ପେନସନ ପଲିଟିକ୍ସ । ଭତ୍ତା ପାଇଁ ବ୍ୟାଙ୍କ ସୁବିଧା ଦେଉନି କେନ୍ଦ୍ର, ଚୁପ ବସିଛି ବିଜେପି : ଶ୍ରୀମୟୀ ମିଶ୍ର
ପେନସନ ଯୋଜନାକୁ ନେଇ ରାଜନୀତି । କେନ୍ଦ୍ର ଉପରେ ବର୍ଷିଲା ବିଜେଡି । କହିଲା ରାଜ୍ୟ ଓ କେନ୍ଦ୍ର ଭତ୍ତା ମାଧ୍ୟମରେ କିଛି ବର୍ଗର ଲୋକଙ୍କୁ ସହାୟତା ଦେଉଛନ୍ତି । ୨୦୦୮ରେ ରାଜ୍ୟ ସରକାର ମଧୁବାବୁ ପେନସନ ଯୋଜନା ଆରମ୍ଭ କରିଥିଲେ । ଏଥରେ ୨୮ ଲକ୍ଷ ହିତାଧିକାରୀ ଅଛନ୍ତି । ଯେଉଁମାନେ ପଞ୍ଚାୟତ!-->…