Odia News Portal
Yearly Archives

2023

ଦୁଇ ବସ୍‌ ମୁହାଁମୁହିଁ ଧକ୍କା; ୧୨ ମୃତ୍ୟୁ, ୮ ଗୁରୁତର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଦୁଇ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୭ ଜଣ ରହିଥିବା ସୂଚନା ମିଳିଛି। ଏଥିସହିତ ଦୁଇ ବସ୍‌ର ଅନେକ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ଗୁରୁତର

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ଇଜିପ୍ଟର ସର୍ବୋଚ୍ଚ ସମ୍ମାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଆମେରିକା ଗସ୍ତ ପରେ ଶନିବାର ଇଜିପ୍ଟର ରାଜଧାନୀ କାଇରୋରେ ପହଞ୍ଚିଛନ୍ତି। ସେ ରବିବାର ହେଲିଓପଲିସ୍ ଓ୍ବାର ମେମୋରିଆଲ ଏବଂ ଅଲ ହାକିମ ମସଜିଦ ପରିଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ଇଜିପ୍ଟ ଗସ୍ତରେ ଅଛନ୍ତି। ଏହି ଅବସରରେ

5T ସଚିବ ଙ୍କ ଗସ୍ତ ପରେ ରାଜଗାଙ୍ଗପୁର ଓଭର ବ୍ରିଜ ନିର୍ମାଣ ପ୍ରକିୟା ତ୍ୱରାନ୍ୱିତ

ରାଜଗାଙ୍ଗପୁର ଲେବେଲ କ୍ରସିଂ ଠାରେ ହେଉଥିବା ଓଭର ବ୍ରିଜ୍ ନିର୍ମାଣ  ପ୍ରକିୟା ତ୍ୱରାନ୍ୱିତ ହୋଇଛି । ନିର୍ମାଣ କାର୍ଯ୍ୟ ନିମନ୍ତେ ବର୍ତ୍ତମାନ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ସୋନାଖାନ ଓ କାନସବାହାଲ ମଧ୍ୟରେ ଥିବା ଏହି ପ୍ରକଳ୍ପ 2018 ମସିହାରେ ଆରମ୍ଭ ହୋଇଥିଲା ମାତ୍ର ଜମି

ଭାରସାମ୍ୟ ହରାଇ ରାସ୍ତାକଡ଼ ଖାଇକୁ ଖସିଲା ଟ୍ୟାଙ୍କର

ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ବଞ୍ଜାରିଘାଟିରେ ଅଚଳ ହୋଇ ରହିଥିବା ଏକ ଟ୍ୟାଙ୍କର ପଛୁଆ ଗଡ଼ିଯାଇ ରାସ୍ତାକଡ଼ ଏକ ଖାଇରେ ଖସିପଡ଼ିଛି। ଏହି ଦୁର୍ଘଟଣାରେ ଟ୍ୟାଙ୍କରଟି ଓଲଟି ପଡ଼ିଥିବାବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଚାଳକ ଓ ତାଙ୍କ ସହଯୋଗୀ।

ଆସିଲା ଆଜ୍ଞାମାଳ, ଦକ୍ଷିଣ ମୋଡ ନେବେ ତିନି ରଥ

ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା। ବାହୁଡାଯାତ୍ରା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି। ପ୍ରଥା ଓ ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ପରଦିନ ଅର୍ଥାତ ଆଜି ତିନି ରଥର ଦକ୍ଷିଣମୋଡ କରାଯାଇଛି। ଏଥିପାଇଁ ମହାପ୍ରଭୁଙ୍କର ଆଜ୍ଞାମାଳ ଆସିଛି । ରଥ ଦକ୍ଷିଣ ମୋଡ

ବାପା ଓ ପଡୋଶୀ ଯୁବକର ଦୁଷ୍କର୍ମରେ ନାବାଳିକା ଗର୍ଭବତୀ

ପିସାଚ ସାଜିଲା ଜନ୍ମ ଦେଇଥିବା ବାପା । ନିଜ ଜନ୍ମିତ ଝିଅକୁ କରୁଥିଲା ଦୁଷ୍କର୍ମ । ବାରମ୍ବାର ବାପାର ଏହି ପାସବିକତାର ଶିକାର ହୋଇ ନାବାଳିକାଜଣଙ୍କ ଗର୍ଭବତୀ ହେବା ପରେ ଘଟଣା ସାମ୍ନାକୁ ଆସିଛି । କେବଳ ବାପା ନୁହେଁ ବରଂ ବିବାହର ପ୍ରତିଶୃତି ଦେଇ ପଡୋଶୀ ଯୁବକ ମଧ୍ୟ କରୁଥିଲା ଦୁଷ୍କର୍ମ ।

ଆସନ୍ତା ୨୪ ଘଣ୍ଟାରେ ୧୩ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏବଂ ଏହା ସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି। ଏହାର ପ୍ରଭାବରେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ

ଫିଲ୍ମ ‘ଆଦିପୁରୁଷ’କୁ ନେଇ ଥମୁନି ବିବାଦ

ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ନେଇ ବିବାଦ ଥମିବାରେ ନାଁ ନେଉ ନାହିଁ। ବିଭିନ୍ନ ମହଲରେ ଫିଲ୍ମକୁ ସମାଲୋଚନା କରାଯାଉଛି। ନାନା ସମାଲଚୋନା ଆଲୋଚନା ପରେ ବକ୍ସ ଅଫିସ୍‌ରେ ବି ଫିଲ୍ମ ଫ୍ଲପ୍‌ ହେବାରେ ଲାଗିଛି। ରୋଜଗାର ହ୍ରାସ ପାଉଛି। ଶ୍ରୀରାମଙ୍କ କଥାକୁ କଦର୍ଥ କରି ଦେଖାଯାଇଛି ବୋଲି

ଦୁଇ ଟ୍ରେନ ମଧ୍ୟରେ ପୁଣି ଧକ୍କା, ୧୨ ବଗି ଲାଇନ ଚ୍ୟୁତ

ଭାରତୀୟ ରେଳବାଇର ପିଛା ଛାଡ଼ୁନି ଦୁର୍ଘଟଣା। ଜୁନ ୨ ଓଡ଼ିଶାର ଟ୍ରେନ ଟ୍ରାଜେଡି ପରେ ଏକାଧିକ ରେଳ ଦୁର୍ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଏହିକ୍ରମରେ ଆଜି ପଶ୍ଚିମବଙ୍ଗର ବାଙ୍କୁରାରେ ପୁଣି ଦୁଇଟି ମାଲବାହୀ ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟିଛି। ରବିବାର ଭୋର ୪ଟାରେ ଦୁର୍ଘଟଣା ଘଟିଥିବା ବେଳେ

ଆମେ ଏକାଠି ଲଢିବୁ: ମମତା

 ବିହାର ପାଟନାରେ ପ୍ରମୁଖ ବିରୋଧୀ ଦଳମାନଙ୍କ ଗୁରୁତ୍ୱପୁର୍ଣ୍ଣ ବୈଠକ । ବୈଠକରେ ନୀତିଶ କୁମାର, ଲାଲୁ ଯାଦବ,ଶରତ ପାୱାର ସାମିଲ ଥିବା ଜଣାପଡିଥିଲା । ରାହୁଲ ଗାନ୍ଧୀ,ମଲ୍ଲୀକାର୍ଜୁନ ଖଡଗେ,ମମିା ବାନାର୍ଜୀ ମଧ୍ୟ ସାମିଲ ଥିଲେ । ସୀତାରାମ ୟେଚୁରୀ,ଅରବିନ୍ଦ କେଜ୍ରିୱାଲ,ଉଦ୍ଧବ ଥାକରେ ମଧ୍ୟ