍ତର୍ଗତ ଏକ ଆବାସିକ ବିଦ୍ଯାଳୟର ଛାତ୍ରୀ କିଛିଦିନ ତଳେ ଗର୍ଭବତୀ ହୋଇଥିବା ଜଣାପଡ଼ିଥିଲା। ଏନେଇ କନ୍ଧମାଳ ଜିଲ୍ଲା ଏବିଭିପିର ଛାତ୍ରୀ ପ୍ରମୁଖ