ଉତ୍ତରାଖଣ୍ଡ ଟନେଲରେ ଫସିଛନ୍ତି ଓଡ଼ିଆ ପୁଅ ତପନ
ଉତ୍ତରାଖଣ୍ଡର ଉତ୍ତରକାଶି ଟନେଲରେ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ସାନକୃଷ୍ଣପୁର ପଞ୍ଚାୟତର ୪୦ ଚେନର ଗ୍ରାମର ମଣ୍ଟୁଲାଲ ମଣ୍ଡଳଙ୍କ ପୁଅ ତପନ ମଣ୍ଡଳ ଫସିଛନ୍ତି । ତପନ ମଣ୍ଡଳ ଚାରି ମାସ ତଳେ ଘରୁ କାମ କରିବାକୁ ଯାଇଥିଲେ । ଫସିବାର ଦୁଇଦିନ ପୂର୍ବରୁ ପରିବାର ବାପା ଓ ମାଆ ଙ୍କ ସହିତ!-->…